ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲାମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହତି ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣିନଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତିର୍ଣ ହୋଇପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସମସ୍ତ ପ୍ରଶ୍ନର ଉତ୍ତର ସମ୍ପର୍କରେ ।
1- କେଉଁ ପଶୁ ନିଜର ଗୋଡକୁ ହାତ ପରି ବ୍ୟବହାର କରିଥାଏ ? ଉତ୍ତର: ମାଙ୍କଡ ନିଜର ଗୋଡକୁ ହାତ ଭଳି ବ୍ୟବହାର କରିଥାଏ ।
2- ବିଶ୍ଵ ହାତ ଧୁଆ ଦିବସ କେବେ ପାଳନ କରାଯାଏ ? ଉତ୍ତର: ଅକ୍ଟୋବର ମାସ 15 ତାରିଖ ଦିନ ବିଶ୍ଵ ହାତ ଧୁଆ ଦିବସ ପାଳନ କରାଯାଏ ।
3- ଓଡିଶାର ପ୍ରଥମ ସର୍ଜନ ଡାକ୍ତର କିଏ ? ଉତ୍ତର: ଜୋସ୍ମା ଦେବୀ ।
6- ଧୂଆଁ ପତ୍ର ଲଙ୍କା ମରିଚ ଚାଷରେ କେଉଁ ଜିଲ୍ଲା ଅଗ୍ରଣୀ ଅଟେ ? ଉତ୍ତର: କନ୍ଧମାଳ ।
7- କେଉଁ ଜିଲ୍ଲା ମରୁଡି ଗ୍ରସ୍ତ ଜିଲ୍ଲା ଅଟେ ? ଉତ୍ତର: କନ୍ଧମାଳ ।
8- ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ ଓ ଏହାର ଉଚ୍ଚତା କେତେ ? ଉତ୍ତର: ଜଜାତି କେଶରୀ ଲିଙ୍ଗରାଜ ମନ୍ଦିର ନିର୍ମାଣ କରିଥିଲେ ଏବଂ ଏହି ମନ୍ଦିରର ଉଚ୍ଚତା ଥିଲା 180 ଫୁଟ ।
9- ଶ୍ରବଣ ଧାରା ଜଳ ପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ? ଉତ୍ତର: କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ।
10- ଗନ୍ଧମାର୍ଦ୍ଧନ କେଉଁ ଜିଲ୍ଲାରେ ଅବସ୍ଥିତ ? ଉତ୍ତର ବଲାଙ୍ଗୀର ଜିଲ୍ଲାରେ ଗନ୍ଧମାର୍ଦ୍ଧନ ଅବସ୍ଥିତ ।
11- ଚିଲିକା ହ୍ରଦରେ କେଉଁ ଚାଷ କରାଯାଏ ? ଉତ୍ତର: ଚିଙ୍ଗୁଡି ।
12- ଓଡିଶାରେ ସବୁଠାରୁ ବଡ ଜିଲ୍ଲାର ନାମ କଣ ଲୋକ ସଂଖ୍ୟା ଅନୁଯାୟୀ ? ଉତ୍ତର: ଗଞ୍ଜାମ ।
13- ବିନ୍ଦୁସାଗର କେଉଁଠି ଅବସ୍ଥିତ ? ଉତ୍ତର: ଭୁବନେଶ୍ଵରରେ ବିନ୍ଦୁସାଗର ଅବସ୍ଥିତ ଅଟେ ।
14- ବିଶ୍ଵର ସବୁଠାରୁ ବଡ ମହାଦ୍ଵୀପର ନାମ କଣ ? ଉତ୍ତର: ଏସିଆ ।
15- ଭାରତ ସମ୍ବିଧାନର ପିତା ବୋଲି କାହାକୁ କୁହାଯାଏ ? ଉତ୍ତର: ଭୀମରାଓ ଆମ୍ବେଦକର ।
16- ଭାରତରେ ସର୍ବ ପ୍ରଥମେ କେଉଁ ମସିହାରେ ମୋବାଇଲ ଆରମ୍ଭ ହୋଇଥିଲା ? ଉତ୍ତର: ୧୯୯୫ ।
୧୭- ରାମାୟଣ ସର୍ବ ପ୍ରଥମେ କେଉଁ ଭାଷାରେ ରଚନା କରଯାଇଥିଲା ? ଉତ୍ତର : ସଂସ୍କୃତ ଭାଷାରେ ରଚନା କରାଯାଇଥିଲା ।
୧୮- ସେ କିଏ, ଯିଏକି ଅନ୍ୟକୁ ସୁଖାଏ କିନ୍ତୁ ନିଜେ ଓଦା ହୁଏ ? ଉତ୍ତର: ଗାମୁଛା ହେଉଛି ଏହାର ସଠିକ ଉତ୍ତର ଯିଏକି ନିଜେ ଓଦା ହୁଏ କିନ୍ତୁ ଅନ୍ୟ ମାନେ ଏଥିରେ ପୋଛି ହୋଇ ଶୁଖିଯାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।