SSR ମାମଲା- ମର୍ଡରଆଙ୍ଗେଲ କୁ ନେଇ ସବୁଠୁ ବଡ ଖୁଲାସା, CBI ମାନିଲେ 13 ଜୁନ କୁ ଘଟିଥିଲା ଘଟଣା

ସୁଶାନ୍ତ ସିଂ ରାଜପୁତ ଙ୍କ କେଶ କୁ CBI ଯାଞ୍ଚ କରୁଛି । ଏବଂ ବହୁତ ଭଲ ଲିଡ ମଧ୍ୟ କରିଛି । ଏବଂ ଏହା ପ୍ରମାଣ ହୋଇସାରିଛି କି ସୁଶାନ୍ତ ନିଜେ ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କୁ ହତ୍ୟା କରାଯାଇଥିଲା । ସୁଶାନ୍ତ ଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମାରିବା ସମୟ ଲେଖା ହୋଇନଥିଲା କିନ୍ତୁ ଏବେ CBI କୁ ସୁଶାନ୍ତ ଙ୍କ ମାରିବା ତାରିଖ, ସମୟ ସବୁ କିଛି ମିଳିଯାଇଛି । ଖବର ମିଳିଛି ଏହି କଥାକୁ ନେଇ CBI ର ଗୋଟେ ବୈଠକ ମଧ୍ୟ ବସିବ ।

ସେହି ବୈଠକ ପରେ CBI ପୁରା କଥାର ଖୁଲାସା ମିଡ଼ିଆ ଆଗରେ କରିବ । କିନ୍ତୁ ତାହା ପୂର୍ବରୁ ଚାଲନ୍ତୁ ଜାଣିବା କିପରି ମିଳିଲା ପ୍ରମାଣ CBI କୁ ଏବଂ କେମିତି ହେଲା ସବୁଠାରୁ ବଡ଼ ଖୁଲାସା । ଆସନ୍ତୁ ଜାଣିବା । ଏହା ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି ସୁଶାନ୍ତ ଙ୍କ ସହିତ କଣ ହୋଇଥିଲା ଏବଂ ତାଙ୍କୁ କଣ ପାଇଁ ହତ୍ୟା କରାଯାଇଥିଲା । ଏହି ସବୁ ପ୍ରଶ୍ନ ର ଉତ୍ତର CBI କୁ ମିଳିସାରିଛି । CBI କୁ ମିଳିଯାଇଛି ୫ ଟି ବଡ଼ ଖୁଲାସା ।

ପ୍ରଥମ ରହିଛି ସୁଶାନ୍ତ ଙ୍କ ସହିତ ଏମିତି କଣ କରାଯାଇଥିଲା କାରଣ କୁପର ହସ୍ପିଟାଲ ଡକ୍ଟର ଯେଉଁ ପୋଷ୍ଟମର୍ଟମ କରିଥିଲେ ସେଥିରେ ସୁଶାନ୍ତ ଙ୍କ ମୃତ୍ୟୁ ସମୟ ଦିଆ ଯାଇନଥିଲା । ୧୩ ଜୁନ ଖାରବେଳ ୨:୨୨ ପରଠାରୁ ସୁଶାନ୍ତ କାହା ସହିତ ଫୋନରେ ସମ୍ପର୍କ କରିନଥିଲେ । ତାପରେ ସୁଶାନ୍ତ । ଗାୟବ ହୋଇଯାଇଥିଲେ । ସୁଶାନ୍ତ ଙ୍କ ଭଉଣୀ ନିତୁ ମଧ୍ୟ କହିଛନ୍ତି କି ସୁଶାନ୍ତ ୧୩ ଜୁନ ୧୪ ଜୁନ ରେ ତାଙ୍କ ଫୋନ ରିସିଭ କରିନଥିଲେ । CBI କହିଦେଇଚି କି ୧୩ ଜୁନ ଖାରବେଳ ଠାରୁ ସୁଶାନ୍ତ ଚୁପ ହୋଇଯାଇଥିଲେ । ସେହିଦିନ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଥିଲା ଏବଂ ତାଙ୍କୁ ନେଇ ବଡ଼ ପ୍ରମାଣ CBI କୁ ମିଳିସାରିଛି ।

ଦୁତିୟ ଖୁଲାସା ହୋଇଛି କି ସୁଶାନ୍ତ ଙ୍କ ଘରେ ରହୁଥିବା ନୀରଜ, ପିଠାନି, ଡିପେଶ, ଏବଂ କେଶବ କହିଥିଲେ କି ୧୪ ଜୁନ ସକାଳେ ସୁଶାନ୍ତ ଯୁଷ, ପଇଡ଼ ପାଣି, ପେଇଥିଲେ ଏବଂ ତାପରେ ସେ ନିଜକୁ ଶେଷ କରିଥିଲେ କିନ୍ତୁ ଖାଦ୍ୟ କୁ ପଚିବାକୁ ସମୟ ଲାଗିଥାଏ, CBI ଯାଞ୍ଚ କରିବାପରେ ପ୍ରମାଣ ପାଇଛି କି ସୁଶାନ୍ତ ଙ୍କ ପେଟରେ କିଛି ନଥିଲା । ମାନେ ୧୪ ଜୁନ ରେ ସୁଶାନ୍ତ ବଞ୍ଚି ହିଁ ନଥିଲେ ତେବେ ଖାଇଥାନ୍ତେ କେମିତି ।

ତୃତୀୟ ଖୁଲାସା ହେଉଛି ସୁଶାନ୍ତ ଙ୍କ ଘରେ ରହୁଥିବା ଡିପେଶ କହିଥିଲେ କି ସେ ସକାଳ ୧୦:୩୦ ତାରୁ ଖାରବେଳ ୧ ପର୍ଯ୍ୟନ୍ତ ସୁଶାନ୍ତ ଙ୍କ ରୁମ ର କବାଟ ବାଡେଇଥିଲେ । ଏବଂ ସୁଶାନ୍ତ ଙ୍କୁ ଫୋନ ମଧ୍ୟ କରିଥିଲେ କିନ୍ତୁ ଡିପେଶ ଙ୍କ କଲ ରେକର୍ଡ ରୁ ଜଣା ପଡ଼ିଛି କି ସେ ସୁଶାନ୍ତ ଙ୍କୁ ଫୋନ କରିନଥିଲେ । ତେବେ ଡିପେଶ ଙ୍କୁ କୌଣସି ଚିନ୍ତା ନଥିଲା କାରଣ ସେ ଜାଣିଥିଲେ କି ସୁଶାନ୍ତ ୧୩ ଜୁନ ରୁ କରିସାରିଛନ୍ତି ।

ଚତୁର୍ଥ ଖୁଲାସା ହେଉଛି ସୁଶାନ୍ତ ଙ୍କ ପଡୋଶୀ ମଧ୍ୟ କହିଥିଲେ କି ୧୩ ଜୁନ ରାତି ୧୦:୩୦ ଟାରେ ସୁଶାନ୍ତ ଙ୍କ ଘରର ସବୁ ଲାଇଟ ବନ୍ଦ ହୋଇଯାଇଥିଲା ଯେବେ କି ସୁଶାନ୍ତ କେବେ ମଧ୍ୟ ରାତି ୨ ଟା ପୂର୍ବରୁ ଶୁଅନ୍ତି ନାହିଁ । ମାନେ ୧୩ ଜୁନ ରେ ସୁଶାନ୍ତ ଙ୍କୁ ହତ୍ୟା କରିବା ପରେ ଲାଇଟ ବନ୍ଦ କରାଯାଇଥିଲା ।

ପଞ୍ଚମ ଖୁଲାସା ହେଉଛି ୧୩ ଜୁନ ରେ ସୁଶାନ୍ତ ଙ୍କୁ ହତ୍ୟା କରିବା ପରେ ସବୁ ପ୍ରମାଣକୁ ନଷ୍ଟ କରାଯାଇଥିଲା ଏବଂ ସବୁ ନଷ୍ଟ କରିବାପରେ ୧୪ ଜୁନ ରେ ପୋଲିସ କୁ ଫୋନ କରାଯାଇଥିଲା ।

ସୁଶାନ୍ତ ସିଂ ରାଜପୁତ ଙ୍କୁ ପୁରା ପ୍ଲାନ ସହିତ ହତ୍ୟା କରାଯାଇଥିଲା ଏବଂ ପରେ ଏହାକୁ ଆତ୍ମହତ୍ୟା ବୋଲି ପ୍ରମାଣ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ CBI ଠାରୁ ପ୍ରମାଣ ଲେଚାଇବା ଅସମ୍ଭବ । CBI କହିଛି ଖୁବ ଶୀଘ୍ର ସୁଶାନ୍ତ ଙ୍କ ଦୋଷୀ ଜେଲ ର ଚାରି କାନ୍ଥ ଭିତରେ ଥିବ । ଯେମିତି ରିୟା ଚକ୍ରବର୍ତ୍ତୀ ରହିଛନ୍ତି । ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।