ସୀମାରେ ପହଞ୍ଚିଲା ତେଜସ ବିମାନ, କଣ ରହିଛି ଏହା ପଛରେ କାରଣ

ବର୍ତମାନ ସୀମାରେ ଚିନ୍ତା ବୃଦ୍ଧି ହେଇଚି । କାରଣ ବର୍ତମାନ ଆମର ତେଜାସ୍ ବିମାନ କୁ ସେଠାକୁ ପଠାଯାଇଛି । ଆମର ତେଜସ୍ ବିମାନକୁ ଏତେ ଦିନ ଧରି ପଠା ଯାଇନଥିଲା କିନ୍ତୁ ଏବେ ତେଯସ୍ ବିମାନ ପଠାଯାଇଛି । ଆଗରୁ ରାଫେଲ, ମୀଗ ୨୯ ବିମାନ ପଠା ଯାଇଥିଲା । ତେବେ ସୀମାରେ କଣ ଚିନ୍ତା ବୃଦ୍ଧି ପାଇଛି ଚାଲନ୍ତୁ ଜାଣିବା ।

ସୀମାରେ ଚାଲିଥିବା କୌଣସି ପ୍ଲାନ ବା ଚିନ୍ତା କୁ କେବେ କୌଣସି ସ୍ଥାନରେ କୁହା ଯାଇନାହିଁ, କେବଳ ସୀମାରେ ଥିବାର ସେନା ମନେ ହିଁ ଜାଣିଥାନ୍ତି । ତେଣୁ ଯେଉଁ କାରଣ ପାଇଁ ତେଯଶ କୁ ସୀମାକୁ ପଠା ଗଲା ଆମେ ଏହା କହି ପାରିବା କି ତେଜୁସ୍ ଭାରତ ପାଇଁ ଗୋଟେ ଷ୍ଟ୍ରଙ୍ଗ ପଏଣ୍ଟ ନେଇକି ଆସିଛି ଡିଫେନ୍ସରେ ।

ତେଯସ ରେ ବହୁତ୍ କିଛି ଇମ୍ପ୍ରୋଭମେନ୍ଟ ହୋଇଛି । ତେଜାସ j୨୦ ଆଗରେ କିଛି ବି ନୁହେଁ କିନ୍ତୁ j୨୦ ଫିଫ୍ତ୍ ଜେନେରେସନ ର ଯେଟ୍ ଅଟେ କିନ୍ତୁ ତେଜଶ ୩ ଜେନେରେସନ୍ ର ଫାଇଟର ଜେଟ କିନ୍ତୁ ଏଥିରେ ବର୍ତମାନ ଯେଉଁ ସବୁ ଉନ୍ନତି କରାଯାଇଛି ତାହା ବହୁତ୍ ଭଲ ଅଛି । ଏଥିରେ ୬ ଟା ଅଲଗା ଅଲଗା ମିଶାଇଲ କୁ ଫିଟ୍ କରା ଯାଇଛି ।

କିଛି ସ୍ପ୍ରଷ୍ଟ ହୋଇନାହିଁ କି ଏହି ମିସାଇଲ ଗୁଡ଼ିକ କଣ । ଏହି ବିମାନ ରେ BVR ଏବଂ ଲକିଂ ଡାଉନ୍ ଫସିଲିଟି ରେ ଉନ୍ନତି କରାଯାଇଛି । ତେଜସ କୁ ସୀମାକୁ ନିଆ ଯାଇଛି ମାନେ ଏହାର କୌଣସି ନା କୌଣସି ବଡ଼ କାରଣ ନିଶ୍ଚିତ ଭାବରେ ରହିଛି । ତେବେ ଯାହା କାରଣ ରହିଛି ତାହା ସଫଳ ହେବ ବୋଲି ଆମର ଆଶା ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।