ସିନ୍ଦୂର ଦେବ କହି ଡାକ୍ତର Subhashree Kar ଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା ପ୍ରେମିକ ଦିବ୍ୟ, ହେଲେ ଶେଷରେ…

ମୃ-ତ୍ୟୁ ପୂର୍ବଦିନ ରାତିରେ ଅର୍ଥାତ 31 ଡିସେମ୍ବର ରାତିରେ ଷ୍ଟାଫଙ୍କ ସହ ମିଶି ଧୁମ୍ ଡ୍ୟାନ୍ସ କରିଥିଲେ ଡାକ୍ତର ଶୁଭଶ୍ରୀ କର । ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତାଙ୍କ ନାଚ ଦେଖିଲେ ଲାଗୁଛି ସତେ ଯେମିତି ମନରେ ଅନେକ କଷ୍ଟ ଓ ଯନ୍ତ୍ରଣା ରହିଛି । ଆଉ ସେହି ସମାନ ଡ୍ରେସରେ ହିଁ ରାତିରେ ଶୋଇ ସକାଳୁ ଆଉ ଉଠିଲେନି ଶୁଭଶ୍ରୀ । ଡାକ୍ତରଖାନାରେ ସମସ୍ତେ ଶୁଭଶ୍ରୀଙ୍କୁ ବେଶ ଭଲ ପାଉଥିଲେ ଓ ତାଙ୍କ ବ୍ୟବହାର ମଧ୍ୟ ବେଶ ଭଲ ଥିଲା ।

ହେଲେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ବିଶେଷ ଜଣା ନଥିଲା । ଅନ୍ୟପଟେ ଶୁଭଶ୍ରୀ ଭିତରୁ ଭିତରୁ କଷ୍ଟରେ ଥିଲେ । ନୂଆବର୍ଷ ଆସିବା ବେଳକୁ ପ୍ରେମିକ ଦିବ୍ୟ ତାଙ୍କୁ ବାହା ହେବାକୁ ମନା କରି ଦେଇଥିଲା । ହେଲେ ଏହା ପୂର୍ବରୁ ଡାକ୍ତର ଶୁଭଶ୍ରୀଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲା । ବାହା ହେବା ପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ଶୁଭଶ୍ରୀ କହୁଥିଲେ ବି ଦିବ୍ୟ ମାନୁ ନଥିଲେ । ହେଲେ ଆଗକୁ ଯାଇ ସେ ଶୁଭଶ୍ରୀଙ୍କୁ ବିବାହ କରିବେ ବୋଲି କଥା ଦେଉଥିଲେ ।

ପରେ ଦିବ୍ୟ କିନ୍ତୁ ତାଙ୍କ କଥାରୁ ଓହରି ଯିବାରୁ ଏନେଇ ଭାଙ୍ଗି ପଡିଥିଲେ ଶୁଭଶ୍ରୀ । ସେଥିପାଇଁ 2022 ଡିସେମ୍ବର ମାସରେ ଥାନାରେ ଯାଇ ଏନେଇ ଅଭିଯୋଗ କରିଥିଲେ । 31 ତାରିଖ ଦିନ ରାତିଆରେ ସହକର୍ମୀଙ୍କ ମିଶି ଜିରୋ ନାଇଟ ପାଳନ କରିଥିଲେ । ହେଲେ ହଠାତ ସକାଳେ ତାଙ୍କ ରୁମ୍ ରୁ ମୃତ ଅବସ୍ଥାରେ ମିଳିଲେ ।

ଶୁଭଶ୍ରୀଙ୍କ ମୃ-ତ୍ୟୁ କେମିତି ଓ କାହିଁକି ହେଲା ଏହା ଏପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଗଲା । ଗତ ଡିସେମ୍ବର 20ରେ ଡାକ୍ତର ଦିବ୍ୟ ରଞ୍ଜନ ମାଝୀଙ୍କ ନାଁରେ ଜୋଡା ଥାନାରେ ଏତଲା ଦେଇଥିଲେ । ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଦିବ୍ୟ । ହେଲେ ଡାକ୍ତର ଶୁଭଶ୍ରୀଙ୍କ ଯୌବନକୁ ଶୋଷଣ କରି ସାରିବା ପରେ ତାନ୍ବ୍କୁ ବାହା ହେବାକୁ ମନା କରି ଦେଇଥିଲେ ଦିବ୍ୟ ।

ଯେଉଁଥି ପାଇଁ ଦୁଃଖରେ ଭାଙ୍ଗି ପଡିଥିଲେ ଶୁଭଶ୍ରୀ । ତେବେ ଆଗକୁ ତଦନ୍ତ ପରେ ଜଣାପଡିବ ଡାକ୍ତର ଶୁଭଶ୍ରୀଙ୍କ ମୃ-ତ୍ୟୁ ରହସ୍ୟ ବୋଲି ସମସ୍ତଙ୍କର ଆଶା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।