ବିରାଟ ନିଜ ପ୍ରଥମ ମ୍ୟାଚରେ ସଚିନଙ୍କ ପାଦ ଛୁଇଁ ଖେଳ ଆରମ୍ଭ କରିଥିଲେ, ସେଦିନର କଥା ଭୁଲି ନାହାଁନ୍ତି ସଚିନ ଆଉ ଆଜି…

ନମସ୍କାର ବନ୍ଧୁଗଣ । ଗତ କାଲି ଯେବେ ବିରାଟ କୋହଲି ସଚିନ ତେନ୍ଦୁଲକର ଙ୍କ ରେକର୍ଡ ଭାଙ୍ଗିଲେ ସେତେବେଳେ କେମିତି ଢଙ୍ଗରେ ଶୁଭେଛା ଜଣାଇଛନ୍ତି ସଚିନ ତେନ୍ଦୁଲକର । ସଚିନ ବିରାଟ ଙ୍କୁ କହିଛନ୍ତି କି “ବିରାଟ ତୁମେ ଯେବେ ପ୍ରଥମେ ଖେଳିବାକୁ ଆସିଥିଲା ତୁମର ମନେ କି ନାହିଁ । ମୁଁ ଜାଣି ନାହିଁ କିନ୍ତୁ ସେଦିନ ଡ୍ରେସିଂ ରୁମରେ ମୁଁ ତୁମକୁ ଦେଖିଥିଲି । ଆଉ ସେତେବେଳେ ଅନ୍ୟ ଖେଳାଳି ସାଥି ମାନେ ତୁମକୁ ମୋ ପାଦ ଛୁଇଁବାକୁ କହିଥିଲେ ।

ମଜାକ ରେ କହିଥିଲେ । ଆଉ ସେଦିନ ମୁଁ ହସ ଅଟକାଇ ପାରି ନ ଥିଲି । କାରଣ ସେଦିନ ତୁମେ ଛୋଟ ଥିଲ । ଆଉ ସେଦିନର ଛୋଟ ପିଲା ଆଜି ଯେ ବିରାଟ ଖେଳାଳି ହୋଇଯିବ ବିରାଟ ନାଁ ରେ ପରିଚୟ ହାସଲ କରିବ । ମୁଁ କେବେ ଭାବି ନ ଥିଲି । ସେଦିନର ଦ୍ରୁଶ୍ଯ କୁ ମନେ ପକାଇଲେ ମୋତେ ବେଶ ଖୁସି ଅନୁଭବ ହେଉଛି” । ତେବେ ଏମିତି ଢଙ୍ଗରେ ସଚିନ ବିରାଟ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଯେବେ ଗତ କାଲି ସେଦିନର ଛୋଟ ବାଳକ 50 ଦିନିକିଆ ଶତକ ହାସଲ କରିଛନ୍ତି ଠିକ ସେତିକି ବେଳେ ସଚିନ ତେନ୍ଦୁଲକର ଙ୍କର ଶତକ ରେକର୍ଡ ଭାଙ୍ଗି ଯାଇଛି । ଆଉ ଯେବେ ସଚିନ ଙ୍କ ରେକର୍ଡ ଭଙ୍ଗ ହୋଇଛି ସେତେବେଳେ ସେ ନିଜର ସୋସିଆଲ ଆକାଉଣ୍ଟ ରେ ବିରାଟ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେଦିନର ପିଲା ଆଜି ବିରାଟ ବଡ ପ୍ଲେୟାର ବନି ଯାଇଛି ବୋଲି ସଚିନ କହିଛନ୍ତି ।

ଆଗକୁ ସଚିନ ପୋଷ୍ଟ ରେ ଲେଖିଛନ୍ତି କି ସେଦିନ ବିରାଟ ତୁମେ ମୋର ପାଦ ଛୁଇଁଥିଲ କାରଣ ସାଥି ଖେଳାଳୀ ମାନେ ତୁମକୁ ଏମିତି କରିବାକୁ ଥଟ୍ଟା ରେ କହିଥିଲେ । ଆଉ ସେଦିନ ମୁଁ ମୋ ହସ କୁ ଅଟକାଇ ପାରି ନ ଥିଲି । କିନ୍ତୁ ତୁମେ ଅତି କମ ସମୟ ମଧ୍ୟରେ ତୁମର କ୍ରିକେଟ ପ୍ରତି ଆଗ୍ରହ ଓ ଇଚ୍ଛା ଶକ୍ତି ଦେଖାଇ ମୋ ମନ ଜିଣି ନେଇଛ ବିରାଟ । ମୁଁ ବହୁତ ଖୁସି ସେଦିନର ଯୁବ ପିଲା ଆଜି ଭାରତୀୟ ଖେଳାଳୀ ।

ଆଜି ମୋ ଶତକ ରେକର୍ଡ କୁ ଭାଙ୍ଗି ଥିବାରୁ ମୁଁ ବେଶ ଖୁସି ଅଛି । ମୁଁ ଏତେ ଖୁସି ଯାହାର ଶବ୍ଦ ରେ ବର୍ଣ୍ଣନା କରି ହେବ ନାହିଁ । କ୍ରିକେଟ ଜଗତରେ ତୁମର ଏଭଳି ସଫଳତା ଦେଖି ମୁଁ ବେଶ ଗର୍ବ ଅନୁଭବ କରୁଛି ବିରାଟ । ତେବେ ଦର୍ଶକ ବନ୍ଧୁ ବିରାଟ ଙ୍କ ସଫଳତା ଦେଖି ସଚିନ ତେନ୍ଦୁଲକର ଏଭଳି ଖୁସି ବୟାନ କରିଛନ୍ତି । ଆଉ ସେଦିନର ବିରାଟ ଙ୍କର ମ୍ଯାଚ କୁ ସ୍ମୃତି ଭାବେ ମନେ ପକାଇ ଦେଇଛନ୍ତି । ଯେଉଁ ଦିନ ବିରାଟ ପ୍ରଥମ ମ୍ଯାଚ ଖେଳିବାକୁ ଆସିଥିଲେ ଓ ସଚିନ ଙ୍କ ସହ ପ୍ରଥମ ଥର ଦେଖା ହୋଇଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।