କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଆସିଥିବା କମଜୋରି ଦୂର କରିବା ପାଇଁ କରନ୍ତୁ ଏହି ଶସ୍ତା ରମାବନ ଉପାୟ- Health Tips

କାରୋନା ରେ ଭଲ ହେଉଥିବା ରୋଗୀ ମାନଙ୍କ ଶରୀରରେ ଅଧିକ ମାତ୍ରାରେ ଦୁର୍ବଲତା ଦେଖା ଯାଉଛି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହା କୁ କିଭଳି ଆପଣ ଭଲ କରି ପାରିବେ ।

ଆପଣ ମାନେ ଜାଣି ଥିବେ କାରୋନାରେ କେତେ ଲୋକ ନିଜ ଜୀବନ ହରାଉ ଥିବା ସମୟରେ କିଛି ଲୋକ ନିଜକୁ ବଞ୍ଚାଇବାରେ ସକ୍ଷମ ଅଟନ୍ତି । ଯେଉଁ ମାନେ କାରୋନା ରୁ ଭଲ ହେଉଛନ୍ତି ସେମାନଙ୍କ ମସ୍ତିସ୍କ ଓ ଶରୀର ଖୁବ କମ ସମୟ ମଧ୍ୟରେ ଥକା ହେଇ ଯାଉଛି ସେମାନେ ଖୁବ ଅଧିକ ଚିଡ ଚିଡ ହେବାରେ ଲାଗୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆପଣ କଣ କରିବେ ? କିଭଳି ଏହା କୁ କମେଇବେ ?

ଆମେ ଆଜି ଆପଣଙ୍କୁ ଏକ ହୋମୀୟପାତି ମେଡ଼ିସିନ କିମ୍ବା ଔଷଧ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଶରୀର ହେଉ କିମ୍ବା ମସ୍ତିସ୍କ ହେଉ ଖୁବ ଜଲ୍ଦି ସୁସ୍ଥ ଅନୁଭବ କରିବ । ଏହା ଆପଣ ସବୁ ବର୍ଗର ଲୋକଙ୍କୁ  ଦେଇ ପାରିବେ । ଏହା ଆପଣଙ୍କ ଶରୀରରେ ହେଇଥିବା ସବୁ ପ୍ରକାର କମିକୁ ଭରିବାରେ ସାହାଜ୍ଯ କରିବ । ପ୍ରଥମେ ହେଉଛି Alfalfa with Ginseng  ଏହା ଶରୀରରେ ଥିବା ଦୁର୍ବଳତା କୁ ଏହା କମେଇ ଥାଏ ଯଦି ଆପଣଙ୍କର ଓଜନ କମ ହୋଇ ଯାଇଛି ତେବେ ଏହା ତାକୁ ଠିକ କରିଥାଏ ।

ଯଦି ଆପଣ ଏହାକୁ ଖାଇବେ ତେବେ ଯଦି ଭୋକ ଲାଗୁ ନଥିବ , ନିଦ ଠିକ ସେ ହେଉ ନଥିବ , କିମ୍ବା ଚିଡାପଣ ଥିବ ଏହା ତାହାକୁ ଜଲ୍ଦି ଠିକ କରିଦେବ । ଏହାକୁ ଆପଣ ୨ ml ପରିମାଣର ନେବାର ଅଛି ଦିନକୁ ଦୁଇ ଥର ଆପଣ ଏହାକୁ ନେବେ । ଏହାକୁ ଖାଇବାର ଅଧ ଘଣ୍ଟା ଆଗରୁ ଆପଣ ନେବେ । ଯଦି ଆପଣ ପିଲାଙ୍କୁ ଦେଉଛନ୍ତି ତ ଏହା ଅଧା କରିକି ଦେବେ । ଦ୍ଵିତୀୟ ଔଷଧ ହେଉଛି Bio Combination – 28 , ଏହା  ସାଧାରଣ ଟର୍ନିକ ଅଟେ । ଏହାକୁ ଆପଣ ଲମ୍ବା ସମୟ ବେମାରି ପରେ ଯଦି ଶରୀରରେ ଦୁର୍ବଳତାର ଶିକାର ହୋଇଛନ୍ତି ତେବେ ଆପଣ ଏହାକୁ ନେଇ ପାରିବେ ।

ଯଦି ଶରୀରରେ ଥିବା ଭିଟାମିନ କମି ଯାଇଥାଏ, ମିନେରାଲ କମିଯାଇ ଥାଏ ଏଭଳି ପରିସ୍ଥିତିରେ ଆପଣ ଏହାକୁ ନେଇ ପାରିବେ ଏହାକୁ ଆପଣ ୪ ଟି କରି ଗୋଲି ଖାଇବେ ମାତ୍ର ଏହାକୁ ଚୁଚୁମି କି ଖାଇବେ ପାଣିରେ ଖାଇବେନି । ଯଦି ଆପଣ ପିଲାମାନଙ୍କୁ ଏହା ଦେଉଛନ୍ତି ତେବେ ଏହାର ଅଧା ମାନେ ୨ ଟି ଗୋଳି ଦିଅନ୍ତୁ । ଆପଣ ଏହାକୁ ଖାଇବା ସହ ଅଧିକ ରୁ ଅଧିକ ପାଣି ପିଅନ୍ତୁ ।

ଶରୀରରେ ପାଣି ନଥିଲେ ଶରୀର ଅଧିକ ଦୁର୍ବଳ ଅନୁଭବ କରିବ ଧ୍ୟାନ ରଖିବେ କମ ରୁ କମ ଆପଣ ୨.୫ ଲିଟର ପାଣି ପିବେ ଦିନକୁ। ଏହା ସହ ଆପଣ ଏହାକୁ ନିଜ ପାଖ ଦୋକାନ କିମ୍ବା ଆପଣ ଏହାକୁ ଅନଲାଇନ ମଧ୍ୟ ମଗେଇ ପାଇବେ । ଆପଣ ଯଦି ଅନ୍ୟ କିଛି କମ୍ପାନୀର ଔଷଧ ଆଣିବାକୁ ଚାହାନ୍ତି ଏହା ଭଲ ମାତ୍ର ଆପଣ ଗୋଟେ ଜିନିଷର ଧ୍ୟାନ ରଖିବେ ସେଥିରେ  Ginseng  ଥିବା ନିହାତି ଆବଶ୍ୟକ । ତେବେ ଏହାକୁ ଖାଇବା ସହ ନିଜ ଖାଦ୍ଯ ର ମାଧ୍ୟ ଧ୍ୟାନ ରଖନ୍ତୁ ।