Shahrukh Khan ଙ୍କ ସମର୍ଥନର୍ରେ ବାହାରିଲା Pakistan, ଫେମସ ପାକ୍ ଗଣମାଧ୍ୟମ ପ୍ରତିନିଧି ଯାହା tweet କରିଛନ୍ତି ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ

କିଙ୍ଗ ଖାନଙ୍କ ପୁଅ ଗି-ର-ଫ ହେବା ପରେ ଏହାକୁ ନେଇ ପାକିସ୍ତାନରେ ଚର୍ଚ୍ଚା ବଢୁଛି । ପାକିସ୍ତାନରେ ଅନେକ କଳାକାର ଶାହରୁଖ ଖାନଙ୍କୁ ସମର୍ଥନ କରିବା ସହ ଆର୍ୟନ ଖାନଙ୍କ ଗି-ର-ଫ-ଦା-ରୀ-କୁ ନାପସନ୍ଦ କରୁଛନ୍ତି । ସେଠାକାର ଗ-ଣ-ମା-ଧ୍ୟ-ମ ମଧ୍ୟ ଏନ-ସି-ବି ଉପରେ ମନଖୋଲା ବର୍ଷିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଆଉ ଏହାରି ମଧ୍ୟରେ ପାକିସ୍ତାନର ଲୋକପ୍ରିୟ ନ୍ଯୁଜ ଆଙ୍କର ୱାକର ଜାକାଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି ।

ସେ ଟ୍ବି-ଟ କରି ଲେଖିଛନ୍ତି, ‘ଶାହରୁଖ ସାର ଆପଣ ଭରତ ଛାଡି ଦିଅନ୍ତୁ ଓ ପାକିସ୍ତାନକୁ ପଳାଇ ଆସନ୍ତୁ । ନିଜେ ନୁହେଁ ବରଂ ପୁରା ପରିବାରକୁ ସାଙ୍ଗରେ ଧରି ପାକିସ୍ତାନ ପଳେଇ ଆସନ୍ତୁ ବୋଲି ସେ ଟ୍ବିଟ କରି ଲେଖିଛନ୍ତି ।’ କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ ଲେଖିଛନ୍ତି କି, ‘ଏହି ମୋଦି ସରକାର ଆପଣଙ୍କୁ ବହୁତ ହଇରାଣ କରୁଛନ୍ତି ଓ ତାଙ୍କ ସହ ଏନ-ସି-ବି ଆପଣଙ୍କ ସହ ଯାହା କଲା ତାକୁ ଆମେ ନି-ନ୍ଦା କରୁଛୁ ବୋଲି ସେ କହିଛନ୍ତି ।’ ଏହାସହ ଏହା ସଂପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ୱାକର ।

ଏହି ଟ୍ବି-ଟ ପରେ ସେ ସୋ-ସି-ଆ-ଲ ମି-ଡି-ଆ-ରେ ଟ୍ରୋ-ଲ ହେଉଛନ୍ତି । କିଛି ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ପରିହାସ ମଧ୍ୟ କରୁଛନ୍ତି । କୃ-ଜ ରେ-ଭ ପା-ର୍ଟି-ରେ ଆର୍ୟନ ଖାନ ଗି-ର-ଫ ହେବା ପରେ ବାରମ୍ବାର କୋର୍ଟ ତାଙ୍କ ଜା-ମି-ନ ଆବେଦନ ଖା-ର-ଜ କରିବାରେ ଲାଗିଛନ୍ତି ।

କିଙ୍ଗ ଖାନଙ୍କ ପୁଅ ସହ ଏହି ମା-ମ-ଲା-ରେ ଅନେକ ଛନ୍ଦି ହୋଇଛନ୍ତି । ଆଉ ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ତେବେ ଏହାରି ମଧ୍ୟରେ ଏହି ମା-ମ-ଲା-ରେ ଏକେ ବଡ ଟ୍ଵିଷ୍ଟ ସାମନାକୁ ଆସିଛି । ଶୁଣିବାକୁ ମିଳୁଛି କି ଆର୍ୟନଙ୍କୁ ମୁକ୍ତ କରିବାକୁ କାଳେ ଏକ ବଡ ଡିଲ୍ ହୋଇଥିଲା । ଆଉ ଏଥିପାଇଁ ଏନ-ସି-ବି ଅଧିକାରୀ ଶାହରୁଖଙ୍କୁ ୨୫ କୋଟି ଟଙ୍କା ମାଗିଥିଲେ । ଏହି ମା-ମ-ଲା-ରେ ଜଣେ ସା-କ୍ଷୀ ଏହିଭଳି ଏକ ସାଂ-ଘା-ତି-କ ଅ-ଭି-ଯୋ-ଗ ଆଣିଛନ୍ତି ।

ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରଭାକର ସେଲ ବୋଲି ଜଣାପଡିଛି । କିନ୍ତୁ ଏନେଇ ଏନସିବି ଅଧିକାରୀ ମୁହଁ ଖୋଲି ନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।