ଯମ ଜାଗିଥିଲା ଗଙ୍ଗାରେ, ସାଙ୍ଗ ହୋଇ ଚାଲିଗଲେ 6 ଭାଇ ଭଉଣୀ! ଆଉ ତା ପରେ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଭାଇ ଭଉଣୀ ଖୁସିରେ ବହୁତ ମଜା ମସ୍ତି କରନ୍ତି ସାଙ୍ଗ ହୋଇ । କିନ୍ତୁ ସେହି ଖୁସିରେ ହୁଏ ତ ବେଳେ ବେଳେ କାହାର ନଜର ଲାଗିଯାଏ ବନ୍ଧୁଗଣ । ଆଜ୍ଞା ହଁ ସେହିଭଳି ହିଁ ଗୋଟିଏ ଛତି ଥରାଇ ଦେବା ଭଳି ଘଟନା ଆସିଛି ଆମ ସାମ୍ନାକୁ । ୬ ଭାଇ ଭଉଣୀ ପାଣିରେ ବୁଡି ଚାଲିଗଲା ଜୀବନ । ତେବେ ଆସନ୍ତୁ ସମ୍ପୂର୍ଣ ଭାବେ ଜାଣିବା କିଭଳି ଘଟିଲା ଏହି ଘଟଣା । ୬ ଭାଇଭଉଣୀ ଗଙ୍ଗା ନଦୀରେ ଗାଧୋଇବା ପାଇଁ ଯାଇଥିଲେ ।

ମୃତୁର କୋଳରେ କୁନି କୁନି ପିଲା । ଜୀବନ କଣ ଜାଣିବା ପୂର୍ବରୁ ଗଙ୍ଗା ନଈରେ ହେଲା ୬ ପିଲାଙ୍କ ସଲିଳ ସମାଧି । ଖୁସିର ମହୋଲରେ ଛାଇଗଲା ଦୁଖର ଲହରୀ । ଉତ୍ତର ପ୍ରଦେଶର କାନପୁରରେ ୬ ଜଣ ଭାଇ ଭଉଣୀ ବୁଡି ଯାଇ ପ୍ରାଣ ହରାଇବା ଖବର ଆସିବା ପରେ ଏବେ ସବୁଆଡେ ଶୋକାକୁଳ ପରିବେଶ । ନଈରୁ ବର୍ତ୍ତମାନ ସୁଧା ଗୋଟିଏ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ମାନଙ୍କୁ ଖୋଜୁଛି ଅଗ୍ନିସମ ବିଭାଗ । ମୃତ ପୂର୍ବରୁ ଆସିଥିବା ଖୁଶିର ଫଟୋକୁ ଦେଖି ଘରେ ଓ ଗାଁରେ ପଡିଛିଆ କାଣ୍ଡ ବୋବାଳି ।

କାହାର ବା ଛତି ଫାଟି ନ ଉଠିବ ଏଭଳି ଅଭାବନୀୟ ଘଟଣା ଦେଖି । ସୂଚନା ଅନୁସାରେ ପ୍ରଥମେ ନଈରେ ଜଣେ ବୁଡିଯାଇଥିଲା । ପରେ ତାକୁ ବଞ୍ଚାଇବାକୁ ଯାଇ ସମସ୍ତେ ବୁଡିଗଲେ । ଅନୁସ୍କା, ତନୁ, ମନୁ, ଆଂଶିକା, ଅଭୟ ଏବଂ ସୌରଭ ସମସ୍ତେ ଏବେ ନିଖୋଜ । ବର୍ତ୍ତମାନ ସୁଧା କେବେଳ ସୌରଭଙ୍କର ହିଁ ମୃତ ଦେହ ମିଳିଛି ।

ବିଜୟା ଦଶମୀ ଭଳି ଗୋଟିଏ ପର୍ବର ମହୋଲରେ ଏଭଳି ଦୁଖର ଆଶା କେବେ ବି କରିନଥିବେ ତାଙ୍କ ଘର ଲୋକ । ଏଭଳି ଦୁଖ ଦାୟକ କଷ୍ଟ ଭଗବାନ କାହାକୁ ନ ଦିଅନ୍ତୁ । ଆଶା କରୁଛୁ ଭଗବାନ ସେମାନଙ୍କ ଘର ଲୋକଙ୍କୁ ସାହସ ଓ ସହନାଭୂତି ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।