ଭାତ ସହ କଣ ଖାଇଲେ ମଣିଷ ମରି ଯାଇଥାଏ ? ଏହା ସହ ଆହୁରି 10+ ପ୍ରଶ୍ନ ଉତ୍ତର…

ନମସ୍କାର ବନ୍ଧୁଗଣ । ସାଧାରଣତଃ ମଣିଷ ତା ଦୈନନ୍ଦିକ ଜୀବନରେ କିଛି ନା କିଛି ଶିଖିବାକୁ ପାଇଥାଏ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଆପଣମାନେ ଅନେକ ଗୁଡାଏ ଅସାଧାରଣ ଜ୍ଞାନର ଭଣ୍ଡାରକୁ ଗ୍ରହଣ କରିବେ । ଯାହାକୁ ଆମେ ଅନେକ କ୍ଷେତ୍ରରେ ବିନିଯୋଗ କରି ନିଜର ଜ୍ଞାନର ବ୍ୟବହାର କରିପାରିବ । ତେବେ ଏଭଳି ମଜାଦାର ପ୍ରଶ୍ନମାଳା ନେଇ ଆସିଛୁ ଆପଣଙ୍କ ସାମ୍ନାକୁ । ଯଦି ଆପଣ ଏହାର ଉତ୍ତର ଜାଣନ୍ତି ତେବେ କାମେଣ୍ଟ ମାଧ୍ୟମରେ ଆମକୁ ଜଣାଇପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିକାର ପ୍ରଶ୍ନଉତ୍ତର ପ୍ରତିଯୋଗୀତା ।

 

1- ଅଧିକ ପ୍ରୋଟିନ ଖାଇଲେ ଶରୀରର କେଉଁ ଅଙ୍ଗ ନଷ୍ଟ ହୋଇଯାଏ ?

ଉତ୍ତର : ଅଧିକ ପ୍ରୋଟିନ ଖାଇଲେ ଶରୀରର ଲିବର୍ ନଷ୍ଟ ହୋଇଯାଏ ।

2- ଫୁଲ ମାନଙ୍କର ଘାଟି କେଉଁ ରାଜ୍ୟକୁ କୁହାଯାଏ ?

ଉତ୍ତର : ଉତ୍ତରଖଣ୍ଡକୁ ଫୁଲ ମାନଙ୍କର ଘାଟି ବୋଲି କୁହାଯାଇଥାଏ ।

3- କେଉଁ ଜୀବ ଆଖି ଓ କାନ ବାଟେ ଶ୍ଵାସକ୍ରୀୟା କରେ ?

ଉତ୍ତର : ହରିଣ ଆଖି ଓ କାନ ବାଟେ ଶ୍ଵାସକ୍ରୀୟା କରିଥାଏ ।

4- କେଉଁ ଜୀବର ଗୋଡ଼ରେ କାନ ଅଛି ?

ଉତ୍ତର : ଝିଣ୍ଟିକା ଗୋଡ଼ରେ କାନ ରହିଥାଏ ।

5- କେଉଁ ଦେଶରେ ଖଟା ମହୁ ମିଳିଥାଏ ?

ଉତ୍ତର : ବ୍ରାଜିଲ ଦେଶରେ ଖଟା ମହୁ ମିଳିଥାଏ ।

6-  ଦହି ସହ କଣ ଖାଇବା ଦେହ ପାଇଁ ହାନିକାରକ ?

ଉତ୍ତର : ଦହି ସହ ମାଛ ଖାଇଲେ ଦେହ ପାଇଁ ହାନିକାରକ ହୋଇଥାଏ ।

7- କେଉଁ ଦେଶରେ ସବୁଠୁ ଅଧିକ କଳା ଲୋକ ବାସ କରନ୍ତି ?

ଉତ୍ତର: ନାଇଜେରିଆରେ ଅଧିକାଂଶ କଳା ଲୋକ ବାସ କରନ୍ତି ।

8- କେଉଁ ଗଛର ପତ୍ର ସନ୍ଧ୍ୟା ବେଳେ ବୁଜିଯାଏ ?

ଉତ୍ତର : ଚାକୁଣ୍ଡା ଗଛର ପତ୍ର ସନ୍ଧ୍ୟା ବେଳେ ବୁଜିଯାଇଥାଏ ।

9- କୁକୁର କେଉଁ ରଙ୍ଗ ଦେଖିଲେ ରାଗିଯାଏ ?

ଉତ୍ତର : କୁକୁର କଳା ରଙ୍ଗକୁ ଦେଖିଲେ ରାଗିଯାଇଥାଏ ।

10 – ଭାତ ସହ କ ‘ଣ ଖାଇଲେ ମଣିଷ ମରିଯାଏ ?

ଉତ୍ତର :  ଜୁଆଣି ସହ ଭାଇ ଖାଇଲେ ମଣିଷ ମରିଯାଇଥାଏ ।

ଆପଣମାନଙ୍କୁ ଯଦି ଏହି ପୋଷ୍ଟଟି ଭଲ ଲାଗେ ଏବଂ ଏଭଳି ପୋଷ୍ଟ ଆଗକୁ ଦେଖିବା ପାଇଁ ଆମ ପେଜ୍ କୁ ଲାଇକ, ଶେୟାର ଓ କାମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ଯବାଦ ।