SSR ମାମଲା- ବେଲ ମିଳିବା ପରେ ପୁଣି ଫସିଲେ ରିୟା, CBI କୁ ମିଳିଲା 13 ଜୁନର ବଡ ପ୍ରମାଣ, ପ୍ରଥମ ଥର ମାନିଲେ…

ବମ୍ବେ ହାଇ କୋର୍ଟ ରୁ ରିୟା ଚକ୍ରବର୍ତ୍ତୀ ଙ୍କୁ ଜମାନତ ମିଳି ସାରିଛି । ରିୟା ଚକ୍ରବର୍ତ୍ତୀ ଙ୍କୁ ଛଡା ଯାଇଛି । କିନ୍ତୁ ଠିକ ଜେଲ ରୁ ବାହାରିବା ଦିନ ରିୟା ପୁଣି ଥରେ ଫସି ଯାଇଛନ୍ତୀ । ଆଊ ଥରେ ପୁଣି ଜେଲ ଜୀବର ପ୍ରସ୍ତୁତି ମଧ୍ୟ କରୁଛନ୍ତି । ଏହା ବହୁତ ବଡ଼ କଥା ଅଟେ କାରଣ ଏହି ଭିତରୁ CBI କୁ ବହୁତ ବଡ଼ ପ୍ରମାଣ ମିଳି ସାରିଛି । ଏବଂ NCB ପରେ CBI ରିୟା ଙ୍କୁ ଜେଲ ଯିବାପାଇଁ ପ୍ରସ୍ତୁତି କରୁଛି ।

୧୩ ଜୁନ କୁ ନେଇ CBI କୁ ମହା ପ୍ରମାଣ ମିଳିଛି । ଯାହା ସବୁ କ୍ୟାମେରା ରେ ରହିଛି ଏବଂ ସେହି କ୍ୟାମେରା ସେହି ରେକୋଡ଼ିଂ CBI ପାଖରେ ରହିଛି । ପ୍ରଥମ ଥର ପାଇଁ CBI ୧୩ ଜୁନ ବିଷୟରେ ସ୍ବୀକାର କରିଛି । ଏବଂ CBI ନେବାକୁ ଯାଉଛି ସବୁଠୁ ବଡ଼ ଆକ୍ସନ । ଏବେ ରିୟା ଙ୍କ ସହିତ ସେମିତି ହେବ ଯାହା ରିୟା ସୁଶାନ୍ତ ଙ୍କ ସହିତ କରିଛନ୍ତି । ତେବେ କଣ ଅଟେ ସେହି ନୂଆ ଖୁଲାସା ଯାହା ମିଳିଲା CBI କୁ ଚାଲନ୍ତୁ ଜାଣିବା ।

ଗୋଟେ ମାସ ଧରି ଭାଇକେଲା ଜେଲ ରେ ରହିଥିବା ରିୟା ଚକ୍ରବର୍ତ୍ତୀ ଙ୍କୁ ହାଇ କୋର୍ଟ ତରଫରୁ ବେଲ ମିଳିସାରିଛି । ଏବଂ ରିୟା ଜେଲ ରୁ ବାହାରି ଆସିଛନ୍ତି । ରିୟା ବାରମ୍ବାର କହିଥିଲେ କି ସେ ୮ ଜୁନ ପରେ ସୁଶାନ୍ତ ଙ୍କ ସହିତ କଥା ହୋଇ ନଥିଲେ କିନ୍ତୁ ୧୩ ଜୁନ ରେ ରିୟା ଏବଂ ସୁଶାନ୍ତ ଦେଖା କରିଥିଲେ ।

ଏହା ଗୋଟେ ବଡ଼ ଚାନେଲ ର ବ୍ୟକ୍ତି ନିଜେ ଦେଖିଛନ୍ତି ବୋଲି ସାକ୍ଷୀ ଦେଇଛନ୍ତି । ଏବଂ କହିଛନ୍ତି କି ସେ ନିଜେ ରିୟା ଏବଂ ସୁଶାନ୍ତ ଙ୍କୁ ସୁଶାନ୍ତ ଙ୍କ ଘର ବାହାରେ ଦେଖିଥିଲେ । ଏବଂ ଏହି ୧୩ ଜୁନ ର ମିଳନ କୁ ନେଇ CBI କୁ ବହୁତ ବଡ଼ ପ୍ରମାଣ ମିଳି ସାରିଛି । ତେବେ କଣ ଅଟେ ସେହି ପ୍ରମାଣ । CBI କହିଛିି କି ୮ ଜୁନ ରେ ରିୟା ସୁଶାନ୍ତ ଙ୍କ ଘର ଛାଡ଼ି ଚାଲି ଯାଇଥିଲେ ଏବଂ ତା ପରେ ସୁଶାନ୍ତ ରିୟାଙ୍କୁ ବହୁତ ଥର ଫୋନ ମଧ୍ୟ କରିଥିଲେ ।

୯ ଜୁନ ରେ ରିୟା ସୁଶାନ୍ତ ଙ୍କ ଫୋନ କୁ ବ୍ଲକ କରିଥିଲେ । ୧୩ ଜୁନରେ ସୁଶାନ୍ତ ସିଂ ରାଜପୁତ ରିୟାଙ୍କ ଘରେ ପହଞ୍ଚି ଥିଲେ । ଏବଂ ଦୁହେଁ ସେଠାରୁ କାରରେ କେଉଁଠିକୁ ଚାଲି ଯାଇଥିଲେ । ଏବଂ ଯେତେବେଳେ ରାତିରେ ସୁଶାନ୍ତ ରିୟା ଙ୍କୁ ଛାଡ଼ିବାକୁ ଯାଇଥିଲେ ସେତେବେଳେ ସାକ୍ଷୀ ଜଣଙ୍କ ଦୁହିଙ୍କୁ ଏକା ସାଥିରେ ଦେଖିଥିଲେ ।

CBI ଏହି କଥାକୁ ନେଇ ନିଜର ଯାଞ୍ଚ ଆରମ୍ଭ କରିସାରିଛି । ସେହି ସାକ୍ଷୀ ଙ୍କୁ ମଧ୍ୟ ସମନ ପଠାଇ ସାରିଚନ୍ତି । CBI ରିୟା ଚକ୍ରବର୍ତ୍ତୀ ଙ୍କ ଘରୁ CCTV ଫୁଟେଜ ମଧ୍ୟ ଜବତ କରିଛି । CBI ନିଜର ବେଷ୍ଟ ଦେଇଛି । ଏବଂ ନିଜର ତଦନ୍ତ ଖୁବ ଜୋର ସୋର ରେ କରିଚାଲିଛି । ତେବେ CBI କହିଛିି ଖୁବ ଶୀଘ୍ର ସୁଶାନ୍ତ ଙ୍କ ହତ୍ୟାକାରୀ ମାନଙ୍କୁ ଦଣ୍ଡ ମିଳିବ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।