ଦୀପିକା ପାଦୁକୋନ ଙ୍କ ପରେ ଏବେ ବହୁତ ବଡ଼ ଖବର ଆସୁଛି ଜୟା ବଚ୍ଚନ ଙ୍କ ବୋହୂ ଐଶ୍ବର୍ୟା ରାୟ ବଚ୍ଚନ ପୁରା ଭାବରେ ଫସି ଯାଇଛନ୍ତି । ଜୟା ବଚ୍ଚନ କିଛି ଦିନ ପୂର୍ବରୁ ପାର୍ଲ୍ୟାମେଣ୍ଟରେ କହିଥିଲେ ଯିଏ ବଲିଉଡ ର ବହିଷ୍କାର କରୁଛନ୍ତି ସେମାନେ ଏମିତି ବ୍ୟକ୍ତି ଅଟନ୍ତି ଯିଏ ଯେଉଁ ଥାଲିରୁ ଖାଉଛନ୍ତି ସେହି ଥାଳିକୁ କଣା କରୁଛନ୍ତି । ଏବେ ଏହା ସାମ୍ନାକୁ ଆସିଯାଇଛି କି ସେ ସେମିତି ବୟାନ କାହିଁକି ଦେଇଥିଲେ ।
ଐଶ୍ବର୍ୟା ରାୟ ବଚ୍ଚନ ବହୁତ ବଡ଼ ଅଭିନେତ୍ରୀ ବୋଲି ସମସ୍ତେ ଜାଣିଛନ୍ତି । ତାଙ୍କ ନାମ ବିଶ୍ଵ ସୁନ୍ଦରୀ ରେ ମଧ୍ୟ ରହିଛି । କିନ୍ତୁ ଏବେ ତାଙ୍କର ଆଊ ଏହା ପରିଚୟ ସାମ୍ନାକୁ ଆସିଛି ତାହା ହଉଛି ଡ୍ରଗ ମାଫିଆ ଙ୍କ ସହିତ ସମ୍ପର୍କ ରହିଛି ବୋଲି ଜଣା ପଡିଛି । ଏହି କାରଣରୁ ଐଶ୍ବର୍ୟା ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଥିବାର ମଧ୍ୟ ଜଣାପଡିଛି । ଏବେ NCB ଦୀପିକା ପାଦୁକୋନ, ସାରା ଅଲି ଖାନ, ରାକୁଲ ପ୍ରିତ ଏବଂ ଶ୍ରଦ୍ଧା କପୁର ଙ୍କ ପରେ ଐଶ୍ବର୍ୟା ରାୟ ଙ୍କୁ ନିଶ୍ଚିନ୍ତ ଭାବରେ ଜେରା କରିବାର ପ୍ରସ୍ତୁତି କରୁଛି ।
ଆମେ ଆପଣଙ୍କୁ ଆଗରୁ ହିଁ କହି ଆସିଛୁ କି ସୁଶାନ୍ତ ଙ୍କୁ ଡ୍ରଗ ଦେବା ପଛରେ ବହୁତ ବଡ଼ ବଡ଼ ହସ୍ତୀ ମାନଙ୍କ ହାତ ରହିଛି । ଏହା ଏବେ ଧୀରେ ଧୀରେ ପୁରା ଦୁନିଆ ସାମ୍ନାରେ ପ୍ରମାଣ ହେବାରେ ଲାଗିଛି । ଅନେ ଆଗରୁ ମଧ୍ୟ କହିଥିଲୁ କି ରଣବୀର ସିଂ ଏହି ମାମଲାରେ ନିଶ୍ଚିନ୍ତ ଭାବରେ ସାମିଲ ଅଛନ୍ତି । ଏବଂ ଏବେ ଦୀପିକା ପାଦୁକୋନ ଙ୍କ ହାତ ରହିଥିବାର ପ୍ରମାଣ ହୋଇଯାଇଛି । ଏବେ ତ ସବୁଠାରୁ ବଡ ପରିବାର ବଚ୍ଚନ ପରିବାର ମଧ୍ୟ ବୁଡ଼ିବାର ଦେଖାଯାଉଛି ।
ଏବଂ ଜୟା ବଚ୍ଚନ ଯେମିତି ପାର୍ଲ୍ୟାମେଣ୍ଟେ ରେ କହୁଥିଲେ କି ସେ ସବୁଠାରୁ ବଡ଼ ନାୟକ ଙ୍କ ସ୍ତ୍ରୀ ହୋଇଥିବା କାରଣରୁ ବଲିଉଡ କୁ ବଞ୍ଚାଇବେ । କିନ୍ତୁ ଏବେ ତାଙ୍କରି ପରିବାରର ନାକ କଟିବାର ଜଣାପଡୁଛି । ଯଦି ଐଶ୍ବର୍ୟା ରାୟ ବଚ୍ଚନ ଧାରା ପଡ଼ୁଛନ୍ତି ତେବେ CBI କୁ ବହୁତ ବଡ଼ ସଫଳତା ହାସଲ ହେବ ଯାହା ଦ୍ୱାରା ସୁଶାନ୍ତ ଙ୍କୁ ନ୍ୟାୟ ମିଳିବା ସହଜ ହେଇଯିବ । ଆରମ୍ଭରୁ ହିଁ ସନ୍ଦେହ ରହିଥିଲା ଅମିତାଭ ବଚ୍ଚନ ଙ୍କ ଉପରେ କାରଣ ସେ ସବୁ କଥାରେ ନିଜର ମତାମତ ଦେଇଥାନ୍ତି କିନ୍ତୁ ସୁଶାନ୍ତ ଙ୍କ ହତ୍ୟା ମାମଲାରେ ସେ କିଛି ମଧ୍ୟ କହିନାହାନ୍ତି ଏବଂ ଚୁପ ରହିଛନ୍ତି ଏବେ ସେହିଦିନର ଅପେକ୍ଷା ରହିଛି ଜି କେବେ NCB ଐଶ୍ବର୍ୟା ରାୟ ବଚ୍ଚନ ଙ୍କୁ ଜେରା କରିବ ।
NCB ଏବେ ପ୍ରମାଣ ଯୋଡିବାରେ ଲାଗିପଡିଛି କାରଣ ଆବେ ଯେଉଁ ପ୍ରମାଣ ମିଳିଛି ତାହା ସୋସିଆଲ ମିଡିଆରୁ ମିଳିଛି । ଖବର ମିଳିଛି କି ସେ ପାର୍ଟି ମାନଙ୍କରେ ବଡ଼ ବଡ଼ ଲୋକଙ୍କ ସହିତ ଡ୍ରଗ ନେଉଥିଲେ । ତାଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କର ଡ୍ରଗ ମାଫିଆ ଙ୍କ ସହିତ ସମ୍ପର୍କ ଥିବାର ଜଣାପଡିଛି । ଐଶ୍ବର୍ୟା ରାୟ ବଚ୍ଚନ ଙ୍କ ବିରୁଦ୍ଧରେ ପ୍ରମାଣ ମିଳିବ ପରେ CBI ଜୟା ବଚ୍ଚନ ଙ୍କ ବୟାନ ଉପରେ ମଧ୍ୟ ଆକ୍ସନ ନେବ । ଏବଂ ଜୟା ବଚ୍ଚନ ଙ୍କୁ ମଧ୍ୟ ପଚରା ଉଚୁରା କରିପାରେ ।
ଏବେ ମାମଲା ବହୁତ ଆଗକୁ ବଢ଼ିବାରେ ଲାଗିଛି । ଏବେ ମହାନାୟକ ଅମିତାଭ ବଚ୍ଚନ ଙ୍କ ପରିବାର ଫସିବାର ଜଣାପଡିଛି । ଏବେ ଏହା ଦେଖିବାକୁ ଅପେକ୍ଷା ରହିଛି ଜି NCB ଟିମ ଐଶ୍ବର୍ୟା ରାୟ ବଚ୍ଚନ ଙ୍କୁ କେବେ ପଚରା ଉଚୁରା କରିବ ଏବଂ ଏହାକୁ ନେଇ ଅଭିଷେକ ବଚ୍ଚନ, ଜୟା ବଚ୍ଚନ ଏବଂ ଅମିତାଭ ବଚ୍ଚନ ଙ୍କ କଣ ପ୍ରତିକ୍ରିୟା ରହୁଛି । ବଚ୍ଚନ ପରିବାରର ନାକ କଟିସାରିଛି ।
ଭୟଙ୍କର ଖୁଲାସା ପରେ ଜୟା ବଚ୍ଚନ ଙ୍କ ମୁହଁ ବନ୍ଦ ହୋଇଯାଇଛି । ଅମିତାଭ ବଚ୍ଚନ ଙ୍କ ଗର୍ବ ଭାଙ୍ଗି ସରିଛି । ଅମିତାଭ ବଚ୍ଚନ ଙ୍କୁ ମହାନାୟକ ବୋଲି କୁହାଯାଏ କିନ୍ତୁ ସୁଶାନ୍ତ ଙ୍କ ମାମଲାରେ ସେ ଚୁପ କାହିଁକି ରହିଛନ୍ତି କଣ ସତରେ ଅମିତାଭ ବଚ୍ଚନ ମହାନାୟକ ଅଟନ୍ତି । CBI କହିଛି ଧୀରେ ଧୀରେ ସବୁ ଅପରାଧୀ ସାମ୍ନାକୁ ଆସିବେ । ଏବଂ କେହି ମଧ୍ୟ ବଞ୍ଚି ପାରିବେ ନାହିଁ । ଖୁବ ଶୀଘ୍ର ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ ଏବଂ ପ୍ରକୃତ ଦୋଷୀ କୁ ଦଣ୍ଡ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।