୧୬ ବର୍ଷର ଏହି ଆକ୍ଟ୍ରେସଙ୍କ ରହିସାରିଛନ୍ତି ଦୁଇଜଣ ବୟଫ୍ରେଣ୍ଡ, ଜଣଙ୍କର ହୋଇଗଲା ମୃତ୍ୟୁ ଅନ୍ୟ ଜଣେ ଅଛି ସାଥିରେ

ଆଜି ଆମେ ଆପଣମାନଙ୍କୁ ଅର୍ଶୀଫା ଖାନଙ୍କ ବିଷୟରେ କହିବୁ । ତାଙ୍କର ଦୁଇଜଣ ବୟଫ୍ରେଣ୍ଡ ଥିଲେ । ଅର୍ଶୀଫା ଙ୍କ ପ୍ରଥମ ରିଲେସନ ଦାନିସ ଜୈନଙ୍କ ସହିତ ଥିଲା । ଦାନିସ ଏକ ମଡେଲ ଥିଲେ । ହେଲେ ପୂର୍ବ ବର୍ଷ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଅର୍ଶୀଫା ନିଜ ଜୀବନରେ ବହୁତ ଭାଙ୍ଗି ପଡିଥିଲେ । ଏହାପରେ ତାଙ୍କ ଲାଇଫକୁ ଅରହାନ ଖାନ ଆସିଲେ ।


ଦୁନିଆ ତାଙ୍କୁ ଲକି ଡ୍ୟାନ୍ସର ନାମରେ ଜାଣିଛି । ଖବର ଅନୁସାରେ ଜଣା ପଡିଛି ଅର୍ଶୀଫା ଓ ଅରହାନ ବହୁତ ସମୟ ହେବ ରିଲେସନସିପରେ ଅଛନ୍ତି । ଏହି ଦୁଇଜଣ ଗୋଟିଏ ଘରେ ରହୁଛନ୍ତି ଓ ଏମାନେ ଏକା ସହିତ ସବୁ ସ୍ଥାନରେ ନଜର ଆସିଥାନ୍ତି ।


ଅର୍ଶୀଫା ଖାନଙ୍କୁ ୧୬ ବର୍ଷ ଅଟେ ଓ ଅରହାନଙ୍କୁ ୧୯ ବର୍ଷ । ଏହି ଦୁଇଜଣଙ୍କ ମଧ୍ୟରେ ୩ ବର୍ଷର ଅନ୍ତର ଅଛି । ଅର୍ଶୀଫା ତାଙ୍କ କ୍ୟାରିୟରର ଆରମ୍ଭ ଷ୍ଟାର ପ୍ଲସର ସୋ ‘ବୀର କି ଅରଦାସ ବୀରା’ ରୁ କରିଥିଲେ । ଏଥିରେ ସେ ଏକ ବାଲ୍ୟ କଳାକାର ରୂପେ ନଜର ଆସିଥିଲେ । ଆର୍ଶିକାଙ୍କର ବହୁତ ଲୋକ ପ୍ରିୟତା ଅଛି । ତାଙ୍କର ପ୍ରଥମ ବୟଫ୍ରେଣ୍ଡ ଦାନିସ ‘ଏସ ଅଫ ସ୍ପେସ’ ଶୋ ରେ ନଜର ଆସିଥିଲେ । ଏହି ଶୋ ଟି ତାଙ୍କ ପାଇଁ ଲାଷ୍ଟ ଶୋ ଥିଲା । ଏହି ଶୋ ରୁ ବାହାରିବା ପରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।