ଏହି କାରଣ ପାଇଁ ଦିନେଶ କାର୍ତିକଙ୍କ ପତ୍ନୀ ମୁରଲୀ ବିଜୟଙ୍କ ସହ କରିଥିଲେ ବିବାହ, କାରଣ ଜାଣି ହେଇଯିବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଟିମର ସଲାମୀ ବ୍ୟାଟ୍ସ ମ୍ୟାନ ମୁରଲୀ ବିଜୟଙ୍କ ବିବାହରେ ବହୁତ ବିବାଦ ହୋଇଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ମୁରଲୀ ବିଜୟ ଦିନେଶ କାର୍ତିକଙ୍କ ପତ୍ନୀଙ୍କ ସହ ବିବାହ କରିଛନ୍ତି । ଦିନେଶ କାର୍ତିକଙ୍କ ପତ୍ନୀ ନିକିତା ତାଙ୍କର ପିଲା ଦିନର ସାଙ୍ଗ ଥିଲେ । ସେହି ସମୟରେ ତାଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା, ଯାହାଫଳରେ ଏହି ଦୁଇଜଣ ୨୦୦୭ରେ ବିବାହ କରିଥିଲେ ।

ଦିନେଶ କାର୍ତିକ ଓ ନିକିତାଙ୍କ ବୈବାହିକ ଜୀବନ ବହୁତ ଭଲ ଚାଲିଥିଲା । ୨୦୧୨ର ଆଇପିଏଲରେ ନିକିତାଙ୍କର ମୁରଲୀ ବିଜୟଙ୍କ ସହ ସାକ୍ଷାତ ହୋଇଥିଲା । ଯାହାଫଳରେ ତାଙ୍କର ପ୍ରଭାବ ନିକିତାଙ୍କ ଉପରେ ପଡିଥିଲା । ଏହା ଦ୍ଵାରା ଏହି ଦୁଇଜଣ ଭଲ ସାଙ୍ଗ ହୋଇଥିଲେ, ହେଲେ କିଛି ଦିନ ପରେ ଏମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା ।

ଏହି ଦୁଇଜଣ ପରସ୍ପରକୁ ଭଲ ପାଇ ବସିଥିଲେ । ଯେତେବେଳେ ନିକିତାଙ୍କର ମୁରଲୀ ବିଜୟଙ୍କ ସହ ସାକ୍ଷାତ ହୋଇଥିଲା, ସେତେବେଳେ ନିକିତା କାର୍ତିକଙ୍କ ପିଲା ର ମା ହେବାକୁ ଯାଉଥିଲେ ।

ହେଲେ ଯେତେବେଳେ କାର୍ତିକଙ୍କୁ ନିକିତା ଓ ମୁରଲୀଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜଣା ପଡିଲା, ସେତେବେଳେ ସେ ତୁରନ୍ତ ନିକିତାଙ୍କୁ ଡିଭୋର୍ସ ଦେଇଥିଲେ । ଡିଭୋର୍ସ ପରେ ନିକିତା ମୁରଲୀ ବିଜୟଙ୍କ ସହ ବିବାହ କରିଥିଲେ । ମୁରଲୀ ବିଜୟ ନିକିତାଙ୍କ ପିଲାକୁ ନିଜର କରିଥିଲେ ଓ ଏହି ଦୁଇଜଣ ସେହି ପିଲାର ମାତା ପିତା ହୋଇଥିଲେ । ବର୍ତ୍ତମାନ ଏମାନେ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ।