ଘରେ ଝିଅର ଏକୋଇସା ହେଉଥିଲା, ସେପଟେ ଝିଅର ବାପା ସବୁ ଦିନ ପାଇଁ ଚାଲିଗଲେ ।

ସୁମିତ୍ରା ଆଜି ହେଉଛି ଆମ ଝିଅର ଏକୋଇସିଆ । ତୁ ତାକୁ ମାରି ଦେ । ନ ହେଲେ ମୁଁ ମରିଯିବୀ । ତୁ ଯଦି ଆମର ଶିଶୁ କନ୍ୟା କୁ ନ ମାରିବୁ ତା ହେଲେ ମୁଁ ମରିଯିବି। ତୁ ମତେ ଚାହୁଁଛୁ ନା ଆମ ଛୁଆ ଚାହୁଁଛୁ । ତୋ ପାଖରେ ଗୋଟେ ରାସ୍ତା ଅଛି ତୁ ଆମ ଝିଅ ସହ ରହିବୁ ନା ମୋ ସହ । ତୋ ପାଇଁ ତୋ ଝିଅ ବଡ ନା ତୋ ସ୍ଵାମୀ । ଭିଡିଓ କଲ କରି ଆଜି ମୁଁ ଜୀବନ ହାରୁଛି । ନମସ୍କାର ବନ୍ଧୁଗଣ ।

ନିଜର ଝିଅକୁ ମାରି ଦେବା କହି ସ୍ଵାମୀ ଜଣକ ସ୍ତ୍ରୀ କୁ ଭିଡିଓ କଲ କରି ଜୀବନ ହାରି ଦେଇଛନ୍ତି । ଏଭଳି ଏକ ଘଟଣା ଏବେ ସାମନା କୁ ଆସିଛି । ସମ୍ବିତ ଓ ସୁମିତ୍ରା ଉଭୟ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ । କିଛି ଦିନ ଏକାଠି ରହିବା ପରେ ଏମାନେ ଅଲଗା ହୋଇଗଲେ । ଅଲଗା ଅଲଗା ଜାତି ହୋଇ ଥିବାରୁ ସମ୍ବିତ ତାଙ୍କ ସ୍ତ୍ରୀ ସୁମିତ୍ରା କୁ ବାପଘରକୁ ଛାଡି ଦେଇଥିଲା ।

ତା ପରେ ପୁଣି ପ୍ରେମ ନିବିଡ ହେଲା ଓ ମନ ମିଶିଲା । ଆଉ ସ୍ଵାମୀ ସ୍ତ୍ରୀ ପୁଣି ଏକାଠି ହୋଇଥିଲେ । ତା ପରେ ଦୁହିଙ୍କର ଶିଶୁ କନ୍ୟା ଜନ୍ମ ଜାତ ହେଲା । ଆଉ ଆଜି ସେହି ଶିଶୁ କନ୍ୟା ପାଇଁ ବାପା ଆଜି ଜୀବନ ହାରି ଦେଲା । ସମ୍ବିତ ବାରମ୍ବାର ସୁମିତ୍ରା ଙ୍କୁ କହୁଥିଲେ ସେ 21 ଦିନର ଶିଶୁ କନ୍ୟା କୁ ଜୀବନରୁ ମାରି ଦେବା ପାଇଁ । କିନ୍ତୁ ସୁମିତ୍ରା ସ୍ଵାମୀ କଥା ନ ମାନି ଛୁଆ କୁ ମାରି ନ ଥିଲା ।

ସେଥିପାଇଁ ସ୍ଵାମୀ ସମ୍ବିତ ଆଜି ଜୀବନ ହାରି ଦେଇଛି । ସ୍ଵାମୀ ର ମୃତ ଶରୀର ପଛରେ କାନ୍ଦି କାନ୍ଦି ଧାଇଁ ଯାଉଛି ସ୍ତ୍ରୀ । କାରଣ ସୁମିତ୍ରା ଙ୍କ ମଥା ରୁ ସବୁ ଦିନ ପାଇଁ ସିନ୍ଦୁର ଲିଭି ଯାଇଛି ଆଉ ସେ ଆରପାରିକୁ ଚାଲି ଯାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ । ଗୋଡିପଡା ଫାଣ୍ଡି ତୋଡିବାରି ଗାଁ ର ସମ୍ବିତ ସାହୁ ଆଜି ନିଜ ଜୀବନ ହାରି ଦେଇଛନ୍ତି ।

ତେବେ ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ବ୍ଯବଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ଏହା କେମିତି ଘଟିଲା ? ସମ୍ବିତ ଜୀବନ ହାରିବା ପରେ ଏବେ ପୁରା ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଦେଖିବାକୁ ବାକି ରହିଲା ଏହି ଘଟଣାରେ କେବେ ପଡୁଛି ଜବନିକା ।

ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।