TV ଇଣ୍ଡଷ୍ଟ୍ରି ରେ ପୁଣି ଥରେ ଶୋକର ଛାଯା, Sidharth ଙ୍କ ପରେ ଏବେ ମାତ୍ର ୨୯ ବର୍ଷ ବୟସରେ ଏହି ଷ୍ଟାରଙ୍କ ପରଲୋକ

ବଲୀଉଡ ଦୁନିଆରୁ ଗତ କିଛି ଦିନ ହେବ କେବଳ ଦୁଃଖ ଦାୟକ ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ ହିଁ କିଛି ଦିନ ତଳେ ଟିଭି ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତା ଓ ବିଗ ବସ ଶୋର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ନି-ଧ-ନ-ର ଖବର ସାମ୍ନାକୁ ଆସିଥିଲା । ୨ ସେପ୍ଟେମ୍ବର ଦିନ ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃ-ତ୍ୟୁ ହୃ-ଦ-ଘା-ତ କାରଣରୁ ହୋଇଥିଲା । ବହୁତ କମ ବୟସରେ ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆକୁ ବିଦାୟ କହି ଦେଲେ ।

କିନ୍ତୁ ସିଦ୍ଧାର୍ଥଙ୍କ ମୃତ୍ୟୁର ୨୨ ଦିନ ପରେ ପୁଣି ଥରେ ଗୋଟିଏ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ଜଗନୁର ଅନେଜାଙ୍କ ଦେ-ହା-ନ୍ତ ହୋଇ ଯାଇଛି । କହିଦେଉଛୁ କି ଜଗନୁର ଅନେଜାଙ୍କୁ ହାର୍ଟ ଆ-ଟା-କ ଆସିବା କାରଣରୁ ମିଶ୍ର ଦେଶରେରେ ମୃ-ତ୍ୟୁ ବରଣ କରିଛନ୍ତି । ଯେମିତି ହିଁ ଏହି ଦୁଃଖ ଓ କଷ୍ଟ ଦାୟକ ଖବର ସାମ୍ନାକୁ ଆସିଲା କି ଜଗନୁର ଅନେଜା ଏହି ଦୁନିଆରେ ନାହାନ୍ତି ।

ତେବେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଭଳି ଏହି ଖବର ଉପରେ ବି କେହି ବିଶ୍ଵାସ କରିଲେ ନାହିଁ । କୁହାଯାଉଛି କି ଜଗନୁର ଅନେଜା ଗୋଟିଏ ଟ୍ରିପରେ ଥିଲେ ଓ ସେ ବହୁତ ଏନଜୟ ବି କରୁଥିଲେ । ସେ ମିଶ୍ର ଦେଶ ବୁଲିବାକୁ ଯାଇଥିଲେ ଓ ଗତ ବୁଧବାର ଦିନ ସେ ଇଂସ୍ଟାଗ୍ରାମରେ ନିଜର କିଛି ଭିଡିଓ ଓ ଫଟୋ ଶେୟାର କରିଥିଲେ ।

ସେ ନିଜର ମିଶ୍ର ଦେଶର ଟ୍ରିପର ସମସ୍ତ ଫଟୋ ଶେ-ୟା-ର କରି କହିଲେ କି ସେ ବହୁତ ଏନଜୟ କରୁଛନ୍ତି । କିନ୍ତୁ କିଏ ଜାଣି ଥିଲା କି ଅଭିନେତା ଜଗନୁର ଅନେଜାଙ୍କ ଏହି ଟ୍ରିପ ଶେଷ ଟ୍ରିପ ହୋଇଯିବ । ଜଗନୁର ଅନେଜାଙ୍କ ନି-ଧ-ନ ଦ୍ଵାରା ତାଙ୍କର ଫ୍ୟାନ, ପରିବାର ଓ ସେଲିବ୍ରେଟି ବହୁତ ଦୁଃଖରେ ଅଛନ୍ତି । କେହି ବି ବିଶ୍ଵାସ କରି ପାରୁ ନାହାନ୍ତି କି ଜଗନୁର ଅନେଜା ଆଉ ଆମ ଗହଣରେ ନାହାନ୍ତି । କହିଦେଉଛୁ କି ଜଗନୁର ଅନେଜା ଏମଟିଭିର ଶୋ ଲଭ ସ୍କୁଲର ପ୍ରଥମ ଓ ଦ୍ଵିତୀୟ ସିଜିନରେ ଅଂସ ଗ୍ରହଣ କରିଥିଲେ ଓ ସେହି ସମୟରେ ସେ ବହୁତ ଚର୍ଚାରେ ମଧ୍ୟ ଆସି ଯାଇଥିଲେ ।

ଗତ ଦୁଇ ବର୍ଷ ହେବ ଯେଉଁ ସମୟରୁ ହିଁ କରୋନା ଆରମ୍ଭ ହୋଇଛି ସେହି ସମୟରୁ ଲଗାତାର ବହୁତ ସଂଖ୍ୟାରେ ସେଲିବ୍ରିଟିମାନଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସୁଛି । କିଛି ଦିନ ତଳେ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେ-ହା-ନ୍ତ ଖବର ସମସ୍ତଙ୍କୁ ଭା-ଙ୍ଗି ଦେଇ ଥିଲା । ବର୍ତ୍ତମାନ ଜଗନୁର ଅନେଜାଙ୍କ ଦେ-ହା-ନ୍ତ ଖବର ସମସ୍ତଙ୍କୁ ମନ ଭିତର ଭା-ଙ୍ଗି ଦେଇଛି । ଏହିଭଳି ଦୁଃଖଦ ଖବର ବହୁତ ହିଁ କଷ୍ଟଦାୟକ ଅଟେ ।