SSR ମାମଲା- CBI ର ଫାଇନାଲ ରିପୋର୍ଟ ପରେ ହଙ୍ଗାମା- ଏହି କାରଣ ପାଇଁ ହେଉଥିଲା ଡେରି

ସୁଶାନ୍ତ ସିଂ ରାଜପୁତ ଙ୍କ କେଶ ରେ ବହୁତ ବଡ଼ ଖୁଲାସା ହୋଇଛି । ଯୋଉଥିରୁ ଜଣା ପଡ଼ିଯିବ କି ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି । ସୁଶାନ୍ତ ଙ୍କ କେଶ ରେ ବହୁତ ବଡ଼ ପ୍ରମାଣ ମିଳିସାରିଛି । ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ଥିଲା ବୋଲି ଏମ୍ସ ର ଫୋରେନ୍ସିକ ରିପୋଟ କହିଛିି । ଏହି ରିପୋଟ ରେ CBI ମଧ୍ୟ ନିଜର ମୋହର ଲଗାଇଚି କି ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ଆତ୍ମହତ୍ୟା ଥିଲା ।

ଏହି ଭିତରେ ନେତା ସୁଭ୍ରମନୀୟମ ସ୍ବାମୀ ପ୍ରଶ୍ନ ଛିଡ଼ା କରିଛନ୍ତି । ସୁଭ୍ରମଣୀୟମ ସ୍ବାମୀ CBI ଯାଞ୍ଚ କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି ସୁଶାନ୍ତ ଙ୍କ ଲାସ ର ଯାଞ୍ଚ କାହିଁକି ହୋଇନଥିଲା । ସେହି ଗ୍ଲାସ ର ଯାଞ୍ଚ କାହିଁକି ହୋଇନି ଯୋଉଥିରେ ସୁଶାନ୍ତ ଶେଷ ଥର ପାଇଁ ଜୁସ ପିଇଥୀଲେ । ନିଜ ଟୁଇଟର ରେ ସେ କହିଛନ୍ତି କାହିଁକି ସେହି ଗ୍ଲାସ ର ଯାଞ୍ଚ କରାଯାଇନାହିଁ ।

ମୁମ୍ବାଇ ପୋଲିସ ସେହି ଆପାଟମେନ୍ତ କୁ କାହିଁକି ସିଲ କରିନଥିଲା । ସୋସିଆଲ ମିଡିଆରେ ସୁଭ୍ରାମନୀୟମ ଙ୍କ ଏହି ଟୁଇଟ ଭାଇରାଲ ହେବାରେ ଲାଗିଛି । ଏମ୍ସ ଟିମ ସୁଶାନ୍ତ ଙ୍କ ଫରେନ୍ସି ରିପୋଟ ଦେଇଛି । ଏହି ରିପୋଟ ରେ ଡକ୍ଟର କହିଛନ୍ତି କି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ ।

ସୁଶାନ୍ତ ଙ୍କୁ ବିଷ ଦେବାର କୌଣସି ପ୍ରମାଣ ମିଳିନାହିଁ । ଦେହରେ ମଧ୍ୟ କୌଣସି ଦାଗ ନଥିଲା । ଏମିତି କୌଣସି ପ୍ରମାଣ ମିଳିନାହିଁ କି ସୁଶାନ୍ତ ଙ୍କ ରୁମ ଭିତରକୁ କେହି ଜବରଦସ୍ତି ପଶିଥିଲା । CBI କହିଛିି କି ସୁଶାନ୍ତ ଙ୍କ କେଶ ରେ ୨୫ ଜଣଙ୍କୁ ପଚରା ଉଚୁରା କରାଯାଇଥିଲା ।

ରିୟା ଚକ୍ରବର୍ତ୍ତୀ, ଶୋବିକ ଚକ୍ରବର୍ତ୍ତୀ, ରିୟା ଙ୍କ ମାତା ପିତା, ସୁଶାନ୍ତ ସିଂ ରାଜପୁତ ଙ୍କ ପରିବାର ର ସଦସ୍ୟ, ତାଙ୍କ ଷ୍ଟାଫ, ହାଉସ ମନେଜମେନ୍ଟ, ସୁଶାନ୍ତ ଙ୍କ CA, ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ଏବଂ କିଛି ବନ୍ଧୁ ମାନଙ୍କୁ ମଧ୍ୟ ପଚରା ଉଚୁରା କରାଯାଇଥିଲା । ଅଭିନେତା ଶେଖର ସୁମନ ଏହି କେଶ ର ଆରମ୍ଭରୁ ହିଁ ନ୍ୟାୟ ର ଦାବି କରିଆସିଛନ୍ତି ।

ଶେଖର ବହୁତ ଗୁଡେ ଟୁଇଟ କରି କହିଚନ୍ତି କି ସୁଶାନ୍ତ ଙ୍କ ଚର୍ଚ୍ଚା ହଠାତ ସବୁ ନିଉଜ ଚ୍ୟାନେଲ ରୁ ଗାୟବ କେମିତି ହୋଇଗଲା । କୁଆଡେ ଗଲେ ସେହି ଲୋକ ଯେଉଁମାନଙ୍କୁ CBI ତଦନ୍ତ କରୁଥିଲା । ଡ୍ରଗ ମାମଲା ମଧ୍ୟ କୁଆଡେ ଉଭେଇ ଗଲା । ସମସ୍ତେ ମିଶିଛନ୍ତି । କିଛି ବି ହେଇଯାଉ ଆମେ କିନ୍ତୁ ଚୁପ ବସିବାନି । ଆମେ ହାରିବୁନି ଆମେ ଲଢ଼ିବୁ ଆଊ ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚୟ ଦେବୁ ।

ଶେଖର ସୁମନ ରିୟା ଚକ୍ରବର୍ତ୍ତୀ ଙ୍କ ଜାମିନ ଉପରେ ମଧ୍ୟ କହିଛନ୍ତି କି ରିୟା ଙ୍କୁ କେମିତି ବେଲ ମିଳିଲା ଆଊ ସେ କାହିଁକି ଜେଲ ବାହାରେ ଅଛନ୍ତି । CBI ଆଊ ଏମ୍ସ ମଧ୍ୟ ଏବେ ସୁଶାନ୍ତ ଙ୍କ ମୃତ୍ୟୁ କୁ ଆତ୍ମହତ୍ୟା କହୁଛନ୍ତି । ଏବେ କଣ ହେବ ସରିଗଲା ସବୁକିଛି । ଏବେ କେବଳ ଏତିକି ଦେଖିବା ବାକି ରହିଛି ସତ ଏବଂ ମିଛ ଭିତରୁ ଜିତୁଛି କିଏ । ସୁଶାନ୍ତ ଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।