ନମସ୍କାର ବନ୍ଧୁଗଣ । ରେକର୍ଡ ବୁକ ର ଅନେକ ଅଭଙ୍ଗା ରେକର୍ଡ କୁ ଗୋଟେ ଦିନ ଗୋଟେ ମ୍ଯାଚରେ ଭାଙ୍ଗି ଦେଇଛନ୍ତି ଭାରତୀୟ ଖେଳାଳି ବିରାଟ କୋହଲି । ଗତ କାଲୀ ନିୟୁଜଲ୍ୟାଣ୍ଡ ବିପକ୍ଷ ମ୍ଯାଚରେ ଦମଦାର ପ୍ରଦର୍ଶନ କରି ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଙ୍କ 49ତମ ଶତକ ହେଉ ରିକି କଣ୍ଟିନ ଙ୍କ ଦ୍ଵିତୟ ସର୍ବାଧିକ ଅନ୍ତର୍ଜାତୀୟ ରନ ସବୁ କିଛି ରେକର୍ଡ କୁ ଗୋଟେ ମ୍ଯାଚରେ ଭାଙ୍ଗି ଦେଇଛନ୍ତି ଭାରତର ବେଟରନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ।
ଗତ କାଲୀ ମୁମ୍ବାଇ ରେ ଖେଳ ଯାଇଥିଲା ଭାରତ ନିୟୁଜଲ୍ୟାଣ୍ଡ ମଧ୍ୟରେ ଫାଇନାଲ ମ୍ଯାଚ । ଏହି ମ୍ଯାଚରେ ପ୍ରଥମେ ଟସ ଜିତିବା ପରେ ବ୍ୟାଟିଂ କରିଥିଲା ଟିମ ଇଣ୍ଡିଆ । ତେବେ ରୋହିତ ଶର୍ମା ଆଉଟ ହେବା ପରେ ପ୍ୟାଭିଲନ କୁ ଫେରିଥିଲେ । ଆଉ ପରେ ପଡିଆକୁ ଆସିଥିଲେ ବିରାଟ କୋହଲି । ତେବେ ଏହି ମ୍ୟାଚରେ ଯେଉଁ ଭଳି ବ୍ଯାଟିଙ୍ଗ କରିଥିଲେ ତାହା ଅନେକ ଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ନିୟୁଜଲ୍ୟାଣ୍ଡ ବିପକ୍ଷରେ ସେଞ୍ଚୁରୀ ମାରିବା ସହ ଦିନିକିଆ କ୍ରିକେଟ ରେ ନିଜର 50ତମ ଶତକ ହାସଲ କରିଥିଲେ ବିରାଟ କୋହଲି । ଏହା ସହ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଙ୍କ ନାଁ ରେ ଥିବା 49ତମ ଶତକ କୁ ପଛରେ ପକାଇ ରେକର୍ଡ ଭାଙ୍ଗିଛନ୍ତି । ତେବେ ସଚିନ ଙ୍କ ଏହି ରେକର୍ଡ ଭାଙ୍ଗିବା ପରେ ନିଜେ ସଚିନ ବିରାଟ ଙ୍କୁ ଟ୍ବିଟ କରି ଶୁଭେଛା ଜଣାଇଥିଲେ ।
ଟ୍ବିଟ ରେ ସଚିନ ଏମିତି କିଛି ଲେଖିଛନ୍ତି ଯାହା ପୂର୍ବରୁ କେହି କେବେ କହି ନ ଥିଲେ କିପରି ବିରାଟ ଙ୍କୁ ନେଇ ସଚିନ ଏମିତି କିଛି ଶବ୍ଦ ବୟାନ କରିଛନ୍ତି ଯାହା ସମସ୍ତଙ୍କୁ ଆଚମ୍ବିତ କରି ଦେଇଛି । ଏହା ସହ ସଚିନ ବିରାଟ ଙ୍କୁ ବିରାଟ ପ୍ଲେୟାର ବୋଲି ଟ୍ବିଟ କରି କହିଛନ୍ତି । ନିୟୁଜଲ୍ୟାଣ୍ଡ ବିରୁଦ୍ଧରେ କୋହଲି ଖାଲି ରେକର୍ଡ ଭାଙ୍ଗି ନାହାନ୍ତି । ବରଂ ଅନେକ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି ।
ଅନ୍ତର୍ଜାତୀୟ ରନ ରେ ଏବେ ଦ୍ଵିତୀୟ ସରବଧିକ ରନ ସ୍କୋରରେ ରହିଛନ୍ତି ବିରାଟ କୋହଲି । ଅଷ୍ଟ୍ରେଲିୟା ର ଦିଗଜ ପ୍ଲେୟାର ରିକି ପନ୍ଟି ଙ୍କୁ ଟପିବା ସହ ଅନ୍ତର୍ଜାତୀୟ କ୍ରିକେଟ ରେ ଦ୍ଵିତୀୟ ସର୍ବାଧିକ ରନ କରିଛନ୍ତି ବିରାଟ କୋହଲି । ବିରାଟ ଙ୍କ ପୂର୍ବରୁ ଭାରତୀୟ ପୂର୍ବତନ ଖେଳାଳି ସଚିନ ତେନ୍ଦୁଲକର ରହିଛନ୍ତି । ଅନ୍ୟ ପଟେ ବିଶ୍ଵକପର ଗୋଟେ ସିଜିନରେ ସର୍ବାଧିକ ରନ ରେକର୍ଡ କରିଛନ୍ତି କୋହଲି ।
ଏହା ପୂର୍ବରୁ ବିଶ୍ଵକପରେ ସଚିନ ଙ୍କ ନାଁ ରେକର୍ଡ ରେ ରହିଥିବା ବେଳେ ଏହାକୁ ଟପିଛନ୍ତି ବିରାଟ । ବର୍ତ୍ତମାନ ସୁଧା 10 ଟି ମ୍ଯାଚରେ କୋହଲି 711 ରନ କରିଥିବା ବେଳେ ୱାକପ ଇତିହାସ ରେ ଏହା ହେଉଛି ସରବଧିକ ବିଶ୍ଵକପରେ ସେମି ଫାଇନାଲ ରେ କୌଣସି ଖେଳାଳି ଏତେ ସ୍କୋର କରି ନ ଥିଲେ । ପ୍ରଥମ ପ୍ଲେୟାର ଭାବେ ବିଶ୍ଵକପରେ 17 ରନ କରିଛନ୍ତି କୋହଲି ।
ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।