ଶକ୍ତିର ଭଣ୍ଡାର ଅଟେ ଏହି 5 ଟି ଜିନିଷ, ରାତିରେ ପାଣିରେ ଭିଜାଇ ଖାଇ ନିଅନ୍ତୁ କେବେ ବି ଆସିବନି ବୁଢାପା- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଶାସ୍ତ୍ର ରେ ଅନେକ ପ୍ରକାର ପ୍ରାଚୀନ ଔଷଧ ସମ୍ପର୍କରେ ଲେଖା ହୋଇଅଛି । ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ ।

ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ପ୍ରାକୃତିକ ଉପାୟ ଵିଷୟ ରେ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆମ ଶରୀର ରେ ଶକ୍ତି ର ଅଭାବ ରହି ନ ଥାଏ । ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି ଆଳସୀ । ଆଳସୀ ମଞ୍ଜି ରୁ ଆମ ଶରୀର କୁ ବହୁତ ମାତ୍ରା ରେ ପ୍ରୋଟିନ ମିଳିଥାଏ ଯାହା ଆମ ଶରୀର ରେ ବହୁତ ଶକ୍ତି ସୃଷ୍ଟି କରିଥାଏ ଓ ଆମକୁ ବଳଶାଳୀ କରିଥାଏ ।

ଆଳସୀ କୁ ଶୋଇବା ପୂର୍ବରୁ କିଛି ପାଣି ରେ ଦୁଇ ଚାମଚ ବତୁରାଇ ଦିଅନ୍ତୁ ଓ ଏହାକୁ ସକାଳେ ଉଠିବା ପରେ ଭଲ ଭାବରେ ଚୋବାଇ କରି ଖାଆନ୍ତୁ ଏବଂ ସେହି ପାଣି କୁ ବିଲକୁଲ ଫିଙ୍ଗନ୍ତୁ ନାହିଁ ଏହାର ପାଣି କୁ ମଧ୍ୟ ପିଇ ଦିଅନ୍ତୁ । ଏପରି ପ୍ରତିଦିନ କରିବା ଦ୍ୱାରା ଆପଣଂକୁ ଡାଇବେଟିସ ରୋଗ ରୁ ମୁକ୍ତି ମିଳିବା ସହିତ ଆପଣଙ୍କ ର ଓଜନ ନିୟନ୍ତ୍ରଣ ରହିବ ।

ଆୟୁର୍ବେଦିକ ଗ୍ରଂଥ ରେ ଆଳସୀ କୁ ଅନେକ ରୋଗ ର ଔଷଧ ଭାବରେ ଗଣା ଯାଇଥାଏ । ପୁରାତନ କାଳ ରେ ଏହାକୁ ଅନେକ ରୋଗ ର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉଥିଲା । ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି ଖସଖସ ଖସା । ଖସଖସ ଦେଖିବାକୁ ବହୁତ ଛୋଟ ଛୋଟ ମଞ୍ଜି ଆକାର ର ହୋଇଥାଏ । କିନ୍ତୁ ଏହି ଛୋଟ ଛୋଟ ଦେଖା ଯାଉଥିବା ପଦାର୍ଥ ରେ ମଧ୍ୟ ଅନେକ ଉପକାରୀତା ରହିଛି ।

ଏହାକୁ ଅନେକ ରୋଗ ର ରାମବାଣ କୁହାଯାଇଥାଏ । ଏଥିରେ ଅନେକ ପରିମାଣ ରେ କ୍ୟାଲସିୟମ ଓ ମାଗନେସିୟମ ରହିଥାଏ । ଏହାକୁ ମଧ୍ୟ ରାତିରେ ଶୋଇବା ପୂର୍ବରୁ କେବଳ ଏକ ଚାମଚ କିଛି ପାଣି ରେ ପକାଇ ବତୁରାଇ ଦିଅନ୍ତୁ । ସକାଳୁ ଉଠିବା ପରେ ଏହାକୁ ଚୋବାଇ କରି ଖାଇଦିଅନ୍ତୁ । ଏହା ଆମ ମସ୍ତିଷ୍କ ପାଇଁ ବହୁତ ଭଲ ହୋଇଥାଏ ।

ଏହାକୁ ସେବନ କରିବା ଦ୍ୱାରା ଆମ ମସ୍ତିଷ୍କ ବହୁତ ତୀବ୍ର ହୋଇଥାଏ । ଏହା ସହିତ ଏହାକୁ କ୍ଷୀର ସହିତ ସେବନ କରିବା ଦ୍ୱାରା ଆମର ସମସ୍ତ ପ୍ରକାର ହୃଦ ରୋଗ ଦୁର ହୋଇଥାଏ । ତେଣୁ ବନ୍ଧୁଗଣ ଏହାକୁ ପ୍ରତିଦିନ ନିଶ୍ଚୟ ସେବନ କରନ୍ତୁ ଓ ନିଜ ଶରୀର ର ଶକ୍ତି ବଢ଼ାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।