ଶ୍ରାବଣ ମାସରେ ହଳଦୀକୁ ଏହି ଗଛ ମୂଳରେ ପୋତିଦେଲେ ଆପଣଙ୍କ ଘରେ ଧନର ବର୍ଷା ହୋଇଥାଏ…

ନମସ୍କାର ବନ୍ଧୁଗଣ ।  ସାଧାରଣତଃ ମଣିଷ ତାହା ଇଛା ପୂରଣ କରିବା ପାଇଁ ଅନେକ ଉପାୟମାନ କରିଥାଏ । ଆପଣମାନେ ଦେଖିଥିବେ ସେହିଉପାୟମାନ କରିବା ଦ୍ଵାରା ଆପଣଙ୍କ ଦରିଦ୍ରତା ଦୂର ହୁଏ । ତେବେ ଆଜି ବି ଆମେ ଆପଣମାନଙ୍କ ପାଇଁ ଏଭଳି ଏକ ଉପାୟ ନେଇକି ଆସିଛୁ ଯାହାକୁ କରି ଆପଣ ଧନୀ ହେଇପାରିବେ ଏବଂ ଘରେ ଥିବା ଆର୍ଥିକଅବସ୍ଥାକୁ ବଦଳାଇ ଦେବେ । ଏହି ଗୋଟାଏ ଜିନିଷକୁ ଶ୍ରାବଣ ମାସରେ ପୋତିଦେବା ଦ୍ଵାରା ଘରକୁ ଧାନ ମାଡି ଆସେ ।

ଏବେ ଶ୍ରାବଣ ମାସ ଚାଲୁଛି  ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଏହାକୁ ପବିତ୍ର ଶ୍ରାବଣ ମାସର ମାନ୍ୟତା ରହିଛି । ଏହି ମାସରେ କରାଯାଇଥିବା କାର୍ଯ୍ୟ ଭଗବାନ ଭୋଳାନାଥଙ୍କ ଦୟାରୁ ସଫଳତା ସହ ସମ୍ପନ୍ନ ହୋଇଥାଏ । ଯଦି ଆପଣ ଭଗବାନ ଭୋଳାନାଥକୁ ସ୍ମରଣ କରି ଏହି ଉପାୟ କରନ୍ତୁ ତେବେ ନିଶ୍ଚିତ ଫଳପ୍ରାପ୍ତ କରିଥାନ୍ତି । ଆପଣ ଯଦି ହଳଦୀ ଏହି ଗଛର ମୂଳରେ ପୋତିଦିଅନ୍ତି ତେବେ ତାହା ଧନକୁ ଆପଣଙ୍କ ଘରକୁ ଆକର୍ଷଣ  କରିଥାଏ ।

ଆପଣମାନେ ଜାଣିଛନ୍ତି କି ହଳଦୀ ଏକ ସ୍ଵଚ୍ଛ ଜିନିଷ ଯାହା ମାତା ଲକ୍ଷ୍ମୀଙ୍କୁ ଆପଣଙ୍କ ପ୍ରତି ଆକର୍ଷିତ କରେ । ଆପଣଙ୍କର ଇଛାପୂର୍ଣ୍ଣ କରିବା ନିମନ୍ତେ ଆପଣ କୋଣସି ଏକ ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀକୁ ପୋତି ଦିଅନ୍ତୁ । ଏହାକୁ ଆସନ୍ତା ଗୁରୁବାର ବା ସାତଦିନ ପରେ ବାହାର କରିକି ଆପଣଙ୍କ ପୂଜା ଘରେ ବା ଧନ ରଖୁଥିବା  ସ୍ଥାନରେ ରଖନ୍ତୁ । ଦେଖିବେ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘରେ ଧନର ବୃଦ୍ଧି ହୋଇଥାଏ ।

ଆପଣଙ୍କ ଘରର ସଦସ୍ୟ ବାରମ୍ବାର ରୋଗରେ ଆକ୍ରାନ୍ତ ହୁଅନ୍ତି ବା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ଦେଖାଯାଏ । ଏହା ଛଡା ଆପଣଙ୍କ ଶରୀରର ଅବେଳା ସମୟରେ ଖରାପ ହେଉଛି ଓ ମୁଣ୍ଡ ଭାରି ଭାରି ଅନୁଭବ ହେଉଛି । ଏପରି ସ୍ଥଳରେ ଆପଣ ଏହି ଉପାୟକୁ କରିପାରିବେ । ଆପଣଙ୍କ ଘରେ ପୂଜା ପାଉଥିବା ତୁଲସୀ ଗଛ ମୂଳରେ ହଳଦୀକୁ ପୋତି ଦିଅନ୍ତୁ ।

ଏହା ମଧ୍ୟ ସାତ ଦିନ ଛାଡିଦେବେ ରବିବାରକୁ ଛାଡି ଆଉ କୋଣସି ଦିନ ଏହି ଉପାୟକୁ କରିପାରିବେ । ସାତଦିନ ପରେ ହଳଦୀକୁ ବାହାରକରି ତାବିଜ ଭିତରେ ଭରି ବେକରେ ଧାରଣ କରିବା ଦ୍ଵାରା କୋଣସି ରୋଗ ଆପଣଙ୍କୁ ଛୁଇଁ ନ ଥାଏ । ଘରେ ତାଙ୍କ ପଇସାର ବୃଦ୍ଧି ପାଇଁ ଆପଣ ଗୁରୁବାର ବା ଶୁକ୍ରବାର ଦିନ ଅଁଳା ଗଛ ମୂଳରେ ହଳଦୀ ଗଛକୁ ପୋତିଦିଅନ୍ତୁ  । ସାତଦିନ ପରେ ଏହାକୁ ଆଣି ଘରେ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ।

ଦେଖିବେ ଆପଣଙ୍କ ଘରେ ଧନ ବର୍ଷା ହେବ । ଅଶ୍ଵସ୍ତଥ ଗଛ ମୂଳରେ ପୋତି ସାତ ଦିନ ପରେ ଏହାକୁ ବେକରେ ପିନ୍ଧିଲେ ଆପଣ କରଜ ଦୂର ହୋଇଯାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।