ଟିମ ଇଣ୍ଡିଆର ସେହି ଖେଳାଳି ଯାହା ଘରେ ତଳେ ବସି ଖାଇଥାନ୍ତି ବିରାଟ କୋହଲି, ପିତା ଚଲାନ୍ତି ଅଟୋ

ଯେତେବେଳେ କାହାକୁ ସହଜରେ ସଫଳତା ମିଳିଯାଏ ତେବେ ତାହାର ମଜା ସେତେ ମିଳେ ନାହିଁ ଯେତେ ମଜା କି ମାଟିରୁ ଆକାଶକୁ ଯିବାରେ ମିଳିଥାଏ । କିଛି ଏମିତି ହିଁ ଜୀବନ ଅଟେ ଅଟୋ ରିକ୍ସା ଡ୍ରାଇଭରଙ୍କର ପୁଅ ମୋହମ୍ମଦ ସିରାଜଙ୍କର, ଯିଏକି ୨୪ ବର୍ଷ ବୟସରେ ହିଁ ହାଇଦ୍ରାବାଦ ଗଳୀରୁ ବାହାରି କ୍ରିକେଟ ଦୁନିଆର ଭଲ ଖେଳାଳି ହୋଇ ପାରିଥିଲେ । ସିରାଜଙ୍କୁ ଅସ୍ଟ୍ରେଲିୟାର ୩ ଟି ୱନଡେ ମ୍ୟାଚରେ ବଛା ଯାଇଥିଲା ।

ଆଜି ଆମେ ଟିମ ଇଣ୍ଡିଆର ସେହି ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ଘରର ତଳେ ବସି ଖାଇଥିଲେ ବିରାଟ କୋହଲି, ତାଙ୍କ ପିତା ଅଟୋ ଡ୍ରାଇଭର ଅଟନ୍ତି ।

ଟିମ ଇଣ୍ଡିଆର ସେହି ଖେଳାଳି ଯାହାର ଘରର ତଳେ ବସି ଖାଇଥାନ୍ତି ବିରାଟ କୋହଲି

ମୋହମ୍ମଦ ସିରାଜଙ୍କର ଟିମରେ ସିଲେକ୍ଶନ ହେବ ପରେ ସୋସିୟାଲ ମିଡିୟାରେ ତାଙ୍କର ଚର୍ଚା ହେବାର ଲାଗିଛି । ସିରାଜଙ୍କର ପିତା ପ୍ରଥେମ ଅଟୋ ଚଳାଇ ନିଜର ଘର ଚଲାଉ ଥିଲେ କିନ୍ତୁ ବର୍ତ୍ତମାନ ସିରାଜ ନିଜ ଘରର ସବୁ ଅସୁବିଧାକୁ ଦୂର କରି ପାରିବେ । ସୋସିୟାଲ ମିଡିୟାରେ ଗୋଟିଏ ଫଟୋ ଭାଇରାଲ ହେଉଛି ଯେଉଁଠି ସିରାଜଙ୍କ ଘରେ ବିରାଟ କୋହଲି ଏବଂ ବାକି ଖେଳାଳି ତଳେ ବସି ତାଙ୍କ ମାଆଙ୍କ ହାତରେ ତିଆରି ହାଇଦ୍ରାବାଦ ବିରାୟାନୀର ମଜା ନେଉଛନ୍ତି ।

ଏହି ଫଟୋ ଗତ ବର୍ଷର ଅଟେ ଯେତେବେଳେ IPLରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟ ଚୈଲେଂଜର୍ସ ବୈଂଗଲୁରୂ ମଧ୍ୟରେ ମ୍ୟାଚ ହେଉଥିଲା କିନ୍ତୁ ଆପଣ ମାନଙ୍କୁ କହିଦେଉହକୁ ଯେ ମ୍ୟାଚ ପୂର୍ବରୁ କୋହଲି ସିରାଜଙ୍କ ଘରେ ପହଞ୍ଚି ଥିଲେ । ସିରାଜ ନିଜେ ହାଇଦ୍ରାବଦର ଅଟନ୍ତି କିନ୍ତୁ ସେ ରୟାଲ ଚୈଲେଂଜର୍ସ ବୈଂଗଲୁରୂ ପାଇଁ ଖେଳନ୍ତି ।

ମୋହମ୍ମଦ ସିରାଜଙ୍କର ପିତା ମୋହମ୍ମଦ ଗୌସଙ୍କର ଆୟ ବହୁତ କମ ଅଟେ ତଥାପି ନିଜର ଆର୍ଥିକ ଅସୁବିଧାରେ ବି ସିରାଜର ସ୍ଵପ୍ନକୁ ପୁରା କରିଛନ୍ତି । ବହୁତ ଅସୁବିଧା ଥିଲେ ବି ସିରାଜଙ୍କର ପିତା ସିରାଜ ପାଇଁ ଦାମିକିଆ କ୍ରିକେଟ କୀଟ କିଣି ଦେଇଛନ୍ତି ଏବଂ ସିରାଜ ବି ଦରିଦ୍ରତା କଣ ଜାଣିଛନ୍ତି । ସେଥିପାଇଁ ସେ ଗରିବ ପିଲାଙ୍କୁ ଫ୍ରୀରେ କ୍ରିକେଟ କୋଚିଙ୍ଗ ଦିଅନ୍ତି ।

ମୋହମ୍ମଦ ସିରାଜଙ୍କୁ ଏମିତି ମିଳିଲା ବ୍ରେକ

କ୍ରିକେଟ ଦୁନିଆରେ ସିରାଜଙ୍କୁ ପ୍ରଥମ ବ୍ରେକ IPLରେ ମିଳିଥିଲା । IPL ଦଶମ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨.୬ କୋଟି ଟଙ୍କାରେ କିଣିଥିଲେ ଏବଂ ବର୍ତ୍ତମାନ ତାଙ୍କର ବୟସ ୨୩ ବର୍ଷ ଅଟେ । ସିରାଜ ହାଇଦ୍ରାବାଦ ପାଇଁ ଭଲ ଖେଳିଥିଲେ ଏବଂ ଏହା ମଧ୍ୟରେ ତାଙ୍କର ବନ୍ଧୁତା ବିରାଟଙ୍କ ସହ ହୋଇଥିଲା । ସିରାଜର ଏକ ଇଣ୍ଟରଭିୟୁରେ କହିଥିଲେ କି ତାଙ୍କର ପ୍ରଥମ ଆୟ ୫୦୦ ଟଙ୍କା ଥିଲା ।

୭ ବର୍ଷ ବୟସରୁ ହିଁ ସେ କ୍ରିକେଟ ଖେଳିବା ଆରମ୍ଭ କରିଦେଇଥିଲେ । ସେ ୨୦୧୫ରେ ପ୍ରଥମ ଥର କ୍ରିକେଟ ବଳରେ ବୋଲିଙ୍ଗ କରିଥିଲେ । ୨୦୧୭ରେ ନ୍ଯୂଜୀଲୈଂଡ ବିରୁଦ୍ଧରେ ଟି୨୦ ମ୍ୟାଚରେ ଡେବ୍ୟୁ କରିଥିଲେ ।