SSR ମାମଲା- ସୁବ୍ରମନ୍ୟମ ସ୍ଵାମୀ ନେଲେ ଏହି ବଡ ପଦକ୍ଷେପ, AIIMS ର ରିପୋର୍ଟ ହେଲା ଲିକ !

ସୁଶାନ୍ତ ଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସିଛି । ସୁଶାନ୍ତ ଙ୍କ ମାମଲାରେ ପୁଣି ଆସିଛି ନୂଆ ମୋଡ଼ । ଏମ୍ସ ର ରିପୋଟ ପୁଣି ଥରେ ଲିକ ହୋଇସାରିଛି । ଏହି ରିପୋଟ ଲିକ ହେବା ପରେ ବହୁତ ବଡ଼ ନେତା ସୁବ୍ରମଣ୍ୟମ କହୁଛନ୍ତି କି ଏବେ ସେ ବହୁତ ବଡ଼ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି ଏବଂ ଦୋଷୀ ମାନଙ୍କ ଉପରେ ମଧ୍ୟ ଆକ୍ସନ ନିଆଯିବ । ଏମ୍ସ ରିପୋଟ ଲିକ ହେବା ପରେ ସୁବ୍ରମଣ୍ୟମ ବହୁତ ରାଗିଯାଇଛନ୍ତି ।

ଏବଂ ଏହାର ଖୁଲାସା ପାଇଁ ଉଠାଇବାକୁ ଯାଉଛନ୍ତି ବଡ଼ ପଦକ୍ଷେପ । ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ଏମ୍ସ ର ହେଡ ଡକ୍ଟର ସୁଦୀପ୍ତ ଗୁପ୍ତା ଙ୍କ ରିପୋଟ ରେ ଆଙ୍ଗୁଠି ଉଠାଇଛନ୍ତି ବରିଷ୍ଟ ନେତା ସୁ୍ବ୍ରମଣ୍ୟମ ସ୍ଵାମୀ । ସେ ଟୁଇଟ ରେ ଲେଖିଛନ୍ତି କି ସେ ଏହି ବିଷୟରେ ମିଡ଼ିଆ ସାମ୍ନାରେ କହିବାକୁ ଚାହିଁବେ ଏବଂ ଏହି ବିଷୟରେ CBI କୁ ତାହା କରିବା ଦରକାର ଯାହା ଉଚିତ ଅଟେ ।

ଧାରା ୩୦୨ ଦ୍ଵାରା ବହୁତ ଏଫଆଇଆର ଦର୍ଜ କରିବା ଦରକାର । ସ୍ବାସ୍ଥ୍ୟ ର ଏଭଳି ଅସ୍ଥାଇ ରୂପରେ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି । ଏବଂ ଡକ୍ଟର କଣ କହିଛନ୍ତି ତାହା ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ମିଡ଼ିଆ ଅନୁସାରେ ଏମ୍ସ ର ୭ ଜଣ ଡକ୍ଟର ନିଜର ବୟାନ ରେ କହିଥିଲେ କି ସୁଶାନ୍ତ ଙ୍କ ସହିତ ଯାହା ଘଟିଛି ତାହା ସୁଶାନ୍ତ ନିଜେ କରିଥିଲେ ।

କିନ୍ତୁ ମିଡ଼ିଆ ର ଗୋଟେ ରିପୋଟର ଏହା ଖୁଲାସା କରିଛନ୍ତି କି ୨୨ ଅଗଷ୍ଟ ରେ ଡକ୍ଟର ସିଧା ସିଧା କହିଥିଲେ କି ଯାହା ସୁଶାନ୍ତ ଙ୍କ ସହିତ ହେଇଛି ତାହା କେବେ ମଧ୍ୟ ସୁଶାନ୍ତ କରିନାହାନ୍ତି । ଏହା ପରେ ଡକ୍ଟର ସୁଧୀର ଗୁପ୍ତା ଙ୍କ ଉପରେ ଆଙ୍ଗୁଠି ଉଠିବା ଆରମ୍ଭ ହୋଇସାରିଛି । ଏବଂ କୁହା ଯାଉଛି କି ସୁଧୀର ଗୁପ୍ତା ପଇସା ଦେଇ ଡକ୍ଟର ହୋଇଛନ୍ତି ତାଙ୍କୁ କିଛି ମଧ୍ୟ ଜଣାନାହିଁ ।

ରିପୋଟରେ ଏବେ କୁହାଯାଉଛି କି ସୁଶାନ୍ତ ସବୁକିଛି ଜାଣିଶୁଣି କରିଥିଲେ ତେବେ ସୁଧୀର ଗୁପ୍ତା ଙ୍କ ଉପରେ ସମସ୍ତେ ଆଙ୍ଗୁଠି ଉଠାଇବାରେ ଲାଗିଛନ୍ତି । CBI ଯାଞ୍ଚ ଦ୍ଵାରା ସୁଶାନ୍ତ ଙ୍କ ମାମଲା ବହୁତ ଆଗକୁ ପହଞ୍ଚିଛି । ଡ୍ରଗ ମାମଲାରେ ଏତେ ବଡ଼ ଖୁଲାସା ହୋଇଛି । ସୁଭ୍ରମନ୍ୟମ କହିଛନ୍ତି ଦୋଷୀକୁ ନିଶ୍ଚିନ୍ତ ଦଣ୍ଡ ମିଳିବ ସେ ଯେତେ ବଡ଼ ବ୍ୟକ୍ତି ହୋଇଥାଉ ନା କାହିଁକି । ଏବଂ ସୁଶାନ୍ତ ଙ୍କୁ ନିଶ୍ଚିନ୍ତ ନ୍ୟାୟ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।