ଓଲିଉଡ ଓ ବଲିଉଡ ପାଇଁ ଆସିଲା ପୁଣି ଏକ ଦୁଃଖଦ ଖବର, ଏହି ଫେମସ କଳାକାରଙ୍କର ହେଲା ଦେହାନ୍ତ

ଭାରତ ହେଉଛି କଳା ଓ ସଂସ୍କୃତିର ଦେଶ ଏଠି ଅନେକ କଳା କାର ମାନେ ନିଜର କ୍ଷମତାକୁ ଦେଖାଇ ଛନ୍ତି । ମାତ୍ର ସେମାନେ ଭିର୍ଣ୍ଣ ଭିର୍ଣ୍ଣ ଜାଗାରୁ ଓ ଭିର୍ଣ୍ଣ ଭିର୍ଣ୍ଣ ଭାଷାର ଅଟନ୍ତି । ଭାରତରେ କଳାର ଏକ ଅଲଗା ପରିଚୟ ଅଛି ତେବେ ବି ଏଠି ସବୁ ଦିନ ହଜାର ହଜାର କଳା କାର ମାନେ ଆସୁଛନ୍ତି ଓ ନିଜର ସମୟ ସରିଗଲେ ନିଜର ଅ-ନ୍ତି-ମ ଯାତ୍ରା କରୁଛନ୍ତି ତେବେ । ଆମେ ପରଦାରେ ଥିବା କଳାକାରଙ୍କ ଅଭିନୟ କିମ୍ବା ଉପସ୍ଥାପନା ଦେଖି ଖୁସି ହେଉ । ଆଜି ଆମେ ପରଦା ପଛରେ ଥାଇ ନିଜ କଳା ଦ୍ଵାରା ସବୁ ଆଡେ ଚର୍ଚିତ ହୋଇଥିବା ଏକ କଳା କାରଙ୍କ ବିଷୟରେ ଜାଣିବା ।

ମ୍ୟୁଜିକ ଡାଇରେକ୍ଟର ଶ୍ରବଣ ଆଜି ଆମ ଗହଣରେ ନାହାନ୍ତି ସେ ଜଣେ ଅଭିନେତା ହିସାବରେ କମ କାମ କରିଛନ୍ତି ମାତ୍ର ଜଣେ ସଙ୍ଗୀତକାର ନିର୍ଦେଶକ ହିସାବରେ ବଲିଉଡ ରେ ସେ ନାଁ କରିଛନ୍ତି ।

ତେବେ ସେ ଜନ୍ମ ହୋଇଥିଲେ ୬ ଏପ୍ରିଲ ୧୯୫୪ ମସିହାରେ ଅଗଷ୍ଟ ମାସରେ । ସେ ୧୯୯୦ ରୁ ନେଇକି ୨୦୦୨ ପର୍ଯ୍ୟନ୍ତ ବଲିଉଡରେ ସକ୍ରିୟ ଥିଲେ । ସେ ନିଜର ସଂଗୀତର ନିର୍ଦେଶନା ଦେଉଥିବା ବେଳେ ୩ ଟି ବାଦ୍ୟ ଯନ୍ତ୍ରର ବ୍ୟବହାର ନିଶ୍ଚୟ କରନ୍ତି ସେଗୁଡିକ ହେଲା ବାଂସୁରୀ, ସିତାର, ସାହାନାଇ । ସେ କେବଳ ଏହାକୁ ସଂସ୍କୃତିକ ସଙ୍ଗୀତରେ ରଖୁଥିଲେ ତାହା ନୁହେ ସେ ଏହାକୁ ଆଧୁନିକ ଗୀତ ରେ ବି ପ୍ରୟାଗ କରିଛନ୍ତି ମାତ୍ର ତାହାର ବଜେଇବା ତରିକାକୁ ବଦଳାଇ ଦେଇଥିଲେ ।

ତାଙ୍କର ନିର୍ଦେଶନାରେ ଜାହା ବି ଗୀତ ବାହାରିଛି ତାହା ଶ୍ରୋତାଙ୍କ ମନକୁ ଦୋହଲାଇ ଦେଇଛି । ସେ ନିଜର ଅଧିକ ଭଲ ପ୍ରଦର୍ଶନ ପାଇ ସବୁ ବେଳେ ଚର୍ଚିତ ଥିଲେ ୧୯୯୦ରେ ନିର୍ମିତ ହୋଇଥିବା ଚଳଚିତ୍ର “ଆସିକି”ରେ କାମ କରିଥିଲେ ଓ ତାହା କିଭଳି ଲୋକ ପ୍ରିୟ ହୋଇଥିଲା ତାହା ଆପଣଙ୍କୁ ଅଜଣା ନାହି । ଏହା ପରେ ସେ ଟି- ସିରିଜ ଭଳି ବଡ ମ୍ୟୁଜିକ କମ୍ପାନୀ ସହ ନିଜର କାମ କରିଥିଲେ ।

ସେ ଭଳି ଜଣେ ବ୍ୟକ୍ତିତ୍ବକୁ ପାଇ ଗୁଲାଜାର ବି ନିଜକୁ ବହୁତ ଭାଗ୍ଯବାନ ମାନି ଥିଲେ । କହିବାକୁ ଗଲେ ଏହା କେବଳ ଶ୍ରବଣଙ୍କର ନୁହେଁ ତାଙ୍କ ବନ୍ଧୁ ନବୀନ ବି ଏହି ପ୍ରତେକ କ୍ଷେତ୍ରରେ ସାମିଲ ଥିଲେ । ଦୁଇ ବନ୍ଧୁ କେବଳ ନିଜର ବନ୍ଧୁତ୍ଵ ପାଇଁ ନୁହେଁ ପରନ୍ତୁ ନିଜର କାମକୁ ନେଇ ବି ଅଧିକ ଚର୍ଚାରେ ଥିଲେ । ଏହି ମହାନ କଳାକାର ଦୁଇ ୯୦ ଦଶକରେ ଅଧିକ ଲୋକ ପ୍ରିୟତା ପାଇଥିଲେ ।

ଏହି ନିର୍ଦେସକ ଜଣକ ନିର୍ଦେଶନାରେ ଶ୍ରୀୟା ଘୋସଲେ ବି ଗୀତ ଗାଇ ଥିଲେ । ଆଜି ଶ୍ରବଣ ଆମ ଗହଣରେ ନାହାନ୍ତି । ଏହା କେବଳ ବଲିଉଡ ଦୁଃ-ଖ-ର ସମୟ ତାହା ନୁହେଁ ଏହା ଓଲିଉଡ ପାଇଁ ମଧ୍ୟ ଦୁଃ-ଖ-ର ସମୟ କାରଣ ଶ୍ରବଣ ଓଡିଆ ଚଳଚିତ୍ରରେ ବି ଅନେକ ସମୟ ଧରି କାମ କରିଛନ୍ତି । ଶ୍ରବଣଙ୍କ ହଠାତ ମୃ-ତ୍ୟୁ-ସା-ରା ଓଲିଉଡ ଜଗତ ଓ ବଲିଉଡ ଜଗତକୁ ସ-ବ୍ଧ କରି ଦେଇଛି । ଭାରତ ବି ତାର ଏକ ମହାନ କ-ଳା-କା-ର ହରାଇଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।