ଶିଶୁର ଡାକ ଶୁଣି ବଞ୍ଚି ଉଠିଲା ମୃତ ମା’, ପୁରା ଘଟଣା ଜାଣିଲେ ଅଟକାଇ ପାରିବେ ନାହିଁ ନିଜର ଲୁହକୁ

କୁହନ୍ତି କି ଦୁନିଆରେ ସବୁଠୁ ଭଲ ସମ୍ପର୍କ ମା ଓ ଶିଶୁ ମଧ୍ୟରେ ଥାଏ । ମା ସବୁବେଳେ ନିଜର ପିଲାର ରକ୍ଷା କରିଥାଏ । ପିଲାମାନେ ଯେତେବେଳେ ବି ଯାହା ଜିଦ୍ଦି କରନ୍ତି ମା ତାକୁ ପୁରା କରିଥାଏ । ଏମିତି ହିଁ ମା ଓ ପିଲାର ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଗୋଟିଏ ଶିଶୁର ଜିଦ୍ଦି ପାଇଁ ତାହାର ମା’ ମୃତ୍ୟୁ ମୁଖରୁ ଫେରି ଆସିଲା । ଆସନ୍ତୁ ଜାଣିବା ପୁରା ମାମଲାଟି କଣ ?

ପିଲାକୁ ଜନ୍ମ ଦେବା ମାତ୍ରେ ହିଁ ହୋଇଗଲା ମା’ର ମୁର୍ତ୍ୟୁ

ମା’ କୌଣସି ବି ପିଲା ପାଇଁ ଇଶ୍ଵର ସ୍ୱରୂପ ହୋଇଥାଏ । ଯେତେବେଳେ ସେହି ଇଶ୍ଵରର ମୁର୍ତ୍ୟୁ ହୋଇଯାଏ ତେବେ ପିଲାମାନେ ଏହି ଦୁନିଆରେ ଏକୁଟିଆ ହୋଇ ଯାଆନ୍ତି । ଏହି ଘଟଣା ବର୍ଗିଘ୍ମ ର କ୍ୱୀନ ଏଲିଜାବେଥ ହସ୍ପିଟାଲରେ ଜନ୍ମିତ ଏକ ଶିଶୁର ମା’ର ମୃତ୍ୟୁ ତା’ର ଜନ୍ମ ହେବା ପୂର୍ବରୁ ହିଁ ହୋଇଯାଇଥିଲା ।

ଏହି ହସ୍ପିଟାଲର ଡାକ୍ତରମାନଙ୍କର କହିବା ଅଟେ କି ଶିଶୁର ଜନ୍ମ ପୂର୍ବରୁ ହିଁ ମା’ର ମୃତ୍ୟୁ ହୋଇଯାଇଥିଲା ଓ ତାଙ୍କୁ ଡର ଥିଲା କି ଶିଶୁର ବି ଜୀବନ ନ ଚାଲିଯାଉ ସେଥିପାଇଁ ଶେଷରେ ସେମାନେ ଶିଶୁର ଡେଲିବରୀ କରିଲେ । ଶିଶୁର ଜନ୍ମ ହେବା ମାତ୍ରେ ହିଁ ଶିଶୁଟି କାନ୍ଦିବାକୁ ଲାଗିଲା ।

ଶିଶୁ ଚାରି ଘଣ୍ଟା ଲଗାତାର କାନ୍ଦିବା ପରେ ଜୀବିତ ହୋଇଥିଲା ମା’

ମା’ର ମୃତ୍ୟୁ ପରେ ଶିଶୁଟି ଲଗାତାର ଚାରି ଘଣ୍ଟା ପର୍ଯ୍ୟନ୍ତ କାନ୍ଦୁଥିଲା । ହସ୍ପିଟାଲର କର୍ମଚାରୀମାନେ ତାକୁ ଚୁପ କରାଇବା ପାଇଁ ବହୁତ ଚେଷ୍ଟା କରିଲେ କିନ୍ତୁ କିଛି ଲାଭ ହେଲା ନାହିଁ । ଶେଷରେ ସେମାନେ ହାର ମାନି ଶିଶୁକୁ ନିଜ ମା ପାଖକୁ ନେଇଗଲେ ଓ ମା ପାଖକୁ ଯିବା ମାତ୍ରେ ହିଁ ଶିଶୁଟି ଆହୁରି ଜୋରରେ କାନ୍ଦିବାକୁ ଲାଗିଲା । ଶିଶୁର କାନ୍ଦିବା ଏତେ ଅଧିକ ବ୍ୟାକୁଳ ଥିଲା କି ସେଠିକାର ଲୋକମାନଙ୍କ ଆଖିରୁ ଲୁହ ଚାଲି ଆସିଲା ।

ଶିଶୁର ଲଗାତାର ଚାରି ଘଣ୍ଟା କନ୍ଦିବା ପରେ ତା’ ମା’ର ଆଖିର ପତା ଖୋଲିଲା ଓ ଏହା ଦେଖି ଶିଶୁକୁ କିଛି ସମୟ ପର୍ଯ୍ୟନ୍ତ ମା ପାଖରେ ଛାଡି ଦିଆଗଲା । କିଛି ସମୟ ମଧ୍ୟରେ ସେହି ମହିଳା ପୂରାପୂରି ହୋସରେ ଆସିଗଲେ । ଏହି ଘଟଣାକୁ ଦେଖିଥିବା ଲୋକମାନଙ୍କର କହିବା ଅଟେ ଯେମିତି ଲାଗୁଥିଲା କି ଶିଶୁଟି ନିଜର ମା’କୁ ଫେରି ଆସିବା ପାଇଁ ବାରମ୍ବାର ଜିଦ୍ କରୁଥିଲା ଓ ଶେଷରେ ମା’କୁ ନିଜ ପିଲାର ଜିଦି ଆଗରେ ଫେରି ଆସିବାକୁ ପଡିଲା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।