ସକାଳୁ ଉଠି କହି ଦିଅନ୍ତୁ ଏହି 3 ଶବ୍ଦ, କେବେବି ହେବନାହିଁ ଧନର ଅଭାବ

ବନ୍ଧୁଗଣ ଆମେ ସମସ୍ତେ ନିଜ ଜୀବନ ରେ ପଇସା କମାଇବା ପାଇଁ ଦିନ ରାତି କଷ୍ଟ କରିଥାଉ ଓ ବହୁତ କଷ୍ଟକରି ଆମେ ଧନ ସଞ୍ଚୟ କରିଥାଉ । ହେଲେ କିଛି ଲୋକକଁ ହାତରେ ଧନ ଜମାହେଲେ ରୁହେନାହିଁ ସବୁବେଳେ ଖର୍ଚ୍ଚ ହୋଇଯାଏ । ଏହାର କାରଣ ତାଙ୍କ ଉପରେ ମାତା ଲଷ୍ମୀ କଁ କୃପା ଦୃଷ୍ଟି ରହିନଥିବାରୁ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ମାତାଳଷ୍ମୀ କୁଁ ପ୍ରସନ୍ନ କରାଯାଇପାରିବ ।

ବନ୍ଧୁଗଣ ପ୍ରଥମେ ଚାଲନ୍ତୁ ଜାଣିବା କି କିପରି ଆମେମାନେ ଜୀବନରେ ଧନହାନି ର ଅସୁଭିଧା ର ସମ୍ମୁଖୀନ କରିଥାଉ । ମୂଳତଃ ଆମ ଜୀବନରେ ଧନହାନି କିମ୍ବା ଧନ ସଞ୍ଚୟ ନ ହେବାର କାରଣ ବେକାରୀ ସମସ୍ୟା, ଚାକିରୀ ରେ ଉନ୍ନତି ନ ହେବା, ବ୍ୟାପାର ରେ ଉନ୍ନତି ନ ହେବା ଓ ପଇସା ସଞ୍ଚୟ ନ କରିପାରିବା ହୋଇଥାଏ । ତେବେ ଏହାର କାରଣ ମାତାଳଷ୍ମୀ କଁ ଆମ ଉପରେ ଅସନ୍ତୁଷ୍ଟ ହବାରୁ ହୋଇଥାଏ । ତେଣୁ କରି ଚାଲନ୍ତୁ ଜାଣିବା କେଉଁ କେଉଁ କାରଣ ଯୋଗୁଁ ମାତାଳଷ୍ମୀ ଆସନ୍ତୁଷ୍ଟ ହୋଇଥାନ୍ତି ।

ମାତା ଲଷ୍ମୀ ସବୁବେଳେ ସଫା ସୁତୁରା ଜାଗା ରେ ରହିବାକୁ ପସନ୍ଦ କରିଥାନ୍ତି । ତେଣୁକରି ସବୁବେଳେ ନିଜ ଘର ଓ ଖାସ କରି ନିଜ ଆଲମାରୀ କୁ ସଫା ସୁତୁରା ରଖନ୍ତୁ । ଏହା ଛଡା ଘରେ କେବେ ହେଲେ ଜୁଆ ଖେଲନ୍ତୁ ନାହିଁ ଓ ଘରେ କବେ ହେଲେ ମଦ୍ୟ ପାନ କରନ୍ତୁ ନାହିଁ ଓ କୌଣସି ପ୍ରକାର ର ମାଦକ ଦ୍ରବ୍ୟ ବି ଘରେ ରଖନ୍ତୁନାହିଁ ।

ଘରେ ତିଳେ ହେଲେ କୀଟ ପଟଙ୍ଗ ହବାକୁ ଦିଅନ୍ତୁ ନାହିଁ । ଏହା ଛଡା ସକାଳୁ ଉଠି ପ୍ରଥମେ ନିଜ ମୋବାଇଲ ଦେଖନ୍ତୁ ନାହିଁ କିମ୍ବା ସକାଳୁ ଉଠି ଆଇନା ରେ ନିଜ ଚେହେରା ଦେଖନ୍ତୁ ନାହିଁ ଏହା କଲେ ଆମ ଚାରିଆଡେ ନକରାତ୍ମକ ଶକ୍ତି ର ଉତ୍ପନ ହୋଇଥାଏ । ଏହି ଶକ୍ତି ଘରେ ରହିଲେ ମାତାଳଷ୍ମୀ କଦାପି ହେଲେ ଘରେ ପ୍ର୍ରବେଶ କରିବେନାହିଁ । ତେଣୁକରି ଏହି କାମ ଜମା ହେଲେ କରନ୍ତୁ ନାହିଁ । ତେବେ ସକାଳେ ଉଠି ଗୋଟେ ମନ୍ତ୍ର ଅଛି ଯାହାର ଜାପକଲେ ଏସବୁ ପ୍ରକାର ର ନକରାତ୍ମକ ଶକ୍ତି ଦୂର ହୋଇଯିବ ଓ ମାତାଳଷ୍ମୀ ଆପଣ କଁ ଉପରେ ପ୍ରସନ୍ନ ହୋଇଯିବେ ।

ବନ୍ଧୁଗଣ ଯଦି ଆପଣ ପ୍ରତିଦିନ ସକାଳେ ଉଠି ନିୟମିତ ଭାବେ ଏହି କାର୍ଯ୍ୟ କରନ୍ତି ତାହାଲେ ଆପଣକୁଁ କବେ ହେଲେ ଧନ ଅଭାବ ରହିବ ନାହିଁ । ତେଣୁ କରି ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ଆପଣକୁଁ ନିୟମିତ ଭାବେ ସକାଳେ ଉଠି ପ୍ରଥମେ ନିଜ ପାପୁଲି କୁ ଦେଖି “ଅଇଂ ଶ୍ରୀମ କ୍ଳୀମ” ଏହି ମନ୍ତ୍ର କୁ 3ଥର କିମ୍ବା 5ଥର ଜାପ କରିବାକୁ ପଡିବ ।

ମନେରଖନ୍ତୁ ଆପଣ ଏହି ମନ୍ତ୍ର ର ଜାପ ନିଜ ଖଟ ବସିକରି କରିବେ, ନିଜ ପାଦ କୁ ଭୂମି ରେ ରଖିବେ ରଖିବେ ନାହିଁ । ଏହି ମନ୍ତ୍ର ଜାପ କଲା ପରେ ଆପଣ ଜୋର ରେ ନିଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ ଓ ନିଶ୍ୱାସ ଛାଡିବା ବେଳେ ଆପଣ କଁ ଯଉଁପଟ ନାକ ଦ୍ୱାରା ଅଧିକା ପବନ ଯାଉଛି ସେଇ ପଟର ପାଦକୁ ଆଗ ଭୂମି ରେ ରଖନ୍ତୁ । ଏହାପରେ ଭୂମିକୁ ପ୍ରଣାମ କରନ୍ତୁ ଏବଂ ନିଜ ପାପୁଲି କୁ ଆନାଇ ଭଗବାନକୁଁ ସ୍ମରଣ କରନ୍ତୁ ଓ ନିଜର ମନସ୍କାମନାକୁ ଏକ ହାଲ୍କା ହସ ଭାବ ରେ କୁହନ୍ତୁ ।

ଆପଣ ଦେଖିବେ ଏହା କଲା ପରେ ଆପଣ ନିଜ ଭିତରେ ଏକ ନୂଆ ପ୍ରକାର ର ସକାରାତ୍ମକ ଶକ୍ତି ଅନୁଭବ କରିବେ । ଏହି ମନ୍ତ୍ର ନିୟମିତ ଭାବେ ମାତ୍ର 7ଦିନ ପାଇଁ କରନ୍ତୁ ଓ ଆପଣ ଦେଖିବେ ମାତାଲଷ୍ମୀ କଁ କୃପା ଦୃଷ୍ଟି କିପରି ଆପଣ କଁ ଉପରେ ପଡୁଛି ଓ ଆପଣ କିପରି ଉନ୍ନତି ର ବାଟ ରେ ଅଗ୍ରସର କରୁଛନ୍ତି ଓ ସବୁବେଳେ ମାତାଳଷ୍ମୀ କଁ ବାସ ଅପଣକଂ ପାଖରେ ରହିବ । ଏହା ଛଡା ଏହି ମନ୍ତ୍ର ଆପଣ କଁ ସନ୍ତାନ ପ୍ରାପ୍ତି ରେ ମଧ୍ୟ ଲାଭକାରି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।