ମନ୍ତ୍ରୀ Naba Das ଙ୍କୁ ମୁଣ୍ଡିଆ ମାରିଲେ ବୋଲି ବଞ୍ଚିଗଲା ଜୀବନ, ନହଲେ କଣ ଯେ ହୋଇଥାନ୍ତା…!

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଭିଡ ଭିତରୁ guli ମ-ରା-ଯି-ବା ଘଟଣା ଏବେ ରାଜ୍ଯର ସମସ୍ତ ଖବରର ଶିରୋନାମା ପାଲଟିଛି । ନବ ଦାସଙ୍କୁ guli ମ-ରା-ଯି-ବା-କୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏହାରି ମଧ୍ୟରେ ଆଉ ଏକ କଥା ମଧ୍ୟ ସାମ୍ନାକୁ ଆସିଛି । କୁହାଯାଉଛି କି ସେଠାରେ ନବ ଦାସଙ୍କ ପାଖେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଯଦି ନବ ଦାସଙ୍କୁ ମୁଣ୍ଡିଆ ମାରି ନଥାନ୍ତେ ତେବେ କଥା ଆଉ କିଛି ହୋଇଥାନ୍ତା । ନବ ଦାସଙ୍କୁ ମରା ଯାଇଥିବା ଦ୍ଵିତୀୟ guli ସିଧା ଯାଇ ତାଙ୍କ ଦେହରେ ବାଜିଥାନ୍ତା ।

ଏହି ବ୍ୟକ୍ତିଜଣକ ମନ୍ତ୍ରୀ ନବ ଦାସଙ୍କ ହାଇ ପ୍ରୋଫାଇଲ ହ-ତ୍ୟା-କା-ଣ୍ଡ ବେଳେ ତାଙ୍କ ପାଖରେ ହିଁ ଥିଲେ । ଆଉ ଆଜି ସେ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଝାରସୁଗୁଡାରେ ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ଜୀବନ ନାମକ ଏହି ବ୍ୟକ୍ତି ସେଦିନ ମନ୍ତ୍ରୀ ନବ ଦାସଙ୍କୁ ଦେଖା କରିବାକୁ ବ୍ରଜରାଜନଗରରେ ଯାଇ ପହଞ୍ଚିଥିଲେ । ମନ୍ତ୍ରୀ କାର୍ ରୁ ଓହ୍ଲାଇବା ପରେ ଜୀବନ ନବ ଦାସଙ୍କୁ ମୁଣ୍ଡିଆ ମାରିବା ପାଇଁ ତଳକୁ ନଇଁ ଥିଲେ ।

ଏହି ସମୟରେ ମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ପୋଲିସ ASI ଗୋପାଳକୃଷ୍ଣ ଦାସ guli ଚଳାଇଥିଲେ । ଆଉ ସେହି guliରୁ ଗୋଟିଏ guli ଜୀବନଙ୍କ ବେକ ଦେଇ ଘଷି ହୋଇ ଯାଇଥିଲା । ଆଉ ଏଥିରେ ଗୁ-ରୁ-ତ-ର ଆ-ହ-ତ ହୋଇଥିଲେ ଜୀବନ । ପ୍ରଥମେ ତାଙ୍କୁ ଝାରସୁଗୁଡା ମେଡିକାଲ ନିଆ ଯାଇଥିବା ବେଳେ ଏବେ ବୁର୍ଲାରେତାଙ୍କର ଚିକିତ୍ସା ଜାରି ରହିଛି ।

ମନ୍ତ୍ରୀଙ୍କୁ ମୁଣ୍ଡିଆ ମାରିବାକୁ ଜୀବନ ନଇଁ ପଡିଥିଲେ ବୋଲି ସେ ଆଜି ଜୀବିତ ଅଛନ୍ତି । ନାଇ ତ ଟିକିଏ ଏପଟ ସେପଟ ହୋଇଥିଲେ ସେହି guli ଆଜି ଜୀବନଙ୍କ ଜୀବନ ନେଇ ଯାଇଥାନ୍ତା । ତେବେ ଜୀବନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ଅନ୍ୟପଟେ କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଜୀବନ ବଞ୍ଚିପାରିଲା ନାହିଁ । ଗୋପାଳଙ୍କ guli ତାଙ୍କ ଛାତି ଭେଦ କରି ପିଠି ପଟେ ବାହାରି ଯାଇଥିବା କୁହାଯାଉଛି ।

ସ୍ଵତନ୍ତ୍ର ଡାକ୍ତରୀଦଳର ଶତ ଉଦ୍ୟମ ସତ୍ତ୍ୱେ ନବ ଦାସଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ । ଆଉ ଏବେ ଏହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି । ଜଣେ ବରିଷ୍ଠ କ୍ଯାବିନେଟ ମନ୍ତ୍ରୀଙ୍କୁ ବିଚ୍ ସଡକରେ ଏଭଳି ହ-ତ୍ୟା କରାଯିବାକୁ କେହି ବି ସହଜରେ ଗ୍ରହଣ କରି ପାରୁନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।