ସିନ୍ଦୂର ଡବା ଭିତରେ ଲୁଚେଇ ରଖି ଦିଅନ୍ତୁ ଏହି 1 ଜିନିଷ, ସ୍ଵାମୀ ହେବେ ଧନବାନ, ଆଜି ହିଁ କରି ଦେଖନ୍ତୁ

ହିନ୍ଦୁଧର୍ମରେ ବିବାହିତ ମହିଳାଙ୍କ ଜୀବନରେ ସିନ୍ଦୂରର ଏକ ଖାସ୍ ମହତ୍ଵ ରହିଛି । ଏହା ହିନ୍ଦୁଧର୍ମର ମହିଳାଙ୍କ ସୁହାଗର ପ୍ରତୀକ ରୂପେ ମାନ୍ୟ କରାଯାଏ । ବିବାହ ବେଳେ ମଧ୍ୟ ସିନ୍ଦୂର ଦାନ କରିବା ପରେ ଯାଇ ବିବାହ ବିଧିକୁ ପୂର୍ଣ୍ଣ ବୋଲି ମାନାଯାଏ । ବିବାହ ହେବା ପରେ ପ୍ରତ୍ଯେକ ମହିଳା ନୀତିଦିନ ସିନ୍ଦୂର ଲଗାଇବା ଜରୁରୀ ଅଟେ । କିନ୍ତୁ ଆଜିର ଆଧୁନିକ ଯୁଗରେ ଲୋକ ଏହି ନିୟମକୁ ମାନୁ ନାହାନ୍ତି । କିନ୍ତୁ ଉଭୟ ଧାର୍ମିକ ଓ ବୈଜ୍ଞାନିକ ଦୃଷ୍ଟିକୋଣଅନୁସାରେ ସିନ୍ଦୂର ଲଗାଇବାର କିଛି ବିଶେଷ ନିୟମ ରହିଛି ।

ବିବାହିତ ମହିଳା ସବୁବେଳେ ନିଜ ଟଙ୍କାରେ କିଣିଥିବା ସିନ୍ଦୂର ଲଗାଇବା ଉଚିତ । କେବେବି ଅନ୍ୟ ଟଙ୍କାରେ ସିନ୍ଦୂର କିଣିବା ଉଚିତ ନୁହେଁ । ପରିସ୍ଥିତି ଯାହାବି ହେଉ ନା କାହିଁକି ବିବାହିତା ମହିଳା କେବେବି ଅନ୍ୟ ସ୍ତ୍ରୀଙ୍କ ସିନ୍ଦୂର ଆଣି ଲଗାଇବା ଉଚିତ ନୁହେଁ । ଏହା ବହୁତ ଅଶୁଭ ହୋଇଥାଏ ଓ ତାଙ୍କ ସ୍ଵାମୀଙ୍କୁ ଧନ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡେ । ସେହିପରି ଉପହାରରେ ମିଳିଥିବା ସିନ୍ଦୂର ମଧ୍ୟ ଉପଯୋଗ କରିବାରୁ ବଞ୍ଚିତ ହେବା ଉଚିତ ।

କାରଣ ଶାସ୍ତ୍ର ଅନୁସାରେ ଏହାକୁ ମଧ୍ୟ ଅଶୁଭ ବୋଲି ମାନାଯାଏ । ମହିଳାମାନେ କେବେବି ସିନ୍ଦୂର ଲଗାଇ ଗାଧୋଇବା ଉଚିତ ନୁହେଁ । ସବୁବେଳେ ଗାଧୋଇ ସାରି ପୂଜାପାଠ କରିବା ପରେ ଯାଇ ସିନ୍ଦୂର ଲଗାଇବା ଉଚିତ । ସିନ୍ଦୂର ଲଗାଇବା ବେଳେ ସବୁବେଳେ ନିଜ ସ୍ବାମୀଙ୍କ ଲମ୍ବା ଆୟୁ ଓ ସଫଳତା ବିଷୟରେ ଚିନ୍ତା କରିବା ଆବଶ୍ୟକ ଅଟେ, ଯାହାଦ୍ଵାରା ତାଙ୍କର ଭାଗ୍ୟ ଓ ଶକ୍ତି ଆହୁର ବଢିବ ।

ମା ପାର୍ବତୀଙ୍କ ଠାରୁ ଆପଣଙ୍କୁ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ପ୍ରପାତ ହୁଏ, ତେଣୁ ସିନ୍ଦୂର ଲଗାଇବା ସମୟରେ ମାତା ପାର୍ବତୀଙ୍କୁ ମଧ୍ୟ ଧ୍ୟାନ କରନ୍ତୁ । ମାସିକ ଋତୁସ୍ରାବ ସମୟରେ କେବେବି ସିନ୍ଦୂର ଲଗାନ୍ତୁ ନାହିଁ । କାରଣ ଏହି ସମୟରେ ସିନ୍ଦୂର ଲଗାଇବା ଦ୍ଵାରା ଏହାର ଅପମାନ ହୋଇଥାଏ । ସିନ୍ଦୂର ତଳେ ପଡିବା ବହୁତ ବଡ ଅଶୁଭ ବୋଲି ମାନାଯାଏ, ସେଥିପାଇଁ ଏହାକୁ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ ।

ସିନ୍ଦୂରକୁ କାହା ସାମ୍ନାରେ ଲଗାଇବା ଦ୍ଵାରା ଆପଣଙ୍କ ସମ୍ପର୍କରେ ନଜର ଲାଗିପାରେ ଏବଂ ଆପଣଙ୍କ ସ୍ବାମୀଙ୍କ ପ୍ରେମ ମଧ୍ୟ କମିଯାଇ ପାରେ । ଏଥିପାଇଁ ସିନ୍ଦୂର ଲଗାଇବା ବେଳେ ମୁଣ୍ଡରେ ଓଢଣି ଦେଇ ସିନ୍ଦୂର ଲଗାନ୍ତୁ । ସବୁବେଳେ ଶୁଖିଲା ସିନ୍ଦୂର ବ୍ୟବହାର କରନ୍ତୁ ଓ ଏହାକୁ ଛିଙ୍କ କଣ୍ଟା ହଳଦୀ କାଠି କିମ୍ବା ରୂପା କାଠରେ ନିଜ ମଥାରେ ଲଗାନ୍ତୁ ।

ଯଦି କେବେ ସିନ୍ଦୂର ତଳେ ପଡିଯାଏ ତେବେ ତାହାକୁ ଏକାଠି କରି ରଖନ୍ତୁ ଓ ମା ପାର୍ବତୀଙ୍କୁ କ୍ଷମା ମାଗନ୍ତୁ, ଏହାଦ୍ବାରା ବିପଦ ଢଳିଯାଏ । ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଚୁଟି ଭିତରେ ସିନ୍ଦୂର ଲୁଚେଇକି ଲଗାଏ ତା’ ସ୍ଵାମୀ ସମାଜରେ କେବେ ମାନ ସମ୍ମାନ ପାଆନ୍ତି ନାହିଁ । ସିନ୍ଦୂରକୁ ସବୁବେଳେ ନାକ ସିଧା ମଥାରେ ଲଗାନ୍ତୁ ।

ଆପଣ ସିନ୍ଦୂର ଡବା ଭିତରେ ଗୋଟିବ ପଇସା ବା କଏନ ଯେମିତି ହେଲେ ରଖନ୍ତୁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଏହାଦ୍ବାରା ମାତା ପାର୍ବତୀଙ୍କ କୃପା ଆପଣଙ୍କ ଉପରେ ଲାଗି ରୁହେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।