ସିଟ୍ କୁ ନେଇ ଆରମ୍ଭ ହେଲା ବଚସା, ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ପୋଡି ମାରିଦେଲେ ଦୁର୍ବୃତ୍ତ ! ଦେଖନ୍ତୁ କି ଭୟଙ୍କର ଦୃଶ୍ୟ !

ଟ୍ରେନରେ ଯାତ୍ରୀଙ୍କୁ ପୋଡି ମା-ରି-ଲେ ଦୁର୍ବୃତ୍ତ । ସିଟ୍ କୁ ନେଇ ଟ୍ରେନରେ ବିବାଦ ଉପୁଜିବା ପରେ ଜଣେ ଯାତ୍ରୀଙ୍କୁ ନିଆଁ ଲଗାଇ ପୋ-ଡି ଦେଇଛି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେରଳରେ । ଏହି ଘଟଣାରେ ପ୍ରାୟ ତିନିଜଣ ଯାତ୍ରୀଙ୍କ ଜୀବନ ଚାଲି ଯାଇଥିବା ବେଳେ 9 ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି । ଟ୍ରେନ ଟ୍ରାକରୁ ଜଣେ ମହିଳା, ଜଣେ ଶିଶୁ ଏବଂ ଜଣେ ବ୍ୟକ୍ତିଙ୍କର ମୃ-ତ-ଦେ-ହ ଉଦ୍ଧାର କରିଛି ପୋଲିସ ।

ସେମାନେ ଟ୍ରେନରେ ଚଢିବା ପରେ ସିଟ୍ ରେ ବସିବାକୁ ନେଇ ବଚସା ହୋଇଥିଲା । ବିବାଦ ଏଭଳି ଉଗ୍ରରୂପ ନେଇଥିଲା ଯେ ତିନିଜଣ ଦୁର୍ବୃତ୍ତ ଅଲପୁଝା କନୌର ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ । ଏଭଳି ଭୟଙ୍କର କାଣ୍ଡ ଘଟାଇବା ପରେ ତିନିଜଣ ଯାକ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି । ଟ୍ରେନରେ ଥିବା ଅନ୍ୟ ଯାତ୍ରୀମାନେ ଏ ଘଟଣା ସମ୍ପର୍କରେ ରେଳ ବିଭାଗକୁ ସୂଚନା ପ୍ରଦାନ କରିଥିଲେ ।

ଫଳରେ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ତିନିଜଣଙ୍କ ମୃ-ତ-ଦେ-ହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । ଟ୍ରେନ ଟ୍ରାକରେ ଶିଶୁକୁ ମିଶାଇ ଜଳି ଯାଇଥିବା ତିନିଜଣ ଯାତ୍ରୀଙ୍କ ମୃ-ତ-ଦେ-ହ-କୁ ପୋଲିସ ଉଦ୍ଧାର କରିଛି । ସେ ସମସ୍ତଙ୍କ ମୃ-ତ-ଦେ-ହ କୋଝିକୋଡ ଲାଥୁର ଷ୍ଟେସନ ନିକଟ ଟ୍ରାକରେ ପଡି ରହିଥିଲା । ସେ ସମସ୍ତଙ୍କୁ ଜିଅଁନ୍ତା ଜା-ଳି ଦେଇଛନ୍ତି ଦୁର୍ବୃତ୍ତ ମାନେ । ଟ୍ରେନ ସିଟ୍ ରେ ବସିବା ନେଇ ମୃ-ତ-କ ଏବଂ ଦୁ-ର୍ବୃ-ତ୍ତ-ଙ୍କ ମଧ୍ୟରେ ବଚସା ହୋଇଥିଲା ।

ଶେଷରେ ଦୁର୍ବୃତ୍ତ ମାନେ ଶଇତାନ ସାଜି ଯାଇଥିଲେ । ଆଗପଛ ନ ବିଚାରୀ ସିଧା ସେ ସମସ୍ତଙ୍କ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଏବଂ ଟ୍ରେନ ବଗିରୁ ଠେଲି ଦେଇଥିଲେ । ସେହି ତିନିଜଣଙ୍କ ବ୍ଯତୀତ ସେଠାରେ ଥିବା ଆହୁରି 9 ଜଣ ଯାତ୍ରୀ ମଧ୍ୟ ଗୁରୁତର ଆ-ହ-ତ ହୋଇଥିବା ଜଣାପଡିଛି । କହିବାକୁ ଗଲେ ଏକ ବଡ ଟ୍ରେନ ଦୁର୍ଘଟଣାରୁ ମଧ୍ୟ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସମଶ୍ନ୍ୟ ବଚସାରୁ ଏହିଭଳି କାଣ୍ଡ ଘଟାଇବା ସତରେ କେତେ ଭୟାନକ ଆପଣ ଅନୁମାନ କରି ପାରୁଥିବେ ।

ତେବେ ଯାତ୍ରା କରିବା ବେଳେ ଏଭଳି ସାମାନ୍ଯ ବଚସାରୁ ଦୂରେଇ ରହିବା ଉଚିତ । କାରଣ ବେଳେବେଳେ ସାମାନ୍ଯ ବଚସା ମଧ୍ୟ କେତେ ଉଗ୍ର ରୂପ ଧାରଣ କରିପାରେ ଆପଣ ଅନୁମାନ କରି ପାରୁଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।