ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ବହୁତ ପ୍ରକାରର କଷ୍ଟ ପ୍ରଶ୍ନ ପଚରାଯାଏ । ଏହା ଦ୍ଵାରା ଆମେ ବହୁତ କିଛି ଶିଖିବାକୁ ପାଇଥାଉ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ ।
ଯଦି କେଉଁ ପିଲା ପାଠ ପଢିଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ଏହି ପ୍ରଶ୍ନ ଓ ଉତ୍ତର ଖେଳରେ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ରହିଛି ଯାହା ଆପଣ ମାନଙ୍କୁ ଉତ୍ତରରେ ଦେବାକୁ ପଡିବ । ୧- ୟୁନିଭର୍ସର ଅଧୟନକୁ କଣ କୁହାଯାଏ ? ଉତ୍ତର- କାସ୍ମୋଲଜି ୨- ବିଶ୍ଵର ସବୁଠାରୁ ବଡ ପ୍ରାୟଦ୍ଵିପ କଣ ? ଉତ୍ତର- ଆରବ ପ୍ରାୟଦ୍ଵିପ
୩- ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ କଣ ?
ଉତ୍ତର- ହଙ୍ଗକଙ୍ଗ
୪- ନବାବର ସହର କାହାକୁ କୁହାଯାଏ ?
ଉତ୍ତର- ଲକ୍ଷ୍ନୌ
୫- ହେଦର ଅଲ୍ଲୀର ଉତ୍ତରାଧିକାରୀ କିଏ ?
ଉତ୍ତର- ଟିପୁ ସୁଲତାନ
୬- ଦୂରଦର୍ଶନର ପ୍ରଥମ ପ୍ରସାରଣ କେଉଁଠାରେ ହୋଇଥିଲା ?
ଉତ୍ତର- ଦିଲ୍ଲୀ
୭- ପୋପର ସହର କାହାକୁ କୁହାଯାଏ ?
ଉତ୍ତର- ରୋମ
୮- ଖଟା ମହୁ କେଉଁଠାରେ ମିଳିଥାଏ ?
ଉତ୍ତର- ବ୍ରାଜିଲର ଜଙ୍ଗଲରେ
୯- ପନିରର ସବୁଠାରୁ ଅଧିକ ଉତ୍ପାଦକ ଦେଶ କିଏ ?
ଉତ୍ତର- ଭାରତ
୧୦- ଗୁଲାବର ସହର କାହାକୁ କୁହାଯାଏ ?
ଉତ୍ତର- ଚଣ୍ଡିଗଡ
୧୧- ଆକାଶର ନୀଳ ରଙ୍ଗ କେଉଁ କାରଣରୁ ହୋଇଥାଏ ?
ଉତ୍ତର- ପ୍ରକାଶର କିରଣ ଯୋଗୁ
୧୨- ଶ୍ୟାମସଙ୍ଗ କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର- ସାଉଥ କୋରିୟା
୧୩- କେଉଁ ପଶୁ ସପ୍ତାହେ ଯାଏଁ ପାଣି ପିଏ ନାହି ?
ଉତ୍ତର- ଓଟ
୧୪- ଝିଲ୍ଲର ନଗର କାହାକୁ କୁହାଯାଏ ?
ଉତ୍ତର- ଶ୍ରୀନଗର
୧୫- ସବୁଠାରୁ ଅଧିକ ପୋଲିସ କେଉଁ ଦେଶରେ ଅଛି ?
ଉତ୍ତର- ଆମେରିକା
୧୬- ଗରିବଙ୍କର ଗାଈ କାହାକୁ କୁହାଯାଏ ?
ଉତ୍ତର- ଛେଳି
୧୭- ସଂସାରର ଛାତ କାହାକୁ କୁହାଯାଏ ?
ଉତ୍ତର- ପାମିରର ପଠାର
୧୮- ସବୁଠାରୁ ଅଧିକ ଜନସଂଖ୍ୟା କେଉଁ ଦେଶରେ ଅଛି ?
ଉତ୍ତର- ଚୀନ
୧୯- କେନ୍ଦ୍ର ରେଳର ମୁଖ୍ୟାଳୟ କେଉଁଠାରେ ଅଛି ?
ଉତ୍ତର- ମୁମ୍ବାଇ
୨୦- ଚାଣକ୍ୟଙ୍କର ପିଲାଦିନର ନାଁ କଣ ?
ଉତ୍ତର- ବିଷ୍ଣୁଗୁପ୍ତ
୨୧- ଭାରତର ପ୍ରଥମ ମହିଳା ସୁଲତାନ କିଏ ?
ଉତ୍ତର- ରାଜିୟା ସୁଲତାନ
୨୨- ସୁର୍ଜ୍ୟୋଦୟର ଦେଶ କାହାକୁ କୁହାଯାଏ ?
ଉତ୍ତର- ଜାପାନ
୨୩- ଟ୍ରେନରେ କେତୋଟି ଗିୟର ଅଛି ?
ଉତ୍ତର- ୩୨
୨୪- ଉଲର ସବୁଠାରୁ ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?
ଉତ୍ତର- ଅଷ୍ଟ୍ରେଲିୟା
୨୫- ଆଳୁର ସନ୍ଧାନ କେଉଁ ଦେଶରେ ହୋଇଥିଲା ?
ଉତ୍ତର- ପେରୁ
୨୬- ମିନି ପଞ୍ଜାବ କାହାକୁ କୁହାଯାଏ ?
ଉତ୍ତର- କାନାଡା
୨୭- ମେହରଗଡର ଦୁର୍ଗ କେଉଁଠାରେ ଅଛି ?
ଉତ୍ତର- ରାଜସ୍ଥାନ
୨୮- ବିଶ୍ଵର ସବୁଠାରୁ ଗହିର ଝିଲ୍ଲ କଣ ଅଟେ ?
ଉତ୍ତର- ବେକାଲ ଝିଲ୍ଲ
୨୯- ମେଘର ଘର କାହାକୁ କୁହାଯାଏ ?
ଉତ୍ତର- ମେଘାଳୟ
୩୦- ୧୦୦ ଟଙ୍କିଆ ନୋଟକୁ ରେଜା କରିଲେ ୧୦ ଟଙ୍କା ନୋଟ ନ ଥିବ, ନୋଟ କେବଳ ୧୦ ହୋଇଥିବ କୁହ କିପରି କରାଯିବ ?
ଉତ୍ତର- ୨୦ ଟଙ୍କିଆ ୪ଟି ନୋଟ, ୨ ଟଙ୍କିଆ ୨ଟି ନୋଟ, ୫ ଟଙ୍କିଆ ୩ଟି ନୋଟ, ୧ ଟଙ୍କିଆ ୧ଟି ନୋଟ ନେଲେ ୧୦୦ ଟଙ୍କା ହେବ ।
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ