ସତରେ ଗୋପାଳର ମୁଣ୍ଡ ଖରାପ ନା ସେ କେବଳ ଏକ ଅସ୍ତ୍ର ? ଗୁଳି ପଛରେ ରହିଛି କି ଏକ ସୁଚିନ୍ତିତ ଷଡଯନ୍ତ୍ର ? ଅନେକ ଅସମାହିତ ପ୍ରଶ୍ନ !

ପୋଲିସ ASI ଗୋପାଳକୃଷ୍ଣ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ guli ମା-ରି-ବା ଘ-ଟ-ଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ହେଲେ ଗୋପାଳ ସତରେ guli ମା-ରି-ଛି ନା ଆଉ କିଏ ନବଙ୍କୁ guli ମା-ରି-ଛି ଏନେଇ ଏବେବି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଯଦି ଗୋପାଳ ଏଭଳି କରିଛି ତେବେ ତା’ ପଛରେ ଆଉ କାହାର ହାତ ଅଛି କି ? ପୁରା ଘ-ଟ-ଣାକୁ ଏକ ଶକ୍ତିଶାଳୀ ଟିମ୍ ମ୍ୟାନେଜ କରୁଥିଲା କି ? ଏପରିକି ସୋ-ସି-ଆ-ଲ ମି-ଡି-ଆ-କୁ ମଧ୍ୟ ମ୍ୟାନେଜ କରା ଯାଇଥିବା କଥା ଉଠୁଛି ।

ଏନେଇ ନବ ଦାସଙ୍କ ସମ୍ପର୍କୀୟମାନେ ମଧ୍ୟ ମୁହଁ ଖୋଲିଛନ୍ତି । ଏହା ଏହ ବଡ ଷଡଯନ୍ତ୍ର ବୋଲି ନବ ଦାସଙ୍କ କାକା କହିଛନ୍ତି । ନବ ଦାସଙ୍କୁ ଗାନ୍ଧୀଛକରେ guli କରାଯିବା ପୂର୍ବରୁ ସେହି ସ୍ଥାନରେ ନବ ଦାସଙ୍କ ଶୁଭେଚ୍ଛୁ ମାନେ ତାଙ୍କୁ ଘେରି ରହିଥିଲେ । ସେଠାରେ ଥିବା ଅଧିକାଂଶ ଲୋକମାନେ ଭିଡିଓ ଶୁ-ଟି-ଙ୍ଗ କରୁଥିଲେ ଏବଂ ଫଟୋ ଉଠାଉଥିଲେ ।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏବେ ସୁଦ୍ଧା ଆସୁଥିବା ଫଟୋ ଏବଂ ଭିଡିଓ ମଧ୍ୟରେ ASI ଗୋପାଳ ଦାସ ନବ ଦାସଙ୍କୁ guli mada କରୁଥିବାର ଗୋଟିଏ ହେଲେ ବି ସିଧା ପ୍ରମାଣ ନାହିଁ । ସେହିପରି ଗୋପାଳଙ୍କ ପତ୍ନୀ ଗଣମାଧ୍ୟମକୁ ଯେଉଁ ପ୍ରାଥମିକ ପ୍ରତିକ୍ରିୟା ଦେଇଥିଲେ ସେଥିରେ ସେ ଆଦୌ ବିବ୍ରତ ଥିବା ଭଳି ଜଣା ପଡୁ ନଥିଲେ । ସ୍ଵାମୀ କେଉଁ ପରିସ୍ଥିତିରେ ମନ୍ତ୍ରୀ ନବ ଦାସଙ୍କୁ guli କରିଛନ୍ତି ତାହା ଜାଣିବା ପୂର୍ବରୁ ସେ ଜଣେ ମା-ନ-ସି-କ ରୋ-ଗୀ ବୋଲି କହି ଦେଇଥିଲେ ଗୋପାଳଙ୍କ ପତ୍ନୀ ।

ସେଥିପାଇଁ ଗୋପାଳ ଚିକିତ୍ସିତ ହେଉଥିଲେ ଏବଂ ଡାକ୍ତର ମଧ୍ୟ ସେହି ସମାନ କଥା କହିଥିଲେ । ତେବେ ପ୍ରଶ୍ନ ଉଠୁଛି ଗୋପାଳଜାଡି ଜଣେ ମା-ନ-ସି-କ ରୋ-ଗୀ ତେବେ ତାଙ୍କୁ ଏତେ ବର୍ଷ ଧରି ଚାକିରିରେ କେମିତି ରଖା ଯାଇଥିଲା ? ମାନସିକ ଅବସ୍ଥା ଠିକ ନଥିବା ଜଣେ ପା-ଗ-ଳ-ଙ୍କୁ ପୋଲିସ ବିଭାଗ ଅନେକ ଦିନ ଧରି ଚାକିରିରେ କେମିତି ରଖିଥିଲା ? ଗୋପାଳକୁ କନେଷ୍ଟବଳ ପଦରୁ ASI ପଦାକୁ ପ୍ରମୋଶନ ଦିଆ ଯାଇଥିଲା ଏବଂ ତାକୁ ବନ୍ଧୁକ ମଧ୍ୟ ଦିଆ ଯାଇଥିଲା ।

ମୁଣ୍ଡ ଖରାପ ଥିଲେ ସେ କାହାକୁ ବି ମା-ରି ପାରିଥାନ୍ତେ ହେଲେ କେବଳ ନବ ଦାସଙ୍କୁ ହିଁ କାହିଁକି ମାରିଲେ ? ତେବେ ନବଙ୍କୁ guli ଗୋପାଳ ମା-ରି-ଛି ନା ଭିଡ ଭିତରେ ଅନ୍ୟ କେହି guli ମା-ରି-ଛି ତାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଲାଣି ।

ପୁରା ଘ-ଟ-ଣାକ୍ରମ ଦେଖିଲେ ଲାଗୁଛି କି ଗୋପାଳକୁ ଅ-ସ୍ତ୍ର ଭାବେ ବ୍ୟବହାର କରାଯାଇ ତା’ ପଛରେ ଏକ ପୁରା ସିଷ୍ଟମ ରହିଛି । ତେବେ ଦେଖାଯାଉ ଏହା ଉପରୁ କ୍ରା-ଇ-ମ-ବ୍ରା-ଞ୍ଚ ପରଦା ଉଠାଇ ପାରୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।