ନମସ୍କାର ବନ୍ଧୁଗଣ, ଆପଣ ମାନେ ତ ସମସ୍ତେ ଜାଣନ୍ତି ବଲିଉଡର ଅଭିନେତା ସୋନୁ ସୁଦଙ୍କୁ । କିଏ ବା ନ ଜାଣିଛି ତାଙ୍କୁ । ନିଜ ଯାକ ଜମକର ଜୀବନ ଛାଡି କାହିଁକି ସୋନୁ ସୁଦ ପ୍ଲାଟଫର୍ମରେ ଶୋଇଲେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ନିଶ୍ଚୟ ଆସୁଥିବା । ଏଭଳି କଣ ହେଲା ତାଙ୍କ ସହ କି ତାଙ୍କୁ ଏଭଳି ଅବସ୍ଥାକୁ ଆସିବାକୁ ପଡିଲା । ତେବେ ଆସନ୍ତୁ ଜାଣିବା ଏହି ଘଟଣା ପଛର ପ୍ରକୃତ କାହାଣୀ ।
ପ୍ଲାଟ ଫର୍ମରେ ଶୋଇଲେ ସୋନୁ ସୁଦ । ନିଜ ଘରର ଡଲଫ ଗଦିକୁ ଛାଡି ଟ୍ରେନ ପ୍ଲାଟ ଫର୍ମରେ ପଡିଥିବା ଲୁହାର ଚେୟାର ଉପରେ ଶୋଇଲେ । ବିସଲେରୀ ପାଣି ଛାଡି ପ୍ଲାଟ ଫର୍ମ ଟ୍ୟାପରୁ ପାଣି ପିଇଲେ । ଆଉ କହିଲେ ଏହା ଠାରୁ ଭଲ ପାଣି ଦୁନିଆରେ ନାହିଁ । ବଲିଉଡ ଆକ୍ଟର ସୋନୁ ସୁଦ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।
ସୋନୁ ସୁଦ ତାଙ୍କ କାର୍ଯ୍ୟ ପାଇଁ ଲୋକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ସୋନୁ ନିଜର ଟୁଇଟର ପେଜରେ ଏଭଳି ଏକ ପୋଷ୍ଟ ଶେୟାର କରିଛନ୍ତି ଯେଉଁଥିରେ ସେ ମୁମ୍ବାଇର ଏକ ପ୍ଲାଟ ଫର୍ମରେ ଶୋଇଥିବାର ନଜର ଆସିଛନ୍ତି । ଆଉ ଟ୍ରେନର ଶବ୍ଦର ଶୋନୁଙ୍କ ନିଦ ଭାଙ୍ଗି ଯାଉଛି । ସୋନୁ ଉଠି କହୁଛନ୍ତି କଣ ଭାଇ ମତେ ଦିଷ୍ଟର୍ବ କରୁଛ । କେହି ଟିକେ ଭଲସେ ଶୋଇବା ପାଇଁ ଦେଉ ନାହାନ୍ତି ।
ସୋନୁ କହିଛନ୍ତି ଷ୍ଟେସନରେ ଜୀବନ କଟିବାଠାରୁ ଭଲ ଆଉ କିଛି ନାହିଁ । ସେ କହିଛନ୍ତି ସୁଟିଙ୍ଗ ସାରିବା ପରେ ସେ ଲୋକାଲ ଟ୍ରେନରେ ଘରକୁ ଫେରୁଛନ୍ତି । ଟ୍ରେନ ଭିତରୁ ଚଢିଲେ ଟ୍ରେନ ସିଟରେ ଶୋଇଲେ ମଧ୍ୟ । ପୁରା ଛୋଟ ପିଲା ଭଳି ମଜା କାଲେ ଟ୍ରେନରେ । ଟ୍ରେବରେ ଥିବା ଯାତ୍ରୀଙ୍କ ସହ ମଜା କରିବା ସହ ତାଙ୍କ ସହ ସେଲଫି ମଧ୍ୟ ନେଉଥିଲେ ।
ଏତିକିରେ ସରିନଥିଲା ଶୋନୁଙ୍କ ମଜା ସୋନୁ ପ୍ଲାଟ ଫର୍ମରୁ ଓଲ୍ହାଇବା ବେଳେ ପ୍ଲାଟ ଫର୍ମରୁ ପାଣି ମଧ୍ୟ ପିଇଲେ । ଏମିତି କରି ସୋନୁ ସୁଦ ବହୁତ ମଜା କଲେ । ସତରେ ଏମିତି ହିଁ ବ୍ୟକ୍ତିତ୍ୟ ହେବା ଦରକାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।