ଶନିବାର ଦିନ ନିଶ୍ଚୟ କରନ୍ତୁ ଏହି କାମ, ଦୂର ହେବ ସବୁ ଦୋଷ, ମିଳିବ ଆର୍ଥିକ ଉନ୍ନତି

ଭଗବାନ ଶନି ଦେବ ହେଉଛନ୍ତି କର୍ମର ବିଧାତା । ସେ ହେଉଛନ୍ତି ଭଗବାନ ସୂର୍ଯ୍ୟଙ୍କ ପୁତ୍ର । ତାଙ୍କ ମାଙ୍କ ନାଁ ହେଉଛି ଛାୟା ଦେବୀ । ଯଦି ଜଣେ ବ୍ୟକ୍ତି ନିଜ କର୍ମ ରହ ବିମୁଖ ହୋଇ ଅନ୍ୟର ପାଇଁ ଦୁବିଧା ସୃଷ୍ଟି କରି ଥାଏ ତାଙ୍କୁ ଶନି ଭଗବାନ ଙ୍କ କୋପର ସାମ୍ନା କରିବାକୁ ପଡିବ । ଶିବ ଙ୍କ ଦୟାରୁ ଭଗବାନ ଶନି ଙ୍କୁ ନ୍ୟାୟ ର ଦାଇତ୍ୱ ଦିଆ ଯାଇଛି । ପ୍ରତେକ ଗ୍ରହ ମଧ୍ୟରେ ଶନି ଗ୍ରହ ହେଉଛନ୍ତି ଗ୍ରହଦେଵ । ସେ ଯେଉଁ ବ୍ୟକ୍ତି ମାନଙ୍କୁ ଶନି ଗ୍ରହ ନିଜର କୋପ ର ପ୍ରଭାବ ପକାନ୍ତି ସେମାନଙ୍କୁ କେବଳ ନିଜର ଭୁଲ ଦେଖାଇବା ପାଇଁ । ଭଗବାନ ଶନି ଥରେ ରାଜା ଦଶରଥ ଙ୍କୁ କହିଲେ କି ଯଦି ଗୋଟେ ହାତୀ ଜଙ୍ଗଲରେ ନ ବୁଲି ଯଦି ଜନ ବସ୍ତିରେ ପଶି କିଛି ଖରାପ କରିଥାଏ ତାହେଲେ ସେ କଣ ଦଣ୍ଡ ପାଇଁ ନ ଥାଏ ।

ସେହିଭଳି ଯେଉଁ ମଣିଷ ନିଜ ଭୁଲ ନ ବୁଝି ଅନ୍ୟର କ୍ଷତି କରନ୍ତି ସେମାନଙ୍କ ପାଇଁ ଭଗବାନ ଶନି ସବୁବେଳେ ଦଣ୍ଡ ବିଧାନ କରାନ୍ତି । ଆପଣ ମାନେ ଜାଣିଛନ୍ତି କି ଶନିବାର ହେଉଛି ପ୍ରଭୁ ଶନିଙ୍କ ଦିନ । ଏହି ଦିନ ଆପଣ ଯଦି କିଛି ଗରିବଙ୍କୁ ଦାନ ଦକ୍ଷିଣା କରିବେ । ଅସହାୟ ପଶୁ ପକ୍ଷୀଙ୍କ ପାଇଁ କିଛି ଖାଇବା ପାଇଁ ଦେବେ ତାହେଲେ ଆପଣ ଶନିଙ୍କ କୃପା ପାଇବେ । ଯଦି ଆପଣ କିଛି ଲୁହା ଜିନିଷ କିଣିବା ପାଇଁ ନିଷ୍ପତ୍ତି ନେଉଛନ୍ତି ତାହେଲେ ଆପଣ ଏହି ଦିନ କିଣନ୍ତୁନି ।

ଆପଣ କୌଣସି ଦହି କିମ୍ବା କ୍ଷୀର କିଣନ୍ତୁନି । ଏହି ଦିନ ଜଦି ଆପଣ ଝାଡୁ କିମ୍ବା ଲୁହା ଜିନିଷ କିଣନ୍ତୁନି । ଆପଣ ଏହି ଦିନ କାଉକୁ  ଖାଇବା ପାଇଁ ଦେଲେ ପିତୃ ପୁରୁଷଙ୍କୁ ଜଦି କିଛି ଶ୍ରାଦ୍ଧ ଦେବେ ତାହେଲେ ଆପଣଙ୍କୁ ପୂଣ୍ୟ ଅର୍ଜନ କରିବେ । ଏହି  ଦିନ ଭଗବାନ ହନୁମାନ ଜୀଙ୍କୁ ଲାଲ ସିନ୍ଦୂର ଅର୍ପଣ କରିବେ ଆପଣ ଶନି ଦଶାରୁ ମୁକ୍ତି ମିଳିବ । ଏହି ଦିନ ଆପଣ ଯଦି କଳା ଵସ୍ତ୍ର ଦାନ କରିବେ କିମ୍ବା କଳା ରାଶି ମଧ୍ୟ ଦାନ କରିବେ ଏହା ଶୁଭ ଫଳ ପ୍ରଦାନ କରିବ ।

ଏହି ଦିନ ସକାଳୁ ନିଜ ନିତ୍ୟକର୍ମ ସାରି ଭଗବାନ ଶନିଙ୍କ ଆରାଧନା କରିବେ ଏହା ପରେ ନିଶ୍ଚିତ ଭାବେ ଏକ ଦାନ କରି କିଛି ଖାଦ୍ୟ ଗ୍ରହଣ କରିବେ । ତାହେଲେ ଆପଣ ଶନିଙ୍କ ଦୟା ଲାଭ କରିବେ । ଏହା ସହ ଭଗବାନ ଶନି ଯେଉଁ ବ୍ୟକ୍ତିଙ୍କ ଉପରେ ନିଜ ଶୁଭ ଦୃଷ୍ଟି ପକାନ୍ତି ସେହି ବ୍ୟକ୍ତି ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇ ରହେ । ଏହା ସହ ପରିବାର  ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହେ। ଜୀବନରେ ଆସୁଥିବା ଅସୁବିଧା ମନକୁ ମନ ସମାଧାନ ହୋଇ ଯାଏ । ସନ୍ତାନ ପ୍ରାପ୍ତି ଭଳି ଯୋଗ ମଧ୍ୟ ଥାଏ ।

ଯେଉଁ ମାନେ ଭଗବାନ ଶନିଙ୍କ କୃପା ପାଇଁ ଥାନ୍ତି ସେମାନେ ନିଜ କର୍ମ ଦ୍ଵାରା ସାରା ଦେଶରେ ନିଜକୁ ପ୍ରତିଷ୍ଠିତ କରନ୍ତି । ସମାଜରେ ଥିବା ପ୍ରତେକ ଵର୍ଗର ଲୋକମାନେ ସେମାନଙ୍କ ସମ୍ନାନ କରନ୍ତି । ଯେତିକି ଦିନ ଧର ପୃଷ୍ଠରେ ବ୍ୟକ୍ତି ରହି ଥାଏ ସେ ନିଜ ପ୍ରଭାବରେ ପ୍ରତେକ ଆଡେ ଖୁସି ର ଲହରୀ ଆଣିଦେଇ ଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।