ଶାଶୁଘରେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ଏହି 4 ଟି ନାମର ବୋହୁ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିବାହ ପରେ ପ୍ରତ୍ୟେକ ପୁଅ ଓ ଝିଅ ଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ବିବାହ ର ବନ୍ଧନ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି କାରଣରୁ ମାତାପିତା ନିଜ ପୁଅ ଙ୍କ ପାଇଁ ଏକ ସୁନ୍ଦର ଏବଂ ଗୁଣୀ ଝିଅ କୁ ପତ୍ନୀ ରୂପରେ ବାଛିଥାନ୍ତି ଏବଂ ଏହା ସହିତ ନିଜ ପାଇଁ ସର୍ବଗୁଣସଂପନ୍ନା ବୋହୂ କୁ ମଧ୍ୟ ନିଜ ଘରକୁ ବିବାହ କରି ଆଣିଥାନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସୌଭାଗ୍ୟବତୀ ହୋଇଥାନ୍ତି ଏବଂ ନିଜ ଶାଶୂଘର ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘J’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ସର୍ଵଦା ସମସ୍ତଙ୍କ ସହିତ ମିଳିମିଶି ରହିଥାନ୍ତି । ଏହି ନାମର ଝିଅ ମାନେ ନିଜ ଶାଶୂଘରେ ଯେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ସର୍ବଦା ସାଙ୍ଗରେ ରୁହନ୍ତି । ଯେଉଁ ଘରେ ଏହି ନାମର ଝିଅ ବୋହୂ ରୂପରେ ଯାଇଥାନ୍ତି ସେହି ଘରେ କେବେବି ଧନର ଅଭାବ ହୋଇନଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘S’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ସ୍ୱଭାବ ରୁ ରାଗୀ ହୋଇଥାନ୍ତି ସତ କିନ୍ତୁ ସର୍ବଦା ବୁଦ୍ଧି ବିଚାର କରି କୌଣସି ନିଷ୍ପତ୍ତି ନେଇଥାନ୍ତି । ଏହି ନାମର ଝିଅ ମାନେ ନିଜ ଶାଶୂଘର ର ମାନ ସମ୍ମାନ ବଢ଼ାଇଥାନ୍ତି ଏବଂ ନିଜ ଜୀବନସାଥି ଙ୍କ ବହୁତ ଭଲ ଭାବରେ ଯତ୍ନ ନେଇଥାନ୍ତି । ଏହି ନାମର ଝିଅ ମାନେ ଭାଗ୍ୟର ବହୁତ ଧନୀ ଅଟନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘L’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ସର୍ବଦା ନିଜ ଶାଶୁଘର ର ବାତାବରଣ ହାସଖୁସି ରେ ପୁର୍ଣ୍ଣ ରଖିଥାନ୍ତି । ଏହି ଝିଅ ମାନେ ବହୁତ ଶୀଘ୍ର ନିଜ ଶାଶୂଘର ସଦସ୍ୟ ଙ୍କ ମନରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଥାନ୍ତି । ଏହି ନାମର ଝିଅ ମାନେ ଯେଉଁ ସ୍ଥାନ କୁ ଯାଇଥାନ୍ତି ସେହି ସ୍ଥାନର ବାତାବରଣ ସକାରାତ୍ମକତା ରେ ପରିପୂର୍ଣ୍ଣ ହୋଇଯାଏ ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘P’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ସର୍ବଦା ନିଜ ଜୀବନସାଥୀ ଏବଂ ତାଙ୍କ ପରିବାର ସଦସ୍ୟ ଙ୍କୁ ସମ୍ଭାଳି ରଖିଥାନ୍ତି । ଏହି ନାମର ଝିଅ ମାନଙ୍କୁ ଯେଉଁମାନେ ବିବାହ କରିଥାନ୍ତି ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଝିଅ ମାନେ ମଧ୍ୟ ନିଜ ଶାଶୂଘର ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।