ଶନିବାର ଦିନ ପ୍ରଭୁ ଶନିଦେବତାଙ୍କ ନାମ ନେଇ ନିଶ୍ଚୟ କରି ଦେଖନ୍ତୁ ଏହି 3 ଟି କାମ ! ସବୁ ଇଚ୍ଛା ହେବ ଅତି ଶୀଘ୍ର ପୂରଣ…

ଶନିବାର ଦିନ ଟି ପ୍ରଭୁ ଶନିଦେବଙ୍କୁ ସମର୍ପଣ କରାଯାଇଥିବା ଏକ ବାର ଅଟେ । ମନୁଷ୍ୟ ଜୀବନରେ କେତେବେଳେ ନା କେତେବେଳେ ଦୁଃଖ ତ ନିହାତି ଭାବରେ ଆସିଥାଏ । ଯେଉଁ ସବୁ ଦୁଃଖ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ମନୁଷ୍ୟଟି ସମୁର୍ଣ୍ଣ ରୂପେ ଭାଙ୍ଗି ପଡିଥାଏ । ତେବେ ଆପଣ ଯଦି ଶନିବାର ଦିନ ଆମେ କହିବାକୁ ଯାଉଥିବା ଏହି ୩ଟି ବାସ୍ତୁଶାସ୍ତ୍ରର ଉପାୟକୁ ଶନିବାର ଦିନ କରନ୍ତି । ତେବେ ଆପଣଙ୍କ ଜୀବନରେ ଲାଗି ରହୁଥିବା ସମସ୍ଯା ଗୁଡିକ ଧୀରେ ଧୀରେ ଦୂର ହେବା ପାଇଁ ଲାଗି ପଡିବ ।

ଶନିବାର ଦିନ ସୋରିଷ ତେଲ ଦାନ କରିବା ବହୁତ ହିଁ ଶୁଭ ହୋଇଥାଏ । ଆପଣ କୌଣସି ଦରିଦ୍ର, ବ୍ରାହ୍ମଣ କିମ୍ବା ମନ୍ଦିରରେ କାହାକୁ ମଧ୍ୟ ଦାନ କରିପାରିବେ । ଏପରି କରିବା ଦ୍ଵାରା ପ୍ରଭୁ ଶନିଶ୍ଚରଙ୍କର ଆଶ୍ରୀବାଦ ଆପଣଙ୍କ ଉପରେ ବନି ରହିଥାଏ । ହେଲେ ତେଲ ଦାନ କରିବା ସମୟରେ କଳା ରଙ୍ଗର ବସ୍ତ୍ର ପିନ୍ଧି ଭଗବାନ ଶନି ମହାରାଜାଙ୍କୁ ସ୍ମରଣ କରିକି ହିଁ ସୋରିଷ ତେଲ ଦାନ କରନ୍ତୁ ।

ଶନିବାର ଦିନ କାଉକୁ ଖାଇବା ଦେବା ବହୁତ ଏକ ଶୁଭ କାମ ହୋଇଥାଏ । ତେବେ ଖାଲି କାଉ କାହିଁକି ସମସ୍ତ ପଶୁ, ପକ୍ଷୀଙ୍କୁ ଖାଇବା ଦେବା ଦ୍ଵାରା ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ତେବେ କାଉ ବିଶେଷ ରୂପରେ ଶନି ଦେବତାଙ୍କ ବାହନ ହୋଇଥିବାରୁ ଯଦି ଆପଣ ଏହି ଦିନ କାଉକୁ କିଛି ଖାଇବାକୁ ଦିଅନ୍ତି । ଏହା ସହ ତାପରେ ଯାଇ ପ୍ରଭୁ ଶନିଙ୍କୁ ଦର୍ଶନ କରି ନିଜର କଷ୍ଟ ସମ୍ପର୍କରେ ପ୍ରଭୁଙ୍କୁ ଜଣାଇଥାନ୍ତି । ତେବେ ଭଗବାନ ଶନିଦେବ ଆପଣକ ଗୁହାରୀ ନିଶ୍ଚୟ ଭାବରେ ଶୁନିଥାନ୍ତି । ଏଥିସହ ଆପଣଙ୍କର ଶତ୍ରୁ ଆପଣଙ୍କର କୌଣସି ପ୍ରକାର ଅନିଷ୍ଠ କରିପାରିବେ ନାହିଁ ।

ଶନିବାର ଦିନ ଲୁହା ଜାତୀୟ ଜିନିଷ କିଣିବା ବା ବିକ୍ରି କରିବାକୁ ବହୁତ ଭଲ ଦିନ ବୋଲି ମନା ଯାଇଥାଏ । ଶନିବାର ଦିନ ଆପଣ ନିଜ ଘରକୁ କୌଣସି ପ୍ରକାର ଲୁହା ଜାତୀୟ ସାମଗ୍ରୀ କିଣି କରି ଆଣିପାରିବେ । ଏଥିସହ ଘରେ ପଡି ରହିଥିବା ପୁରୁଣା ଲୁହାକୁ ବିକ୍ରି ମଧ୍ୟ ଏହି ବାରରେ କରିପାରିବେ । ଯାହା ଦ୍ଵାରା ଆପଣଙ୍କ ଘରର ନକରାତ୍ମକ ଊର୍ଜା ଚାଲି ମଧ୍ୟ ଯାଇଥାଏ । ତେବେ ଏହି ସମୟରେ କିନ୍ତୁ ପ୍ରଭୁ ଶନିଦେବଙ୍କ ନାମ ନିହାତି ଭାବରେ ମୁହଁରେ ଉଚାରଣ କିମ୍ବା ମନ  ମଧ୍ୟରେ ସ୍ମରଣ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ଉପରେ ମଧ୍ୟ ପ୍ରଭୁ ଶନି ମହାରାଜାଙ୍କର ଶୁଭ କୃପା ଦ୍ରୁଷ୍ଟି ପଡ଼ିପାରିବ ।

ଏଥିସହ ଆପଣଙ୍କ ଜୀବନର କଷ୍ଟ ସମସ୍ଯାର ଲାଘବ ହୋଇପାରିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଏହା ସହ କମେଣ୍ଟରେ ଓମ୍ ଶନିଶ୍ଚରାୟ ଲେଖିକି ଆମକୁ ଜଣାନ୍ତୁ । ଧନ୍ୟବାଦ