ସ୍କୁଲ ଭିତରେ ଉତ୍ପାତ କରୁଥିଲା ଅଜଣା ଜନ୍ତୁ, ଶେଷରେ ଧରା ପଡିଗଲା ଅଜଣା ଜନ୍ତୁ ।

ସ୍କୁଲ ଭିତରେ ପଶି ଉତ୍ପାତ କରୁଛି ଅଜଣା ଜନ୍ତୁ । ଗର୍ଜନ କରି ଦଉଡି ଆସୁଛି । ପ୍ରାଥମିକ ସ୍କୁଲରୁ ଲାଞ୍ଜ କୁ ଟେକି ଘୁରି ବୁଲୁଛି । ଭୟରେ ସ୍କୁଲ ଯାଉ ନାହାନ୍ତି ପିଲାମାନେ । ଏମିତିକି ବଡ ମନେ ବି ସ୍କୁଲରେ ଭୟରେ ଯାଉ ନାହାନ୍ତି । ପୁରା ଗାଁ ରେ ପଡି ଯାଇଛି ହାହାକାର । ଅଜଣା ଜନ୍ତୁର ଭୟରେ ଏବେ ସମସ୍ତେ ଆତଙ୍କିତ । ଅନେକ ସମୟରେ ଦେଖା ଯାଇଛି ରତାଇ ହେଲେ ଅଜଣା ଜନ୍ତୁ ଟି ଗାଈ, ମେଣ୍ଢା, ଛେଳିଙ୍କୁ ଜଙ୍ଗଲ ଭିତରୁ ଘୋଷାଡ଼ି ନେଇ ରକ୍ତ ପିଇ ଚାଲି ଯାଉଥିଲା ।

ହେଲେ ଏବେ ଦିନ ଦ୍ଵିପହର ରେ ପିଲା ମନେ ପାଠ ପଢୁଥିବ ସ୍କୁଲ ଭିତରେ ପଶି ଯାଇଛି ଅଜଣା ଜନ୍ତୁ । ଆଉ ସମସ୍ତେ ସେହି ଅଜଣା ଜନ୍ତୁକୁ ଦେଖିବାକୁ ପାଇଛନ୍ତି । ଯିଏ ଏତେ ଦିନ ଧରି ସବୁଆଡେ ଆତଙ୍କ ଖେଳାଉ ଥିଲା ତାକୁ କବଜ କରି ନେଇଛନ୍ତି ଗାଁ ଲୋକେ । ବନ ବିଭାଗ ଏହି ଘଟଣାକୁ ନେଇ ସ୍ପଷ୍ଟିକରଣ କରିଛି ଏ ହେଉଛି ସେହି ଅଜଣା ଜନ୍ତୁ ।

ଏଭଳି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଛି ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପଞ୍ଚାୟତ ଭଣ୍ଡାରିଦଣ୍ଡା ପ୍ରାଥମିକ ସ୍କୁଲରେ । ସ୍କୁଲରେ ପଶି ରହିଉଛି ଏକ ଅଜଣା ଜନ୍ତୁ । ଯାହାକୁ ଦେଖି ଗାଁ ଲୋକେ ଆତଙ୍କିତ ହୋଇଥିବା ବେଳେ ତାକୁ ଏବେ କବଜ କରି ନେଇଛନ୍ତି । କାଲି ରାତିରୁ ଗୁହାଳରେ ପଶି ରହିଛି ଅଜଣା ଜନ୍ତୁ । ବନ ବିଭାଗର କହିବା ଅନୁଯାୟୀ ଏ ଜନ୍ତୁ କେବେ ବି କାହାର କ୍ଷତି କରି ନ ଥାଏ ।

ସେ ପାହାଡିଆ ଅଞ୍ଚଳରେ ପ୍ରାୟତଃ ରହିଥାଏ । ଏ ଜନ୍ତୁ କୌଣସି ଜୀବ ଜନ୍ତୁଙ୍କୁ ହତ୍ୟା କରେ ଖାଏ ନାହିଁ । ଏହାର ମୁଖ୍ୟ ଖାଦ୍ୟ ହେଉଛି ମହୁ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଏକ ଏକ ବିରଳ ପ୍ରଜାପତିର ଜନ୍ତୁ ଓ ଏହାର ନାଁ ଗାର୍ଡ ଭାଲୁ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ଅଜଣା ଜନ୍ତୁ ଙ୍କୁ ନେଇ ଏବେ ଚାରି ଆଡେ ଆତଙ୍କ ଖେଳି ଯାଇଛି । ଅଜଣା ଜନ୍ତୁ ଟି ଧରା ପଡିବା ପରେ ଏବେ ଲୋକ ମନେ ତାକୁ ଘେରି ରହିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।