ସମସ୍ତ ଝିଅଙ୍କୁ ବାପଘରକୁ ଛାଡ଼ି ଦିନେ ନା ଦିନେ ଶାଶୁଘରକୁ ଯିବାକୁ ପଡିଥାଏ ଏବଂ କୁହନ୍ତି ଯେ ଏଇଠୁ ସେମାନଙ୍କ ଜୀବନର ଏକ ନୁଆ ଆରମ୍ଭ ହୋଇଥାଏ । ସବୁ ଝିଅ ଚାହାଁନ୍ତି ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେଉ ଏବଂ ଶାଶୁଘରେ ସମସ୍ତେ ଖୁସି ରୁହନ୍ତୁ । ଆଜି ଆମେ ସେହି ୬ଟି ନାମର ଝିଅଙ୍କୁ ବିଷୟରେ କହିବୁ ଯେଉଁ ମାନଙ୍କ ବିଷୟରେ କୁହାଯାଏ ଯେ ଶାଶୁଘର ସମସ୍ତଙ୍କ ମନ କିଣିବାରେ ଗୁରୁ ହୋଇଥାନ୍ତି ଏବଂ ସମସ୍ତଙ୍କୁ ଖୁସି ରଖନ୍ତି ।
A- ଏ ନାମର ଝିଅ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି ମାନନ୍ତି ଯେ A-ଏ ନାମର ଝିଅ ହୃଦୟରୁ ବହୁତ ଭଲ ହୋଇଥାନ୍ତି । କୁହାଯାଏ ଯେ ଏମାନଙ୍କ ଯୋଡ଼ି ସ୍ବର୍ଗରୁ ବନି ଆସିଥାଏ । ଏମାନେ ଶାଶୁଘରେ ବହୁତ ଖୁସି ରୁହନ୍ତି ଏବଂ ସମସ୍ତଙ୍କୁ ଭରପୂର ଖୁସିରେ ରଖନ୍ତି । ଏମାନେ ନିଜ କଥା ମନେଇବା ଜାଣନ୍ତି । ନିଜର ସ୍ବଭାବ, ଭଲପାଇବା ଏବଂ ସ୍ନେହରୁ ଏମାନେ ଶାଶୁଘରେ ସମସ୍ତଙ୍କ ହୃଦୟ ଜିତି ପାରନ୍ତି । ଏମାନଙ୍କୁ ଜୀବନସାଥି ବି ଏମିତି ମିଳିଥାଏ ଜିଏ ପ୍ରତ୍ୟେକ ସମୟରେ ସାଙ୍ଗରେ ରୁହନ୍ତି । ଏହି ନାମର ଝିଅ ଶାଶୁଘରେ ସବୁବେଳେ ରାଜ୍ କରନ୍ତି ।
D- ନାମର ଝିଅ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ D-ଡି ନାମର ଝିଅ ନିଜ ଜୀବନସାଥି ସହିତ ଶାଶୁଘରର ବହୁତ ଯତ୍ନ ନିଅନ୍ତି ଏବଂ ତାଙ୍କୁ ମାନସମ୍ମାନ ମଧ୍ୟ ଦିଏ । ସ୍ବଭାବରୁ ଲାଜକୁଳୀ ହୋଇ ଥିବାରୁ ସମସ୍ତଙ୍କ ପାଇଁ ଏମାନଙ୍କ ପାଖରୁ ଦୟାର ଭାବନା ଦେଖିବାକୁ ମିଳିଥାଏ ଏହା ଛଡ଼ା ଏମାନେ ନିଜ ସ୍ବାମୀ ଏବଂ ଶାଶୁଘରେ ସମସ୍ତଙ୍କୁ ଖୁସିରେ ରଖନ୍ତି । ଏହି କାରଣ ପାଇଁ ଶାଶୁଘରେ ସମସ୍ତେ ଭଲପାଆନ୍ତି । ଏହି ନାମର ଝିଅଙ୍କୁ ଭଲ ପାଉଥିବା ଭଲ ଜୀବନସାଥି ମିଳିଥାଏ । ଏହି କାରଣ ପାଇଁ ଏମାନେ ଦକ୍ଷ ହୋଇଥିବାରୁ ଶାଶୁଘରେ ଏମାନେ ରାଜ୍ କରନ୍ତି ।
M- ନାମର ଝିଅ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ M-ଏମ୍ ନାମର ଝିଅ ସ୍ବଭାବରୁ ସରଳ ହୋଇଥାନ୍ତି ଏବଂ ଏମାନେ ସବୁ କାମକୁ ଢଙ୍ଗର ସହିତ କରନ୍ତି ସେଥିପାଇଁ ବାହାଘର ପରେ ଶାଶୁଘର ଲୋକଙ୍କ ହୃଦୟ ଜିତିବା ପାଇଁ ଏମାନେ ବହୁତ ନିପୁଣ ଅଟନ୍ତି । ଶାଶୁଘରେ ସମସ୍ତଙ୍କ ଯତ୍ନ ନିଅନ୍ତି ଏବଂ ସତ କହିବାର ଆଦତ୍ ପାଇଁ ଏମାନେ ଶାଶୁଘରେ ବହୁତ ମାନସମ୍ମାନ ପାଆନ୍ତି ଏବଂ ଶାଶୁଘରେ ତାଙ୍କ କଥା ମାନିବାକୁ ଏମାନଙ୍କ ପାଖରେ କ୍ଷମତା ଥାଏ । ଶାଶୁଘରେ ଏମାନେ ବହୁତ ଗେହ୍ଲାରେ ରହି ଥାନ୍ତି ଆଉ ଏମାନଙ୍କ ଇଜ୍ଜତ କୈାଣସି ମହାରାଣୀ ଠାରୁ କମ୍ ହୋଇ ନଥାଏ ।
S-ନାମର ଝିଅ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କର ନାମ S-ଏସ୍ ରୁ ଆରମ୍ଭ ହୋଇ ଥାଏ ଶାଶୁଘର ଲୋକମାନଙ୍କୁ ସେମାନେ ବହୁତ ଖୁସିରେ ରଖନ୍ତି । ଏହି ନାମର ଝିଅ ମାନଙ୍କର ଆତ୍ମବିଶ୍ବାସ ବହୁ ମାତ୍ରାରେ ଥାଏ ଯେଉଁ କାରଣ ପାଇଁ ଏମାନେ ବହୁତ ଶକ୍ତିଶାଳୀ ରୁହନ୍ତି ଏବଂ ଜଲ୍ଦୀ ଶାଶୁଘର ଲୋକଙ୍କ ହୃଦୟ ଜିତି ଯାଇଥାନ୍ତି ।
P- ନାମର ଝିଅ । କୁହାଯାଏ ଯେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ P-ପି ନାମର ଝିଅ ଶାଶୁଘରେ ମହାରାଣୀଙ୍କ ଭଳି ରହିଥାନ୍ତି । ଏମାନେ ପ୍ରତ୍ୟେକ ପଦକ୍ଷେପରେ ନିଜ ସ୍ବାମୀ ଏବଂ ଶାଶୁଘର ଲୋକଙ୍କୁ ସମ୍ଭାଳିକି ରଖନ୍ତି । ଯେଉଁ ମାନଙ୍କ ଜୀବନରେ P ନାମର ଝିଅ ଆସେ ସେମାନେ ବହୁତ ଭାଗ୍ୟବାନ ବୋଲି ମାନନ୍ତି । ଶାଶୁଘର ଲୋକମାନେ ବି ଏମାନଙ୍କୁ ବହୁତ ଆଦରରେ ରଖନ୍ତି ।
R ନାମର ଝିଅ । ମାନନ୍ତି ଯେ R-ଆର୍ ଏହି ନାମର ଝିଅ ସମାଜରେ ନିଜର ଗୋଟିଏ ଅଲଗା ପରିଚୟ ବନେଇକି ଚାଲନ୍ତି କିନ୍ତୁ ବାହାଘର ପୁର୍ବରୁ ଏମାନେ ନିଜ ବାପଘର ଏବଂ ସେମାନଙ୍କ ସହ ଜଡ଼ିତ ଲୋକଙ୍କୁ ନେଇ ଚାଲନ୍ତି । ତାଙ୍କର ଏହି ଗୁଣ ଶାଶୁଘର ଲୋକଙ୍କୁ ବହୁତ ପସନ୍ଦ ଆସେ । R ନାମର ଝିଅ ନିଜ ସ୍ବାମୀଙ୍କ ସହିତ ଶାଶୁଘର ଲୋକଙ୍କୁ ବହୁତ ସମ୍ମାନ ମଧ୍ୟ କରନ୍ତି ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।