୭ ସୋମବାର କରି ଦିଅନ୍ତୁ ଏହି ସରଳ ଉପାୟ, ଜୀବନର ସବୁ ସମସ୍ୟା ହୋଇଯିବ ଦୂର, ମିଳିବ ସୁଖ – ସମୃଦ୍ଧି

ଭକ୍ତ ମାନଙ୍କ ମଧ୍ୟରେ ଭଗବାନ ଶିବଙ୍କ ପ୍ରତି ଆସ୍ଥା ଦେଖିବାକୁ ମିଳିଥାଏ । ଏମିତି କୁହଯାଏ କି କୌଣସି ବ୍ୟକ୍ତି ଯଦି ଭୋଲେନାଥଙ୍କର ଆରଧନା କରିଥାଏ ତେବ ସେହି ବ୍ୟକ୍ତିକୁ ସବୁ ଦୁଖ ଦୂର ହୋଇଯାଏ । ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ ଅଟେ । ଏହି ଦିନରେ ଭଗବାନ ଶିବଙ୍କର ବିଶେଷ ରୂପରେ ପୂଜା କରା ଯାଇଥାଏ । ଜ୍ୟୋତିଷଙ୍କ ଅନୁସାରେ ଏମିତି ବିଭିନ୍ନ ପ୍ରକାରର ଉପାୟ ଅଛି ଯାହା ଦ୍ଵାରା ଆପଣ ଭଗବାନ ଶିବଙ୍କର କୃପା ପ୍ରାପ୍ତ କରି ପାରିବେ । ଏହି ଉପାୟ ଗୁଡିକ ଅତି ସରଳ ଅଟେ ।

ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଜ୍ୟୋତିଷଙ୍କ ଦ୍ଵାରା କୁହା ଯାଇଥିବା ଏହି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର କରି ଆପଣ ନିଜ ଜୀବନରେ ଥିବା ସବୁ ସମସ୍ୟାକୁ ଦୂର କରି ପାରିବେ ।

ଆସନ୍ତୁ ଜାଣିବା ସୋମବାର ଦିନ କେଉଁ ସବୁ ଉପାୟ ଗୁଡିକ କରିବା

·    ଯଦି କୌଣସି ବ୍ୟକ୍ତି ସବୁ ସୋମବାର ଦିନ ବବୁଲ ଗଛର ମୂଳରେ କ୍ଷୀର ଅର୍ପିତ କରିବେ, ତେବେ ସେହି ବ୍ୟକ୍ତିଙ୍କୁ ଭଗବାନ ଶିବଙ୍କର କୃପା ନିଶ୍ଚିତ ମିଳିବ । ଏବଂ ସେହି ବ୍ୟକ୍ତିର ବିବାହ ସବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

·    ଯଦି କୌଣସି ବ୍ୟକ୍ତିର ଜାତକରେ ଗ୍ରହ ମାନଙ୍କର ଦଶା ଠିକ ନଥାଏ ତେବେ ଏହି ସ୍ଥିତିରେ ସୋମବାର ଦିନ ଚାନ୍ଦିର ନାଗ – ନାଗୁଣୀକୁ କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ସବୁ ଗ୍ରହ ଦୋଷ ଦୂର ହୋଇଯିବ ।

·    ଯଦି ଆପଣ ସୋମବାର ଦିନ ଭଗବାନ ଶିବଙ୍କର ରୁଦ୍ରାଭିଷେକ କରୁଛନ୍ତି ତେବେ ଆପଣଙ୍କର ଜୀବନରେ ଥିବା ସମସ୍ତ ବାଧା ଗୁଡିକ ଦୂର ହୋଇଯିବ ।

·    ଯଦି ଆପଣ ନିଜ ଘରେ ସୁଖ ସମୃଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ପ୍ରତି ସୋମବାର ଦିନ ଗହମର ଅଟାର ଛୋଟ ଛୋଟ ଦାନା କରି ମାଛମାନଙ୍କୁ ଖାଇବାକୁ ଦିଅନ୍ତୁ ।

·    ଯଦି ବ୍ୟକ୍ତିଙ୍କର ଜାତକରେ ପିତୃ ଦୋଷ ଅଛି ତେବେ ଏହି ସ୍ଥିତିରେ ସୋମବାର ଦିନ ସକାଳେ ସମୟରେ ସ୍ନାନ କରି ଗହମ ଏବଂ କଳା ଜୀରାର ଦାନ କରନ୍ତୁ, ଏହା ଦ୍ଵାରା ପିତୃ ଦୋଷରୁ ଆପଣ ବଞ୍ଚି ପାରିବେ ।

·    ଯଦି ଆପଣ ସୋମବାର ଦିନ ଗାଈ କ୍ଷୀର ଦ୍ଵାରା ଶିବଲିଙ୍ଗକୁ ସ୍ନାନ କରୁଛନ୍ତି ତେବେ ଏହା ଦ୍ଵାରା ଶିବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ ଜୀବନରେ ସଫଳତା ହାସଲ ହୋଇଥାଏ ।