ଶାନଦାର ଅଫର, ମାତ୍ର 700 ଟଙ୍କା ବଜେଟରେ ପାଆନ୍ତୁ ଏହି ଶାନଦାର ସ୍ମାର୍ଟଫୋନ

ଆପଣ ସମସ୍ତେ ଫ୍ଲିପକାର୍ଟ (Flipkart) ବିଷୟରେ ଜାଣିଛନ୍ତି । ଯେଉଁଥିରେ ଲୋକମାନେ ଅନ୍ଲାଇନ ସବୁ ପ୍ରକାରର ଜିନିଷ କିଣି ପାରିବେ । କହିଦେଉଛୁ କି ବର୍ତ୍ତମାନ ଫ୍ଲିପକାର୍ଟରେ ବିଗ ସେଭିଙ୍ଗ ଡେ ଚାଲିଛି । ଯେଉଁଥିରେ ବହୁତ ସ୍ମାର୍ଟ ଫୋନ ଡିସକାଉଣ୍ଟ ସହିତ EMIରେ ଓ ଏକ୍ସଚେଞ୍ଜ ଅଫର ସହ ମିଳୁଛି । ଏହା ସହିତ ଅନ୍ୟ କିଛି ଜିନିଷ ମଧ୍ୟ ମିଳୁଛି ଯାହାର ମୂଲ୍ୟ ବହୁତ ହିଁ କମ ଅଟେ । ଏହି ସେଲରେ ଆଇସିଆଇସି ବ୍ୟାଙ୍କର ଗ୍ରାହକମାନଙ୍କୁ ୧୦ ପ୍ରତିଶତ ରିହାତି ମଧ୍ୟ ମିଳୁଛି ।

କହିଦେଉଛୁ କି ଫ୍ଲିପକାର୍ଟ କିଛି ମାସର ବ୍ୟବଧାନରେ ଏହିଭଳି ଡିଶକାଉଣ୍ଟ ଅଫର ଛାଡିଥାଏ । ଯେଉଁଥିରେ ଆପଣ ବହୁତ କମ ଟଙ୍କାରେ ଭଲ ଓ ଦାମୀ ଜିନିଷ କିଣି ପାରିବେ । ଏତିକି ନୁହେଁ ଫ୍ଲିପକାର୍ଟ ଏହି ଜିନିଷକୁ ଆପଣଙ୍କ ଘରକୁ ଫ୍ରୀ ଡେଲିଭେରୀ ମଧ୍ୟ କରିଥାଏ ।

ଯଦି ଆପଣ ବହୁତ କମ ଟଙ୍କାରେ ମୋବାଇଲ କିଣିବାକୁ ଚାହୁଁଛନ୍ତି ତେବେ ମାତ୍ର ୭୦୦ ଟଙ୍କା ଇଏମଆଇରେ ଆପଣ ଏହି ୫ ଟି ସ୍ମାର୍ଟଫୋନ ମଧ୍ୟରୁ ଗୋଟିଏ କିଣି ପାରିବେ । ସେହି ସମସ୍ତ ମୋବାଇଲ ଗୁଡିକ ହେଲା Infinix Note 10 Pro । ଏଥିରେ ୬.୯୫ ଇଞ୍ଚର ଫୁଲ ଏଚଡ଼ି ଡିସପ୍ଲେ, ମିଡିଆଟେକ ହେଲିୟୋ ଜି୯୫ ପ୍ରୋସେସର, ୮ ଜିବି ରମ ସହିତ ୨୫୬ ଜିବି ସ୍ଟୋରେଜ ଦଉଛି । ଏଥିରେ ୬୪ ଏମପି + ୮ ଏମପି + ୨ ଏମପି କ୍ୟାମେରା ମଧ୍ୟ ରହୁଛି ।

୧୬ ଏମପି ର ଫ୍ରନ୍ଟ କ୍ୟାମେରା ଅଛି ଓ ୫୦୦୦ ଏମଏଏଚ ବ୍ୟାଟେରୀ ବି ଅଛି । ଏହାର ମୂଲ୍ୟ ୧୬,୯୯୯ ଟଙ୍କା ଅଛି । ଯାହାକୁ ଆପଣ ୫୯୦ ଟଙ୍କା ଇଏମଆଇରେ ଫ୍ଲିପକାର୍ଟ ସେଲରେ କିଣି ପାରିବେ । ସେହିଭଳି Realme 8 ରେ ୬.୪ ଇଞ୍ଚ ଫୁଲ ଏଚଡ଼ି ଡିସପ୍ଲେ ଓ ସୁପର ଅମୋଲେଡ ସ୍କିନ, ସ୍ମାର୍ଟଫୋନ ମିଡିଆଟେକ ହେଲିୟ ଜି୯୫ ପ୍ରୋସେସର, ୧୨୮ ଜିବି ପର୍ଯ୍ୟନ୍ତ ସ୍ଟୋରେଜ, କ୍ୟାମେରା ୬୪ ଏମପି + ୮ ଏମପି + ୨ ଏମପି + ୨ ଏମପି ଓ ୧୬ ଏମପିର ଫ୍ରନ୍ଟ କ୍ୟାମେରା ଅଛି ।

୮ ଜିବି ରମ ଓ ୧୨୮ ଜିବି ସ୍ଟୋରେଜ ସହିତ ଏହି ଫୋନର ମୂଲ୍ୟ ୧୭,୯୯୯ ଟଙ୍କା ପଡିବ । ଯାହାକୁ ଆପଣ ଫ୍ଲିପକାର୍ଟ ସେଲରେ ୬୨୪ ଟଙ୍କା ଇଏମଆଇରେ କିଣି ପାରିବେ । ସେହିଭଳି OPPO A53s 5Gକୁ ମୋବାଇଲ ଆପଣଙ୍କୁ ୫୭୨ ଟଙ୍କା ଇଏମଆଇରେ, Infinix Note 11sକୁ ୫୨୦ ଟଙ୍କାରେ ଓ Realme Narzo 50Aକୁ ୪୩୪ ଟଙ୍କା ଇଏମଆଇରେ କିଣି ପାରିବେ ।