ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ କିପରି ସ୍ଵଭାବ ର ଅଟନ୍ତି ଆପଣଙ୍କ ପାର୍ଟନର- Love Quiz Game

ଭଲ ପାଇବା ଏହି ଶବ୍ଦଟି ସବୁ ମନୁଷ୍ୟ ଜୀବନରେ ଥରେ ନା ଥରେ  ହୋଇଥାଏ । ମନୁଷ୍ୟ ତାର ଜୀବନ ରେ ନିଶ୍ଚିତ ଭାବରେ କାହାକୁ ନା କାହାକୁ ଭଲ ପାଇଥାଏ । କିନ୍ତୁ ବହୁତ ବ୍ୟକ୍ତିଙ୍କ ଜୀବନରେ ସତ ପ୍ରେମ ପାଇବା ମୁସ୍କିଲ ହୋଇଯାଏ ଓ ଆଉ କିଛି ବ୍ୟକ୍ତି ନିଜର ପ୍ରକୃତ ପ୍ରେମକୁ ପାଇ ବହୁତ ଖୁସିରେ ଜୀବନ ଅତିବାହିତ କରିଥାନ୍ତି । ଆଜି କଲି ଯୁବ ସମଯରେ ପ୍ରେମ ଏକ ଖେଳ ହୋଇଯାଇଛି ଆଜି ଜଣଙ୍କୁ ପ୍ରେମ କାଲେ ତ ଆଉ କାଲି ଆଉଜଣକୁ ପ୍ରେମ କରିବସିଲେ ।

କିନ୍ତୁ ସତ ପ୍ରେମ ଏମିତି ହୋଇନଥାଏ । ସତ ପ୍ରେମ ତ ନିଜ ଜୀବନ ସାଥି ପାଇଁ ଜୀବନ ଦେବାକୁ ବି ପଛାଏ ନାହିଁ । ତେବେ ଆଜି ଆସନ୍ତୁ ଜାଣିବା ଆପଣ ଏହି ନମ୍ବରକୁ ପସନ୍ଦ କରି ଜାଣିପାରିବେ ଆପଣଙ୍କ ଲଭର କିପରି ହୋଇଥିବେ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଲଭରଙ୍କର ସ୍ଵଭାବ ବିଷୟରେ ।

୧ – ଯଦି ଆପଣ ୧ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭର ବହୁତ ଲାଜକୁଳା କିସମର ବ୍ୟକ୍ତି ଅଟନ୍ତି ।

୨ – ଯଦି ଆପଣ ୨ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭର ବହୁତ ରୋମାଣ୍ଟିକ କିସମର ବ୍ୟକ୍ତି ଅଟନ୍ତି ।

୩ – ଯଦି ଆପଣ ୩ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଳଭର ବହୁତ ଭାବୁକ କିସମର ବ୍ୟକ୍ତି ଅଟନ୍ତି ।

୪ – ଯଦି ଆପଣ ୪ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭର ପ୍ରେମଭରା କ୍ରୋଧ କରନ୍ତି ।

୫ – ଯଦି ଆପଣ ୫ ନମ୍ବରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭର ଜଣେ ଖାଦ୍ୟ ପ୍ରିୟ ଅଟନ୍ତି ।

୬ – ଯଦି ଆପଣ ୬ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭର ବହୁତ ଭଲ ପାଇଥାନ୍ତି ।

୭ – ଯଦି ଆପଣ ୭ ନାମବାରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭର ଜଣେ ନିର୍ମଳ ହୃଦୟର ବ୍ୟକ୍ତି ଅଟନ୍ତି ।

୮ – ଯଦି ଆପଣ ୮ ନମ୍ବରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭର ଆପଣଙ୍କର ସବୁ ମନ କଥା କୁ ବୁଝିଥାନ୍ତି ।

୯ – ଯଦି ଆପଣ ୯ ନମ୍ବରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭର ଆପଣଙ୍କ ସବୁ କଥାକୁ ଗୁରୁତ୍ଵ ସହ ଶୁଣିଥାନ୍ତି ଓ ମାନିଥାଆନ୍ତି ।

୧୦ – ଯଦି ଆପଣ ୧୦ ନମ୍ବରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭର ଟିକିଏ ଦୁଷ୍ଟ ଅଟନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ