ଶତକ କରିପାରିଲେନି ଗିଲ୍, ଆହତ ହୋଇ ପ୍ୟାଭିଲିଅନ ଫେରିଲେ… ଯାହାକୁ ଦେଖି ସାରା ତେନ୍ଦୁଲକର କାନ୍ଦିଲେ!

ନମସ୍କାର ବନ୍ଧୁଗଣ । ଶୁଭମନ ଗିଲ ଙ୍କ ଖେଳ ଗତ କାଲି ଅଧା ରହିଗଲା । ଆଉ ଏଥିପାଇଁ କାନ୍ଦିଲେ ସାରା ତେନ୍ଦୁଲକର । ସାରା ଷ୍ଟାଡିୟମ ରେ ତାଳି ମାରୁଥିଲେ କିନ୍ତୁ ହଠାତ କାନ୍ଦିବାକୁ ଲାଗିଲେ । ଅଧା ଖେଳରୁ ପଡିଆ ବାହାରକୁ ଚାଲିଗଲେ ଗିଲ । ତେବେ ଦର୍ଶକ ବନ୍ଧୁ ଗତ କାଲି ଥିବା ଭାରତ ଓ ନିୟୁଜଲ୍ୟାଣ୍ଡ ମଧ୍ୟରେ ସେମି ଫାଇନାଲ ମ୍ଯାଚ । ଆଉ ଏହି ମ୍ଯାଚ ରେ ଭାରତ ଭଲ ପ୍ରଦର୍ଶନ କରିଥିଲା । ଜିତିଲା ମଧ୍ୟ ।

2019 ବିଶ୍ଵକପ ର ବଦଲା ନେଇଛି ଭାରତ ଗତ କାଲି ମ୍ଯାଚ ରେ । ନିୟୁଜଲ୍ୟାଣ୍ଡ କୁ ପରାସ୍ତ କରି ଏବେ ଭାରତ ଫାଇନାଲ ରେ ପ୍ରବେଶ କରି ସାରିଛି । କିନ୍ତୁ ଏହାରି ମଧ୍ୟରେ ଅଧା ରହିଗଲା ଗିଲ ଙ୍କ ସେମି ଫାଇନାଲ ରେ ଶତକ ହାସଲ କରିବା । ଟକ ମାରି ପାରିଲେ ନାହିଁ ବୋଲି ଗିଲ କାନ୍ଦିଲେ ସରା । ସାରା କାନ୍ଦିବା ସମୟର ଦ୍ରୁଶ୍ଯ କ୍ୟାମେରା ରେ ରେକର୍ଡ ହୋଇଥିଲା ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି ।

ଧୂଆଁଦାର ବ୍ୟାଟିଂ କରି ବୋଲୋର ମାନଙ୍କୁ ଧୂଳିସାତ କରୁଥିଲେ ଗିଲ ଗତ କାଲି । ସାରା ଙ୍କ ଆଗରେ ଏମିତି ଖେଳ ପ୍ରଦର୍ଶନ କରୁଥିଲେ କି ସାରା ବିଶ୍ଵ ଦେଖିଥିଲେ । ଗିଲ ଙ୍କ ପ୍ରତି ସର୍ଟ ରେ ତାଳି ମାରି ଉଶ୍ଚାହିତ କରୁଥିଲେ ସାରା ଆଉ ଗିଲ ମଧ୍ୟ ଚଉକା ଛକା ମାରୁଥିଲେ । ଗିଲ କାହାର ବଲ କୁ ଛାଡି ନ ଥିଲେ । କିନ୍ତୁ ଶେଷରେ ଗିଲ ଶତକ ମାରି ପାରିଲେନି ବୋଲି କାନ୍ଦିଲେ ସାରା ।

ତେବେ ସୂଚନା ଅନୁଯାୟୀ ଗିଲ ଙ୍କ ଖେଳ ଦେଖିବାକୁ ସାରା ସବୁ ଆଡେ ଯାଇଥାନ୍ତି । ଗିଲ ଙ୍କୁ ପ୍ରତି ଟି ସମୟରେ ଚିୟର କରନ୍ତି ସାରା । ତେବେ ଭାରତ ଓ ନିୟୁଜଲ୍ୟାଣ୍ଡ ମଧ୍ୟ ରେ ଗତ କାଲି ଚାଲିଥିଲା ସେମି ଫାଇନାଲ ମ୍ଯାଚ । ଭରତ ପ୍ରଥମେ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିଲା । ଆଉ ଭାରତ କରିଥିଲା ରନ ବର୍ଷା । ଗତ କାଲି ମ୍ଯାଚ ରେ ଶିଂଗଲ ରନ ନେବା ବେଳେ ଗିଲ ଙ୍କ ଗୋଡ ରେ କ୍ରାପ ଆସି ଯାଇଥିଲା ।

ଯେବେ ଗିଲ 65 ବଲ ରେ କରିଥିଲେ 79 ରନ । ଗତ କାଲି ଗିଲ ଯେଉଁ ଭଳି ଭାବେ ଫର୍ମ ରେ ଥିଲେ ଶତକ କରିବା ନିଶ୍ଚିନ୍ତ ଥିଲା କିନ୍ତୁ ଋଟାର୍ଡ଼ ହର୍ଟ ହୋଇ ପ୍ୟାଭିଳନ କୁ ଫେରି ଯାଇଥିଲେ ଗିଲ । ଯେଉଁଥି ପାଇଁ ସେ ଶତକ କରିପାରି ନ ଥିଲେ । ଆଉ ଶତକ ନ କରି ପାରି ଥିବାରୁ ଗିଲ କାନ୍ଦିଥିଲେ ସାରା ତେନ୍ଦୁଲକର । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।