ଶୋଇବା ପୂର୍ବରୁ କହି ଦିଅନ୍ତୁ ଏହି ଦୁଇଟି ଶବ୍ଦ, ରହିବ ନାହିଁ ଧନର ଅଭାବ

ଦୁନିଆରେ ଏମିତି କିଛି ଜିନିଷ ଅଛି ଯାହାକୁ ପାଇବା ପାଇଁ କାହାର ବି ସାହାରାଜ୍ୟ ଦରକାର ପଡେ ନାହିଁ । କହିବାକୁ ଗଲେ ମାନବ ଜୀବନ ଭଗବାନଙ୍କ ଆଶୀର୍ବାଦ ବୋଲି କୁହାଯାଇଥାଏ । ଭଗବାନଙ୍କୁ କୃପାରୁ ମନୁଷ୍ୟ ଜୀବନରେ ଉନ୍ନତି ଓ ଅବନ୍ନତି ଦେଖିବାକୁ ମିଳିଥାଏ । ଏମିତିରେ ସମୟ ସମୟ ଆମକୁ କିଛି ଦିବ୍ୟଶକ୍ତିର ଆଭାସ ମିଳିଥାଏ । ଯାହା ଆମର ଲକ୍ଷକୁ ପୁରଣ କରିବା ପାଇଁ ସାହାଯ୍ୟ କରିଥାଏ ।

ଆମ ଘରେ କେତେ ଗୁଡିଏ ଜିନିଷ ରହିଥାଏ ଯେଉଁ ଗୁଡିକ ଆମର ଘରେ ରହିବା ଦ୍ଵାରା ଅନେକ ପ୍ରକାରର ମନସ୍କାମନା ପୁରଣ ହୋଇ ଥାଏ । ଶାସ୍ତ୍ରରେ କୁହାଯାଇଛି ଯେ ଯଦି ସତ ମନରେ ଆପଣ ଭଗବାନଙ୍କୁ ଆରାଧନା କରିବେ ବିଳମ୍ବ ହେଲେ ବି ଭଗବାନ ଆପଣଙ୍କ ନିଶ୍ଚିତ ଶୁଣିବେ ।

ଯଦି ଆପଣ ମନର ସହିତ କାମ କରିବେ ତେବେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ । ଆଜି ଆମେ ଆପଣଙ୍କୁ ଏପରି ଦୁଇଟି ଶବ୍ଦ ବିଷୟରେ କହିବୁ ଯାହାକୁ ଆପଣ ଶୋଇବା ପୂର୍ବରୁ ଉଚ୍ଚାରଣ କରୁଛନ୍ତି ତେବେ ଆପଣଙ୍କ ସବୁ ମନସ୍କାମନା ପୂର୍ଣ ହୋଇଯିବ ଓ ଧନର କୌଣସି ଅଭାବ ରହିବ ନାହିଁ । ଆସନ୍ତୁ ଜାଣିବା ସେ ବିଷୟରେ । ଏହାକୁ ପ୍ରତିଦିନ କରିବା ଦ୍ଵାରା ଆପଣଙ୍କ ଘରେ କେବଳ ଧନର ବର୍ଷା ହେବ ।

ପ୍ରଥମ ଶବ୍ଦଟି ହେଲା ଶ୍ରୀ କୃଷ୍ଣ । ଶାସ୍ତ୍ର ଅନୁସାରେ ଶ୍ରୀ କୃଷ୍ଣ ନାମ ଜପ କରିବା ଦ୍ୱାରା ମନୁଷ୍ୟର ସବୁ କଷ୍ଟ ଦୂର ହୋଇଥାଏ । ଏହି ନାମରେ ସମ୍ପୂର୍ଣ ବ୍ରହାଣ୍ଡ ଲିନ ହୋଇଥାଏ ଏବଂ ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ୱାରା ମନୁଷ୍ୟର ସବୁ ମନସ୍କାମନା ପୁରଣ ହୋଇଥାଏ । କୁହାଯା କି ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଅଟନ୍ତି । ସେଥିପାଇଁ ଏହି ନାମ ସ୍ମରଣ ମାତ୍ରେ ହିଁ ବ୍ୟକ୍ତିର ସବୁ ଦୁଃଖ ଦୂର ହୋଇଥାଏ ।

ଯଦି ମନୁଷ୍ୟର ଧନ ସମ୍ବନ୍ଧ୍ୟ କୌଣସି ଅସୁବିଧା ଅଛି ତେବେ ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଧନ ଜନିତ ସବୁ ଅସୁବିଧା ଦୂର ହୋଇଥାଏ ଓ ଆପଣଙ୍କୁ ଅପାର ଧନ ପ୍ରାପ୍ତ ହୋଇଥାଏ । ତେବେ ସେହି ମନ୍ତ୍ରଟି ହେଲା ‘ଗୋବଲ୍ଲଭାୟ ସ୍ୱାହା’ । ମାତ୍ର ଏହି ଦୁଇଟି ଶବ୍ଦର ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କୁ ଅପାର ଧନର ପ୍ରାପ୍ତ ହୋଇଥାଏ ।

କିନ୍ତୁ ଧ୍ୟାନ ରଖନ୍ତୁ ଏହି ମନ୍ତ୍ରକୁ ଭୁଲ ଭାବରେ ଉଚ୍ଚାରଣ କଲେ ଏହାର କୌଣସି ଲାଭ ହୋଇ ନ ଥାଏ । ଏହି ମନ୍ତ୍ର କୁ ସିଦ୍ଧ କରିବା ପାଇଁ ଅତି କମରେ ୨୫୦୦ ଥର ଜପ କରନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।