ଖୋଲୁଛି ରହସ୍ୟ, ସଞ୍ଜୟ, ଅନୀଲ ପରେ ଏବେ ପୁଣି ଏ DJ କିଏ ? କଣ ପାଇଁ Subhalakhsmi ଡିଜେକୁ କରୁଥିଲେ କଲ ?

ଶେଷ ଥର ପାଇଁ ଡିଜେ ବାଲା ଙ୍କୁ ଭିଡିଓ କଲ । ମୃତ୍ୟୁ ପୂର୍ବରୁ ଡିଜେ ବାଲା ବାବୁଙ୍କ ସହ ଅନେକ କଥା ହୋଇଥିଲେ । ତା ପରେ ଯାଇ ତାଙ୍କର ମୃତ୍ୟୁ ହୋଇଥିଲା । ହଁ ଦର୍ଶକ ବନ୍ଧୁ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁ କୁ ନେଇ ଦିନକୁ ଦିନ ଗୋଟେ ପରେ ଗୋଟେ ବଡ ସୁରାଗ ମିଳିବାରେ ଲାଗିଛି । ଗୋଟେ ପରେ ଗୋଟେ ସାଂଘାତିକ ତଥ୍ୟ ସାମନା କୁ ଆସୁଛି । ଏବେ ଜେଣ ଯୁବକଙ୍କ ନାଁ ଆସିଛି ଯିଏ ଡିଜେ ବଜାନ୍ତି ।

ସକାଳ ହେଲା ମାତ୍ର ପୋଲିସ ହାତରେ ଗୋଟେ ପରେ ଗୋଟେ ତଥ୍ୟ ଲାଗୁଛି । ତେବେ କିଏ ସେ ଡିଜେ ଯାହାଙ୍କ ସହ ଶେଷ ଭିଡିଓ କଲ ରେ କଥା ହୋଇଥିଲେ ଶୁଭଲକ୍ଷ୍ମୀ । ଡିଜେ ବଜାଉ ଥିବା ଯୁବକ ଜଣକ ସେହି ଦୀପାଲି ବାର ର ନୁହେଁ ତ ? ଯାହାଙ୍କ ସହ ଶେଷ ଭିଡିଓ କଲ ରେ କଥା ହୋଇଥିଲେ ଶୁଭଲକ୍ଷ୍ମୀ । ସ୍ଵାଭାବିକ କଥା ହେଉଛି ଶୁଭଲକ୍ଷ୍ମୀ ଯେହେତୁ ବାର ରେ ଡ୍ୟାନ୍ସ କରୁଥିଲେ ତାଙ୍କର ଅନେକ ଡିଜେ ବାଲା ଙ୍କ ସହ ସମ୍ପର୍କ ରହିଥିବ ।

ଖାଲି ସମ୍ପର୍କ ନୁହେଁ ବହୁତ ଭଲ ସମ୍ପର୍କ ଥିବ । ବୋଧ ହୁଏ ସେଥିପାଇଁ କିଛି ମନର କଥା ଜଣାଇବାକୁ ଶୁଭ ଶେଷ ସମୟରେ ଭିଡିଓ କଲ କରିଥିଲେ । ଆଉ ସେହି ଡିଜେ ବାଲା ବାବୁଙ୍କ ସହ ଅନେକ ସମୟ ଧରି କଥା ହୋଇ ପାରନ୍ତି । କାନ୍ଦି କାନ୍ଦି ମନର କଥା କହିଥିବେ ଶୁଭଲକ୍ଷ୍ମୀ ଡିଜେ ବାଲା ବାବୁ ଙ୍କୁ । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ଡିଜେ ବାଲା ସହ କଥା ହୋଇଥିଲେ ଯାହା ଏବେ ସବୁଠୁ ବଡ ସୁରାଗ ପୋଲିସ ହାତରେ ଲାଗିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଡିଜେ ବାଲା ଯୁବକ ଜଣକ କିଏ ? କାହିଁକି ଶୁଭଲକ୍ଷ୍ମୀ ତାଙ୍କୁ ଭିଡିଓ କଲ କରିଥିଲେ ? ଭିଡିଓ କଲ କରି କଣ କହିବାକୁ ବା ଦେଖାଇବାକୁ ଚାହୁଁ ଥିଲେ ? ଏଭଳି କିଛି ଏବେ ତଦନ୍ତ ପରିସରଭୁକ୍ତ ହୋଇଛି । ତେବେ ଉକ୍ତ ଡିଜେ ବାଲା ବାବୁ ଙ୍କୁ ଜେରା ହେବା ପରେ ଏ ସବୁ ପ୍ରବଶ୍ର ଉତ୍ତର ମିଳି ପାରିବ ବୋଲି ଆଶା କରା ଯାଉଛି ।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଶୁଭଲକ୍ଷ୍ମୀ ଙ୍କ 2ଟି ଫୋନ ରେ ଥିବା 2ଟି ଇଂଷ୍ଟାଗ୍ରାମ, ସ୍ନାପଚ୍ୟାଟ ଆକାଉଣ୍ଟ, ୱ୍ହାଟସପ ରେ 8 ଜଣଙ୍କୁ ଏକାଧିକ ଥର ଭିଡିଓ କଲ କରିଥିଲେ ଶୁଭଲକ୍ଷ୍ମୀ । ଯାହା ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି । ତେବେ CTR ରିପୋର୍ଟ ରୁ ସ୍ପଷ୍ଟ ହୋଇଛି କି ରାତି ସନ୍ଧ୍ୟା 6ରୁ ରାତି 1:10 ମିନିଟ ମଧ୍ୟ ଶୁଭଲକ୍ଷ୍ମୀ 12 ଜଣଙ୍କ ସହ କଥା ହୋଇଥିଲେ ।

କାହା ସହ 10 ସେକେଣ୍ଡ ତ ଆଉ କାହା ସହ 12 ସେକେଣ୍ଡ କଥା ହୋଇଥିଲେ । କିନ୍ତୁ ଶେଷ ଥର ପାଇଁ 40 ସେକେଣ୍ଡ ପାଇଁ କଥା ହୋଇଥିଲେ । ଖାଲି ସେତିକି ନୁହେଁ ଆଉ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ତାଙ୍କ ପାଖକୁ 12 ଥର କଲ ଆସିଥିଲା । ବନ୍ଧୁଗଣ ଆପଣ ମାନେ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।