ସେ କିଏ ଯିଏ ସବୁବେଳେ ତା’ ମୁହଁକୁ ତଳେ ଘଷୁଥାଏ ? ଏହା ସହ ଆହୁରି 15 Interesting GK ପ୍ରଶ୍ନୋତ୍ତର

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ବିଦୂର ପୂର୍ବ ଜନ୍ମରେ କିଏ ଥିଲେ ?

ଉ: ବିଦୂର ପୂର୍ବ ଜନ୍ମରେ ଯମ ଥିଲେ ।

୨- ମିଛ ଚୋରିରେ କେଉଁ ଋଷି ଶୂଳି ଦଣ୍ଡ ପାଇଥିଲେ ?

ଉ: ମାଣ୍ଡବ୍ୟ ଋଷି ମିଛ ଚୋରିରେ ଶୂଳି ଦଣ୍ଡ ପାଇଥିଲେ ।

୩- ଗାନ୍ଧାରୀଙ୍କ ପିତା ଗାନ୍ଧାର ରାଜଙ୍କର ପ୍ରକୃତ ନାମ କଣ ?

ଉ: ଗାନ୍ଧାର ରାଜଙ୍କର ପ୍ରକୃତ ନାମ ସୁବଳ ।

୪- କେଉଁ ଋଷି ଶୂଳି ପାଇ ମଧ୍ୟ ଜୀବିତ ରହିଥିଲେ ?

ଉ: ମାଣ୍ଡବ୍ୟ ଋଷି ଶୂଳି ପାଇ ମଧ୍ୟ ଜୀବିତ ଥିଲେ ।

୫- ଶତ ପୁତ୍ର ପାଇବା ପାଇଁ ଗାନ୍ଧାରୀ କାହା ଠାରୁ ବର ପାଇଥିଲେ ?

ଉ: ଗାନ୍ଧାରୀ ଭଗବାନ ଶିବଙ୍କ ଠାରୁ ବର ପାଇଥିଲେ ।

୬: କୁନ୍ତୀ କାହାର କନ୍ୟା ଥିଲେ ?

ଉ: କୁନ୍ତୀଭୋଜଙ୍କ କନ୍ୟା ଥିଲେ କୁନ୍ତୀ ।

୭- କୁନ୍ତୀଭୋଜଙ୍କ ପତ୍ନୀ କିଏ ଥିଲେ ?

ଉ: ପୃଥା କୁନ୍ତୀଭୋଜଙ୍କ ପତ୍ନୀ ଥିଲେ ।

୮- ପୃଥା କାହାର କନ୍ୟା ଥିଲେ ?

ଉ: ପୃଥା ସୁରଙ୍କ କନ୍ୟା ଥିଲେ ।

୯- ଅମ୍ବା କେଉଁ ନଦୀରେ ଆତ୍ମହୁତି ଦେଇଥିଲେ ?

ଉ: ଯମୁନା ନଦୀରେ ଆତ୍ମହୁତି ଦେଇଥିଲେ ।

୧୦- ସଂସ୍କୃତ ମହାଭାରତ କିଏ ରଚନା କରିଥିଲେ ?

ଉ: ବ୍ୟାସଦେବ ସଂସ୍କୃତ ମହାଭାରତର ରଚୟିତା ।

୧୧- ବ୍ୟାସଦେବଙ୍କ ମହାଭାରତ ଶ୍ଳୋକକୁ କିଏ ଶ୍ରୁତଲିଖନ କରିଥିଲେ ?

ଉ: ଗଣେଶ ବ୍ୟାସଦେବଙ୍କ ମହାଭାରତ ଶ୍ଳୋକକୁ ଶ୍ରୁତଲିଖନ କରିଥିଲେ ।

୧୨: ଆଦ୍ରିକା ମିନର ପୂର୍ବ ଜନ୍ମ କଣ ଥିଲା ?

ଉ: ଆଦ୍ରିକା ଥିଲା ।

୧୩- ଆଦ୍ରିକା କାହା ଠାରୁ ଶାପଗ୍ରସ୍ତ ହୋଇଥିଲେ ?

ଉ: ବ୍ରହ୍ମା ଆଦ୍ରିକାଙ୍କୁ ଶାପ ଦେଇଥିଲେ ।

୧୪- ଆଦ୍ରିକା ଉଦ୍ଧାର ପାଇବାର ବର କିଏ ଦେଇଥିଲେ ?

ଉ: ଇନ୍ଦ୍ର ଆଦ୍ରିକାଙ୍କୁ ଉଦ୍ଧାର ପାଇବାର ବର ଦେଇଥିଲେ ।

୧୫- ଗଙ୍ଗା ଦେବୀ କାହାର କନ୍ୟା ?

ଉ: ଗଙ୍ଗା ଦେଭି ଜହ୍ନଙ୍କ କନ୍ୟା ।

୧୬- ଶାନ୍ତୁନୁଙ୍କ ପିତା କିଏ ?

ଉ: ପ୍ରଦୀପ ଶାନ୍ତୁନୁଙ୍କ ପିତା ।

୧୭- ବଶିଷ୍ଠ ଋଷି କାହାର ପୁତ୍ର ?

ଉ: ବଶିଷ୍ଠ ଋଷି ବରୁଣଙ୍କ ପୁତ୍ର ।

୨୦- ସେ କିଏ ଯିଏ ସବୁବେଳେ ତା’ ମୁହଁକୁ ତଳେ ଘଷୁଥାଏ ?

ଉ: ଝାଡୁ ମୁଠା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।