ଏହି ଅଭିନେତା କରିଥିଲେ ଶ୍ରୀକୃଷ୍ଣରେ କଂସର ଅଭିନୟ, ନାଁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ରାମାନନ୍ଦ ସାଗରଙ୍କ ଶୋ ରାମାୟଣ ଭଳି ଶ୍ରୀକୃଷ୍ଣ ଶୋ ବି ବହୁତ ସୁପର ହିଟ ହୋଇଥିଲା । ଯେଉଁଭଳି ଭବାରେ ଲକଡାଉନ ମଧ୍ୟରେ ରାମାୟଣର ପୁନଃ ପ୍ରସାରଣ ହୋଇଛି ଠିକ ସେହଭଳି ଶ୍ରୀକୃଷ୍ଣ ଶୋ ର ବି ପୁନଃ ପ୍ରସାରଣ କରା ଯାଇଛି ଓ ଯଦି ଶ୍ରୀ କୃଷ୍ଣ ଶୋ ବିଷୟରେ କଥାବାର୍ତ୍ତା କରିବା ତେବେ ଶ୍ରୀକୃଷ୍ଣ ଶୋ କୁ ସେହି ସମୟରେ ବହୁତ ପସନ୍ଦ କରା ଯାଇଥିଲା ଓ ବର୍ତ୍ତମାନ ସମୟରେ ବି ବହୁତ ପସନ୍ଦ କରା ଯାଉଛି ।

ଶ୍ରୀକୃଷ୍ଣ ଶୋରେ ମୁଖ୍ୟ ଭୂମିକା କୃଷ୍ଣଙ୍କ ରୋଲରେ ସ୍ୱପ୍ନିଲ ଜୋଶୀ ଥିଲେ । ଯିଏକି ବର୍ତ୍ତମାନ ସମୟରେ ମରାଠୀ ସିନେମା ଜଗତର ଏକ ଭଲ ଅଭିନେତା ଅଟନ୍ତି । ତାଙ୍କର ମରାଠୀରେ ବହୁତ ଫିଲ୍ମ ବି ଅଛି । ଏହା ଛଡା ଶ୍ରୀକୃଷ୍ଣ ସିରିୟଲରେ ମାମା କଂସ ବି ମୁଖ୍ୟ ଭୂମିକାରେ ଥିଲେ । ଆଜି ଆମେ ଆପଣଙ୍କୁ ଶ୍ରୀକୃଷ୍ଣ ଶୋରେ କଂସର ଅଭିନୟ କରିଥିବା ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ।

କହିବାକୁ ଗଲେ ଶ୍ରୀ କୃଷ୍ଣ ଶୋରେ କଂସର ଅଭିନୟ କରିଥିବା ଅଭିନେତାଙ୍କ ନାମ ବିଳାସ ରାଜ ଅଟେ । ଶ୍ରୀକୃଷ୍ଣ ଶୋରେ କନ୍ସର ଅଭିନୟ ତାଙ୍କୁ ବହୁତ ଲୋକପ୍ରିୟତା କରିଥିଲା । ଯେଉଁଭଳି ଭାବରେ ରାମାୟଣରେ ଅରବିନ୍ଦ ତ୍ରିବେଦୀ ନିଜର ଅଭିନୟ ଦ୍ଵାରା ନିଜର କିରଦାରକୁ ଜୀବନ୍ତ କରିଥିଲେ ଠିକ ସେହିଭଳି କଂସଙ୍କ ରୋଲରେ ବିଳାସ ରାଜ ନିଜର ଦମଦାର ଅଭିନୟ ଦ୍ଵାରା କଂସର ରୋଲକୁ ବି ଜୀବିତ କରିଥିଲେ ।

କିନ୍ତୁ ସବୁଠୁ ବଡ ଦୁଖର କଥା ଏହା ଅଟେ କି ବିଳାସ ରାଜ ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି । ତାଙ୍କର ନିଧନ ହୋଇ ଯାଇଛି । ଏହାର ସୂଚନା ଏକ ଇଣ୍ଟରଭିୟୁରେ ସ୍ୱପ୍ନିଲ ଜୋଶୀ ଦେଇଥିଲେ । ସ୍ୱପ୍ନିଲ ଜୋଶୀ କହିଥିଲେ କି ରାମାୟଣରେ କୁଶର ରୋଲ ତାଙ୍କୁ ବିଳାସ ରାଜଙ୍କ ପାଇଁ ହିଁ ମିଳିଥିଲା । ଆପଣଙ୍କୁ କହିଦେଉଛୁ କି ବିଳାସ ରାଜ ଶ୍ରୀକୃଷ୍ଣରେ କଂସର ରୋଲ ଛଡା ରାମାୟଣରେ ଲବଣା ସୁର ରାକ୍ଷସର କିରଦାର ବି କରିଥିଲେ ।

ବିଳାସ ରାଜ ଏକ ମରାଠୀ କଳକାର ଥିଲେ ଓ ସେ ଥିଏଟର ବି କରୁଥିଲେ । ସୂଚନା ଅନୁସାରେ ବିଳାସ ରାଜଙ୍କୁ ମୁମ୍ବାଇର ଦାଦର ସ୍ଥିତ ଶିବାଜି ମନ୍ଦିର ବାହାରେ ଏକ ନାଟକ କରୁଥିବା ସମୟରେ ଦେଖା ଯାଇ ଥିଲା ଓ ଏହା ପରେ ତାଙ୍କୁ ବିକ୍ରମ ଓ ବେତାଳ ପାଇଁ ସାଇନ କର ଯାଇ ଥିଲା । କିନ୍ତୁ ଶ୍ରୀ କୃଶ ସିରିୟଲରେ ସେ କଂସର ଭୂମିକା କରି ବହୁତ ପ୍ରସିଦ୍ଧ ହୋଇଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।