ଶନି ଦେବ ଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି 4ଟି ଚମତ୍କାରୀ ଉପାୟ, କରିବେ ତ ଫେରି ଆସିବ ଆପଣଙ୍କ ର ଭଲ ଦିନ !

ଶନିଦେବଙ୍କର ନାମ ଆସିଲେ ହିଁ ଆମ ମନରେ ପୁରା ଡର ପସିଯାଏ । କୁହାଯାଏ କି ଯଦି ଶନିଦେବ ରାଗି ଯାଆନ୍ତି, ତେବେ କିଛି ନା କିଛି ଖରାପ ନିଶ୍ଚିତ ହୋଇଥାଏ । ଶନିଦେବଙ୍କୁ ମନାଇବା ପାଇଁ କେତେକ ଲୋକମାନେ ମନ୍ଦିର ଯାଆନ୍ତି କିନ୍ତୁ ଶନିଦେବ ସମସ୍ତଙ୍କର ଭଲ ଏବଂ ଖରାପ କର୍ମ ହିସାବରେ ହିଁ ସେମାନଙ୍କୁ ଫଳ ପ୍ରଦାନ ଦେଇଥାନ୍ତି ।

ଯଦି ଆପଣ ଶନିଦେବଙ୍କୁ ମନାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ସନାତନୀ ଉପାୟକୁ ପାଳନ କରିବାକୁ ପଡିବ । ଯଦି ଆପଣ ଏହି ଉପାୟକୁ ପାଳନ କରୁଛନ୍ତି ତେବେ ଆପଣଙ୍କ ଜାତକରେ ଥିବା ଶନି ଦୋଷ ଗୁଡିକ କଟି ଯିବ । ଚାଲନ୍ତୁ ଜାଣିବା ଆପଣ କିପରି ଭାବରେ ଶନିଦେବଙ୍କୁ ପ୍ରସନ୍ନ କରାଇ ପାରିବେ ।

ଶିବଙ୍କର ସହଶ୍ରନାମର ପାଠ କରନ୍ତୁ

ଯଦି ଆପଣଙ୍କ ଉପରେ ଶନିଦେବଙ୍କର ସାଢେସାତୀ ଚାଲୁଅଛି ଏବଂ ଆପଣଙ୍କ ଆଖ ପାଖରେ କେବଳ ଖରାପ ହିଁ ଖରାପ ହେଉଛି ତେବେ ଆପଣ ଶିବଙ୍କର ସହସ୍ତ୍ରନାମର ପାଠ କରିବା ଉଚିତ । ଏହାକୁ ଶନିବାର ଦିନ ସ୍ନାନ କରି ସକାଳେ ପଢିବା ଉଚିତ । ଏହା ଦ୍ଵାରା ଆପଣଙ୍କର ମନ ଶାନ୍ତ ରହିବ ଏବଂ ଶନିଦେବଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିବ ।

ହନୁମାନଙ୍କର ପୂଜା ଅର୍ଚନା କରନ୍ତୁ

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ହନୁମାନଙ୍କର ପୂଜା କରି ତାଙ୍କୁ ପ୍ରସନ୍ନ କରି ପାରିବେ । ସେଥିପାଇଁ ଆପଣଙ୍କୁ ସବୁଦିନ ଶନିବାର ଦିନ ହନୁମାନଙ୍କର ପୂଜା ଅର୍ଚନା କରିବା ଉଚିତ ।

ଏହି ମନ୍ତ୍ରର ଜପ କରନ୍ତୁ

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜା ଅର୍ଚନା କରିବା ଆବଶ୍ୟକ ଅଟେ ଏବଂ ଏହା ସହିତ ଆପଣ ଏହି ମନ୍ତ୍ରକୁ ଶନିବାର ଦିନ ପାଞ୍ଚ ଥର ନିଶ୍ଚିତ ଜପ କରନ୍ତୁ ।

ସୂର୍ଯ୍ୟ ପୁତ୍ରୋ ଦୀର୍ଘ ଦେହୋ ବିଶାଲାକ୍ଷ: ଶିବ ପ୍ରିୟଃ ।

ମଂଦାଚାରାହ ପ୍ରସନ୍ନାତ୍ମା ପୀଡାଂ ଦହତୁ ମେଂ ଶନିଃ ॥

ପର୍ସରେ ମାତା ପିତାଙ୍କର ଫଟୋ ରଖନ୍ତୁ

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠୁ ଭଲ ଉପାୟ ହେଉଛି କି ଆପଣ ନିଜର ମାତା ପିତାଙ୍କର ସେବା କରନ୍ତୁ ଏବଂ ତାଙ୍କୁ କେବେବ ବି ଅପମାନ କରନ୍ତୁ ନାହିଁ । ଯଦି ଆପଣ ନିଜର ମାତା ପିତାଙ୍କ ଠାରୁ ଦୂରରେ ରହୁଛନ୍ତି ତେବେ ଆପଣ ତାଙ୍କର ଫଟୋକୁ ନିଜ ପର୍ସରେ ରଖନ୍ତୁ । ଏହା ଦ୍ଵାରା ଶନିଦେବ ଆପଣଙ୍କ ଉପରେ ସର୍ବଦା ପ୍ରସନ୍ନ ରହିବେ ।