ସୋମବାର ଠୁ ବନୁଛି ସବୁଠୁ ବଡ ରାଜଯୋଗ, ଏହି ରାଶି ର ହେବ ସବୁ ଇଚ୍ଛା ପୂର୍ଣ୍ଣ, ଭାଗ୍ୟର ତାଲା ଖୋଲିଦେବ ଏହି ଯୋଗ

ସୋମବାରକୁ ଆମେ ସମସ୍ତେ ଭଗବାନ ଶିବଙ୍କ ବାର ବୋଲି ମାନି ଥାଉ । ଯଦି ସୋମବାର ଦିନ ଭଗବାନ ଶିବଙ୍କର ପୂଜା କରାଯାଏ ସବୁ କଷ୍ଟରୁ ମୁକ୍ତି ମିଳିଥାଏ । ଏବଂ ମନୋକାମନା ପୂର୍ଣ ହୋଇଥାଏ । ଗ୍ରହ ମାନଙ୍କର ଶୁଭ ହେବା ଜୀବନରେ ଶୁଭ ଫଳ ଆଣିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୋମାବାର ଦିନ ଏମିତି ହିଁ ଏକ ଶୁଭ ସମୟ ତିଆରି ହେଉଛି ଏବଂ ଏହି ସମୟରେ ମହାଦେବଙ୍କର କିଛି ରାଶି ଉପରେ ବିଶେଷ ରୂପରେ କୃପା ବରଷିବ । ଏବଂ ଏମାନଙ୍କର ଭଲ ସମୟ ଆରମ୍ଭ ହେବ ।

ମେଶ ରାଶି

ଏହି ସୋମାବାର ଦିନ ଠାରୁ ଆରମ୍ଭ ହେଉଛି ଶୁଭ ସଂଯୋଗ ଆପଣଙ୍କୁ ସଫଳ ହେବା ପାଇଁ କେହି ଅଟକାଇ ପାରିବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ପରିବାରରେ ଖୁସି ର ଲହରୀ ଖେଳିବ । ଆପଣ ଦେଖିଥିବା ସ୍ଵପ୍ନ ମଧ୍ୟ ପୁରା ହବ ।

ମିଥୁନ ରାଶି

ଚାକିରି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଭଲ ଫଳ ପ୍ରାପ୍ତ ହବ । ଆପଣଙ୍କର ସବୁ ଆଶା ପୂର୍ଣ ହେବ । ଆପଣଙ୍କ ଜୀବନ ଆନନ୍ଦିତ ରହିବ । ଆପଣଙ୍କ ଭାଗ୍ୟ ଫୁଲ ଭଳି ଫୁଟି ଉଠିବ । ଆପଣଙ୍କ ସଫଳ ହେବା ପାଇଁ କେହି ଅଟକାଇ ପାରିବେ ନାହିଁ । ଆପଣଙ୍କର ସମ୍ମାନ ବଢିବ ।

ବୃଷ ରାଶି

ଏହି ରାଶି ର ଲୋକମାନେ ସବୁଠୁ ବେଶି ଟଙ୍କା ଲାଭ ପାଇବେ । ଆପଣଙ୍କ କଳାତ୍ମକ ଏବଂ ସୃଜନାତ୍ମକ ଶକ୍ତିର ବୃଦ୍ଧି ଘଟିବ ।

କୁମ୍ଭ ରାଶି

କୁମ୍ଭ ରାଶି ର ଲୋକମାନଙ୍କ ଉପରେ ମହାଦେବଙ୍କର ଆପାର କୃପା ଦୁଷ୍ଟି ହେଉଛି । ଯାହାଦ୍ୱାରା ଏମାନଙ୍କର ଆସୁଥିବା ସମୟ ବହୁତ ଶୁଭ ରହିବ । ପରିବାରରେ ଖୁସି ର ବାତାବରଣ ରହିବ । ରୋଜଗାର ର ଅବସର ମିଳିବ ଏବଂ ଆର୍ଥିକ ଲାଭ ମିଳିବ ।

ମକର ରାଶି

ମକର ରାଶି ଲୋକମାନଙ୍କ ଉପରେ ଭୋଲେନାଥଙ୍କର କୃପା ରହିବ । ଆପଣଙ୍କର ପ୍ରଗତି ର ଅଗ୍ରସର ହବ । ଧନ ଲାଭ ର ଯୋଗ ହେଉଛି । ଆପଣ ଯଦି କିଛି ଯୋଜନା କରୁଛନ୍ତି ତେବେ ତାହାକୁ ଜଲ୍ଦି ଆରମ୍ଭ କରି ଦିଅନ୍ତୁ ।

ମୀନ ରାଶି

ମୀନ ରାଶି ର ଲୋକମାନେ ଏହି ସୋମବାର ଠାରୁ ଶୁଭ ସମଚାର ମିଳି ପାରିବ । ପରିବାରରେ ଖୁସି ଆସିବ । ଆପଣଙ୍କ ଦ୍ଵାରା କରା ଯାଇଥିବା କାମ ସଫଳ ହେବ ।

ଏହି ସମୟ ଆପଣଙ୍କ ପାଇଁ ଶୁଭ ହବ । ଛାତ୍ର ମାନଙ୍କୁ ନିଶ୍ଚିତ ରୂପରେ ସଫଳ ମିଳିବ ।