Gk Questions & Answers- ଗୋଟିଏ 100 ଟଙ୍କିଆ ନୋଟ କୁ କିପରି ଭାଙ୍ଗିବେ, ଯେଉଁଥିରେ 10 ଟଙ୍କାର ନୋଟ ନ ଥିବ, ହେଲେ ନୋଟ କେବଳ 10 ଟି ଥିବ, କୁହନ୍ତୁ କେମିତି ?

ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ବହୁତ ପ୍ରକାରର କଷ୍ଟ ପ୍ରଶ୍ନ ପଚରାଯାଏ । ଏହା ଦ୍ଵାରା ଆମେ ବହୁତ କିଛି ଶିଖିବାକୁ ପାଇଥାଉ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ ।

ଯଦି କେଉଁ ପିଲା ପାଠ ପଢିଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ଏହି ପ୍ରଶ୍ନ ଓ ଉତ୍ତର ଖେଳରେ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ରହିଛି ଯାହା ଆପଣ ମାନଙ୍କୁ ଉତ୍ତରରେ ଦେବାକୁ ପଡିବ । ୧- ୟୁନିଭର୍ସର ଅଧୟନକୁ କଣ କୁହାଯାଏ ? ଉତ୍ତର- କାସ୍ମୋଲଜି ୨- ବିଶ୍ଵର ସବୁଠାରୁ ବଡ ପ୍ରାୟଦ୍ଵିପ କଣ ? ଉତ୍ତର- ଆରବ ପ୍ରାୟଦ୍ଵିପ

୩- ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ କଣ ?

ଉତ୍ତର- ହଙ୍ଗକଙ୍ଗ

୪- ନବାବର ସହର କାହାକୁ କୁହାଯାଏ ?

ଉତ୍ତର- ଲକ୍ଷ୍ନୌ

୫- ହେଦର ଅଲ୍ଲୀର ଉତ୍ତରାଧିକାରୀ କିଏ ?

ଉତ୍ତର- ଟିପୁ ସୁଲତାନ

୬- ଦୂରଦର୍ଶନର ପ୍ରଥମ ପ୍ରସାରଣ କେଉଁଠାରେ ହୋଇଥିଲା ?

ଉତ୍ତର- ଦିଲ୍ଲୀ

୭- ପୋପର ସହର କାହାକୁ କୁହାଯାଏ ?

ଉତ୍ତର- ରୋମ

୮- ଖଟା ମହୁ କେଉଁଠାରେ ମିଳିଥାଏ ?

ଉତ୍ତର- ବ୍ରାଜିଲର ଜଙ୍ଗଲରେ

୯- ପନିରର ସବୁଠାରୁ ଅଧିକ ଉତ୍ପାଦକ ଦେଶ କିଏ ?

ଉତ୍ତର- ଭାରତ

୧୦- ଗୁଲାବର ସହର କାହାକୁ କୁହାଯାଏ ?

ଉତ୍ତର- ଚଣ୍ଡିଗଡ

୧୧- ଆକାଶର ନୀଳ ରଙ୍ଗ କେଉଁ କାରଣରୁ ହୋଇଥାଏ ?

ଉତ୍ତର- ପ୍ରକାଶର କିରଣ ଯୋଗୁ

୧୨- ଶ୍ୟାମସଙ୍ଗ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ସାଉଥ କୋରିୟା

୧୩- କେଉଁ ପଶୁ ସପ୍ତାହେ ଯାଏଁ ପାଣି ପିଏ ନାହି ?

ଉତ୍ତର- ଓଟ

୧୪- ଝିଲ୍ଲର ନଗର କାହାକୁ କୁହାଯାଏ ?

ଉତ୍ତର- ଶ୍ରୀନଗର

୧୫- ସବୁଠାରୁ ଅଧିକ ପୋଲିସ କେଉଁ ଦେଶରେ ଅଛି ?

ଉତ୍ତର- ଆମେରିକା

୧୬- ଗରିବଙ୍କର ଗାଈ କାହାକୁ କୁହାଯାଏ ?

ଉତ୍ତର- ଛେଳି

୧୭- ସଂସାରର ଛାତ କାହାକୁ କୁହାଯାଏ ?

ଉତ୍ତର- ପାମିରର ପଠାର

୧୮-  ସବୁଠାରୁ ଅଧିକ ଜନସଂଖ୍ୟା କେଉଁ ଦେଶରେ ଅଛି ?

ଉତ୍ତର- ଚୀନ

୧୯- କେନ୍ଦ୍ର ରେଳର ମୁଖ୍ୟାଳୟ କେଉଁଠାରେ ଅଛି ?

ଉତ୍ତର- ମୁମ୍ବାଇ

୨୦- ଚାଣକ୍ୟଙ୍କର ପିଲାଦିନର ନାଁ କଣ ?

ଉତ୍ତର- ବିଷ୍ଣୁଗୁପ୍ତ

୨୧- ଭାରତର ପ୍ରଥମ ମହିଳା ସୁଲତାନ କିଏ ?

ଉତ୍ତର- ରାଜିୟା ସୁଲତାନ

୨୨- ସୁର୍ଜ୍ୟୋଦୟର ଦେଶ କାହାକୁ କୁହାଯାଏ ?

ଉତ୍ତର- ଜାପାନ

୨୩- ଟ୍ରେନରେ କେତୋଟି ଗିୟର ଅଛି ?

ଉତ୍ତର- ୩୨

୨୪- ଉଲର ସବୁଠାରୁ ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଅଷ୍ଟ୍ରେଲିୟା

୨୫- ଆଳୁର ସନ୍ଧାନ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ପେରୁ

୨୬- ମିନି ପଞ୍ଜାବ କାହାକୁ କୁହାଯାଏ ?

ଉତ୍ତର- କାନାଡା

୨୭- ମେହରଗଡର ଦୁର୍ଗ କେଉଁଠାରେ ଅଛି ?

ଉତ୍ତର- ରାଜସ୍ଥାନ

୨୮- ବିଶ୍ଵର ସବୁଠାରୁ ଗହିର ଝିଲ୍ଲ କଣ ଅଟେ ?

ଉତ୍ତର- ବେକାଲ ଝିଲ୍ଲ

୨୯- ମେଘର ଘର କାହାକୁ କୁହାଯାଏ ?

ଉତ୍ତର- ମେଘାଳୟ

୩୦-  ୧୦୦ ଟଙ୍କିଆ ନୋଟକୁ ରେଜା କରିଲେ ୧୦ ଟଙ୍କା ନୋଟ ନ ଥିବ, ନୋଟ କେବଳ ୧୦ ହୋଇଥିବ କୁହ କିପରି କରାଯିବ ?

ଉତ୍ତର- ୨୦ ଟଙ୍କିଆ ୪ଟି ନୋଟ, ୨ ଟଙ୍କିଆ ୨ଟି ନୋଟ, ୫ ଟଙ୍କିଆ ୩ଟି ନୋଟ, ୧ ଟଙ୍କିଆ ୧ଟି ନୋଟ ନେଲେ ୧୦୦ ଟଙ୍କା ହେବ ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ