ଶେଷରେ ସତ ସାମ୍ନା କୁ ଆସିଲା, ଦୀପିକା ଙ୍କ ପିଲାର ବାପାର ପ୍ରକୃତ ପରିଚୟ ମିଳିଲା ।

ନମସ୍କାର ବନ୍ଧୁଗଣ । ଏବେ ଆସି ଯାଇଛି ଦୀପିକା ଓ ଦିନେଶ ଙ୍କ DNA ରିପୋର୍ଟ । ସବୁ ସତ ରିପୋର୍ଟ ରେ ଜଣା ପଡି ଯାଇଛି । ଦିନେଶ ଓ ଦୀପିକା ହିଁ ପିଲାର ବାପା ମା । ଦର୍ଶକ ବନ୍ଧୁ ଗତ କିଛି ମାସ ତଳେ ବ୍ରହ୍ମପୁର ବଡ ବଜାର ଜେସୀ ବେହେରା ସାହି ରେ ନିଜ ପୁଅର ପିତୃତ୍ଵ ଦାବି କରି ଦିନେଶ ନାମକ ଯୁବକ ଙ୍କ ଘର ଆଗରେ ଧାରଣା ରେ ବସିଥିଲେ ଦୀପିକା । ଦିନେଶ ସହ ଦୀପିକାଙ୍କର ପ୍ରେମ ସମ୍ପର୍କ ଥିଲା ଓ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଦୁହିଙ୍କର ଏକ ପୁଅ ଜନ୍ମ ହୋଇଥିଲା ବୋଲି ଦୀପିକା ଦାବି କରିଥିଲେ ।

ଆଉ ଯାହା ପାଇଁ ଖରା ବର୍ଷ ମଦ ଖାଇ ଦୀର୍ଘ ଦିନ ଧରି ଦୀପିକା ଦିନେଶଙ୍କ ଘରେ ଆଗରେ ବସି ଧାରଣା ଦେଇଥିଲେ । ହେଲେ ଏ କଥାକୁ ଦିନସେହ ଓ ତାଙ୍କ ପରିବାର ଅସ୍ଵୀକାର କରିଆ ଆସୁଥିଲେ । ଏହାରି ଭିତରେ ଗତ କାଲି ଦୀପିକା ଦିନେଶ ଙ୍କ ଘର ଆଗରେ ବସି ତାଙ୍କ DNA ରିପୋର୍ଟ ଆସିଛି ଓ ରିପୋର୍ଟ ରୁ ସ୍ପଷ୍ଟ ହୋଇଛି କି ଦିନେଶ ହିଁ ତାଙ୍କ ପିଲାର ବାପା ।

2021ରେ ହୋଇଥିବା ମାମଲାରେ ରାଜ୍ୟ ଫରେନସିକ ଲାବ୍ରୋଟୋରି ଏହି ରିପୋର୍ଟ ଦେଇଛନ୍ତି । ଆଉ ଏହାର ସାଟିଫାୟାଡ କପି ଥାନାରୁ ଆଣିଛନ୍ତି ଦିନେଶ ଙ୍କ ଘର ଆଗରେ ବସିଥିବା କେ ଦୀପିକା । ଏ ନେଇ ଦୀପିକା ଗଣମାଧ୍ୟମରେ କହିଛନ୍ତି ଯେ DNA ରିପୋର୍ଟ ମୁଁ ଧରିକି ବସିଛି । କାରଣ ଦିନେଶ ଓ ତାଙ୍କ ପରିବାର ମୋତେ ବହୁତ ନିର୍ଯ୍ୟାତନା ଦେଇଛନ୍ତି ।

ଯଦି କାହା ସହ ଜଣଙ୍କର ସମ୍ପର୍କ ନ ଥାନ୍ତା ତେବେ କେହି ବି କାହାଘର ଆଗରେ ବସିବା ନାହିଁ କି ତାର ହକ ମାଗିବ ନାହିଁ । ଆଉ କେହି ଝିଅ ଏମିତି କାହିଁକି କରିବେ ? ଯେହେତୁ ମୋତେ ମିଛ ପ୍ରତିସୃଷ୍ଟି ଦେଇ ମୋ ଲାଇଫ ସହ ମୋ ପିଲା ସହ ଖେଳୁଛି । ମୋ ପିଲାର ଭଲ ମନ୍ଦ କେହି ବୁଝୁ ନାହାନ୍ତି । ସମାଜରେ ବଞ୍ଚିବା କଷ୍ଟ ହେଉଛି ।

ମୁଁ ଏବେ ଦେଖାଇ ପାରିବି ସମାଜକୁ ମୋ ସ୍ଵାମୀ ଓ ତା ପରିବାର ମୋ ସହ କମ ଗେମ ଖେଳିଛନ୍ତି । କେଉଁ ଟାଇପର ନିର୍ଯ୍ୟାତନା ଦେଇଛନ୍ତି । ମରୀଚ ପାଣି ଆଣି ପକାଉଛନ୍ତି । ତାଙ୍କ ଘରକୁ ଯିବାର ମୋର ହକା ଅଛି । ଆଜି ତ ସୋ ଆଉଟ କରିଲି । ଯେହେତୁ ମୁଁ କୋର୍ଟ କୁ ବିଶ୍ଵାସ କରୁଛି ସେଥିପାଇଁ ଆଇନ ର ସାହାରା ମୁଁ ନେବି ।

ମୁଁ ବାହାରେ ବସି ଧାରଣା ଦେବୀ ଯେ ପର୍ଯ୍ଯନ୍ତ ସେ ମୋତେ ଓ ପିଲା କୁ ଗ୍ରହଣ କରି ନାହାନ୍ତି । ତେବେ ଦୀପିକା ଙ୍କ ପିଲାର ବାପା ଦିନେଶ ବୋଲି DNA ରିପୋର୍ଟ ସ୍ପଷ୍ଟ ଅରିଥିବା ବେଳେ ଦୀପିକା ଓ ତାଙ୍କ ପୁଅ କୁ ଅଧିକାର କେବେ ମିଳୁଛି ଦେଖିବାକୁ ବାକି ରହିଲା ।

ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।