ଶରୀରର ଏହି ୫ ଟି ଅଙ୍ଗରେ ଥିବା କଳାଯାଇ ବ୍ୟକ୍ତିକୁ କରିଦିଏ ଧନବାନ- Jyorish Shastra

ବନ୍ଧୁଗଣ, ପ୍ରାଚୀନ ହିନ୍ଦୁଗ୍ରନ୍ଥ ସମୁଦ୍ରଶାସ୍ତ୍ର ରେ ମନୁଷ୍ୟର ଶରୀରର ଅଙ୍ଗର ଗଢଣି ତଥା ଶରୀରରେ ନାନା ପ୍ରକାର ଚିହ୍ନର ଆଧାରକୁ ନେଇ ଭବିଷ୍ୟତ ବନାଇବା ର ବିଧି ବର୍ଣ୍ଣିତ ହୋଇଅଛି । ସାମୁଦ୍ର ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତି ଟିର ଶରୀରର ଅଙ୍ଗ ର ଗଢଣି ସେହି ବ୍ୟକ୍ତିଟିର ସ୍ଵଭାବ ତଥା ଭବିଷ୍ୟତ ସମ୍ବନ୍ଧରେ ଅନେକ ଗୁଡିଏ କଥା କହିଥାଏ  । ପ୍ରାଚୀନ କାଳରେ ଋଷିମୁନି ଙ୍କ କହିବା ଅନୁଯାୟୀ, ଗ୍ରହ ମାନଙ୍କର ସ୍ଥିତି ଅନୁଯାୟୀ ମନୁଷ୍ୟ ଶରୀରରେ ଥିବା କଳାଜାଇ ର ନିର୍ମାଣ ହୋଇଥାଏ ।

ବନ୍ଧୁଗଣ ଶରୀରରେ ଥିବା କଳାଜାଇ ର ଆଧାରରେ ଆମ୍ଭେ ସେହି ବ୍ୟକ୍ତି ବିଶେଷ ଙ୍କ ଭବିଷ୍ୟତ ସମ୍ବନ୍ଧରେ ଜାଣି ପାରିବା । ବନ୍ଧୁଗଣ ଆସନ୍ତୁ ଜାଣିବା ଏବେ ସଂପୂର୍ଣ୍ଣ ବିବରଣୀ ।

୧- ମଥାରେ କଳାଜାଇ;- ସମୁଦ୍ର ଶାସ୍ତ୍ର ଅନୁଯାୟୀ ମଥାରେ କଳାଜାଇ ରହିବା ବହୁତ ଶୁଭ ହୋଇଥାଏ । ବନ୍ଧୁଗଣ ବହୁତ କମ ଲୋକଙ୍କ ମଥାରେ କଳାଜାଇ ରହିଥାଏ । ନିଜ ମଠାରେ କଳାଜାଇ ନେଇ ଜନ୍ମ ନେଇଥିବା ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମାନ ହେବା ସହିତ ବହୁତ ଧନବାନ ମଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଯଦି ଆପଣଙ୍କ ମଥା ଉପରେ ବାମ ପାର୍ସ୍ବୋରେ କଳାଜାଇ ରହିଅଛି ତେବେ, ବୟସ ସହିତ ଆପଣଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ବଦଳିବ । ଯେତେ ଯେତେ ଆପଣଙ୍କର ବୟସ ବଢିବ ଆପଣ ଅତ୍ଯଧିକ ଧନବାନ ହେବେ । ଯଦି ମଥାର ଡାହାଣ ପାର୍ସ୍ବୋରେ କଳାଜାଇ ଅଛି ତେବେ ଆପଣ ଜୀବନସାର କେବଳ ଧନସଞ୍ଚୟ କରିବେ, ମାତ୍ର ତାକୁ ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରିବେ ।

୨- ଆଖି ପତାରେ କଳାଜାଇ;- ଯେଉଁ ମହିଳା ମାନଙ୍କର ଆଖି ପତା ତଳେ, କଳାଜାଇ ରହିଥାଏ, ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହିଭଳି ମହିଳା ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହି ଘରେ ସୁଖ-ସମୃଦ୍ଧି ଆଣିଥାନ୍ତି । ଏହିଭଳି ମହିଳାଙ୍କ ଘରେ ଧନର କେବେ ଅଭାବ ହୋଇନଥାଏ । ସମୁଦ୍ର ଶାସ୍ତ୍ର ଅନୁଯାୟୀ ଆଖିର ଉପର ଭାଗରେ କଳାଜାଇ ହେବା ବହୁତ ଶୁଭ ଅଟେ ।

୩- ଛାତିରେ କଳାଜାଇ;- ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁଯାୟୀ ଛାତିରେ କଳାଜାଇ ହେବା ଭାଗ୍ଯର ନିଶାନି ହୋଇଥାଏ । ଯେଉଁ ବ୍ୟକ୍ତି ଙ୍କ ଛାତିରେ କଳାଜାଇ ରହିଥାଏ । ସେମାନେ ସରକାରୀ ଚାକିରି ପ୍ରାପ୍ତ କରିଥାନ୍ତି । ବନ୍ଧୁଗଣ ପୁରୁଷଙ୍କ ଛାତି ରେ କଳାଜାଇ ହେବା ତାଙ୍କୁ ସାମର୍ଥଶାଳୀ ତଥା ମହତ ଆକାଙ୍ଖୀ ବନାଇଥାଏ । ଏହିଭଳି ପୁରୁଷ ବହୁତ ପରିଶ୍ରମ କରିଥାନ୍ତି ।

୪- କାନରେ କଳାଜାଇ;- ବନ୍ଧୁଗଣ ସମୁଦ୍ର ଶାସ୍ତ୍ରରେ ଏହା କୁହାଯାଇଅଛି । କାନରେ କଳାଜାଇ ଥିବା ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହିଭଳି ବ୍ୟକ୍ତିଙ୍କ ପାଖକୁ ସର୍ବଦା ପଇସା ଆସିଥାଏ । ଏମାନେ ପଇସା ର ସଠିକ ଉପୋଯୋଗ କରିବା ମଧ୍ୟ ଜାଣିଥାନ୍ତି । ଏହି କାରଣରୁ ଏମାନଙ୍କୁ ଭବିଷ୍ୟତରେ ବହୁତ ଫାଇଦା ମଧ୍ୟ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି ଯଦି ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।