ବାସି ମୁହଁରେ ଖାଆନ୍ତୁ ଏହି 2 ଟି ଦାନା, ଥକାନ, କୋଲେଷ୍ଟ୍ରୋଲ, ମୋଟାପା, ପେଟ ରୋଗ ଓ ହାର୍ଟ ରୋଗ କେବେ ବି ହେବନି- Health Tips

ରକ୍ତ ବନାଇବାର ଯନ୍ତ୍ର ଅଟେ ଏହି ଦାନା, ଏତେ ରକ୍ତ ବନିବ ଯେ ଦାନ କରିଦେବେ। ଆଜି ଆମେ ଆପଣଙ୍କୁ ଏହି ଆୟୁର୍ବେଦ ଉପଚାର ବିଷୟରେ କହିବୁ ଯାହା ରକ୍ତ ବନିବାର ଏମିତି କିଛି ଉପାୟ ଏବଂ ରକ୍ତ କମ୍ ର ସମସ୍ୟା, ହେମୋଗ୍ଲୋବିନର ସମସ୍ୟା, ରୋଗ ପ୍ରତିରୋଧକ ଶକ୍ତି କମ୍ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ କମ୍ ହୋଇଥାଏ। ରକ୍ତ ହୀନତାର ଲକ୍ଷଣ ଅନେକ କାରଣ ପାଇଁ ହୋଇଥାଏ ଏବଂ ସେମାନଙ୍କୁ ଜଣା ପଡ଼େ ନାହିଁ ତାଙ୍କ ଶରୀରରେ ରକ୍ତର ଅଭାବ ହୋଇଥାଏ।

ତେବେ କିପରି ଜାଣିପାରିବେ ଆପଣଙ୍କ ଶରୀରରେ ରକ୍ତର ଅଭାବ ଅଛି ? ମହିଳାଙ୍କ ଶରୀରରେ କିଛି ନା କିଛି ମାତ୍ରାରେ ରକ୍ତ କମ୍ ରୁହେ ଏହାର କାରଣ ସେମାନଙ୍କର ଋତୁସ୍ରାବ ହବା କାରଣରୁ କଛି ମାତ୍ରାରେ ରକ୍ତ କମି ଯାଇଥାଏ।

ଆଜି କାଲିର ଜବାନ ପୁରୁଷମାନଙ୍କ ଠାରେ ମଧ୍ୟ ରକ୍ତ ଅଭାବ ଦେଖିବାକୁ ମିଳୁଛି। ଜଦି ଆପଣଙ୍କ ଶରୀର ନୀଳ ପଡ଼ିଗଲା, ଆଖି ତଳେ କଳାପଡିବା, ଥକାପଣ, ଅଳସ ଲାଗିବା, ଏହାପରେ ଆପଣଙ୍କ ପିଠି, ଅଣ୍ଟା ଅନ୍ୟାନ୍ୟ ଅଙ୍ଗରେ ଯନ୍ତ୍ରଣା ହେବା କିମ୍ବା ଗାଧୋଇବା ସମୟରେ ଆପଣଙ୍କ ହାତ କିମ୍ବା ଗୋଡ଼ ଅଙ୍ଗୁଳିରେ ଚର୍ମ ଯାକି ହୋଇଯିବା ତେବେ ଏହା ହେଉଛି କିଛି ଲକ୍ଷଣ ଯେଉଁଥିରୁ ଆପଣ ଜାଣି ପାରିବେ ଆପଣଙ୍କ ରକ୍ତ ହୀନତା ଅଛି ବୋଲି।

ରକ୍ତ ହୀନତାରୁ ଆମର ରୋଗ ପ୍ରତିରୋଧକ ଶକ୍ତି କମ୍ ହେବାର ଲାଗିଥାଏ। ରକ୍ତ ବଢାଇବା ନିହାତି ଆବଶ୍ୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ସେହି ଉପାୟ ବିଷୟରେ କ’ଣ ଖାଇବେ ଏବଂ କେଉଁ ଯୋଗ କରିବେ ତାହା ଆପଣଙ୍କୁ ଜଣାଇବୁ। ଦେଖନ୍ତୁ ଆପଣଙ୍କ ଜୀବନ ଶୈଳୀ ପରିବର୍ତ୍ତନ କରିବାଦ୍ୱାରା ଆପଣଙ୍କ ସମସ୍ତ ପରିସ୍ଥିତି ବଦଳି ଯିବ ଯେମିତି ଆପଣ ଗାଡ଼ିର ସର୍ଭିସ୍ ନକରିବା ଦ୍ବାରା ଆପଣ ଯେତେବି ଭଲ ତେଲ ପକାନ୍ତୁ ତାହା ଭଲ ଭାବଖରେ ଚାଲିବ ନାହିଁ, ସେହିପରି ଆମ ଶରୀର ଗାଡ଼ି ଅଟେ ଜଦି ପ୍ରତ୍ୟେକ ଦିନ ଯୋଗ ଏବଂ ବ୍ୟାୟାମ ନକରିବା ତେବେ ଆମ ଶରୀର ଠିକ୍ ଭାବରେ କାମ କରିବ ନାହିଁ।


ରକ୍ତ ହୀନତା ଦୂର କରିବା ପାଇଁ ଏହି ପ୍ରାଣାୟମ ଯୋଗକୁ ୧୦ ମିନିଟ୍ ପର୍ଯ୍ୟନ୍ତ ତୀବ୍ର ଗତିରେ କରନ୍ତୁ, ଯେଉଁ ମାନଙ୍କର ହୃଦୟ ସମସ୍ୟା ଅଛି ସେମାନେ ଧିରେଧିରେ କରି ପାରନ୍ତି। ସର୍ବପ୍ରଥମେ ଭସ୍ତ୍ରୀକା ପ୍ରାଣାୟମ। ସୂର୍ଯ୍ୟୋଦୟ ପୂର୍ବରୁ ଉଠି ୧୦ ମିନିଟ୍ ଯାଏ ଏହି ପ୍ରାଣାୟମ କରିବା ଦରକାର ଏହାପରେ ଆପଣ କପାଳଭାତି ପ୍ରାଣାୟମ କରିବାକୁ ହେବ ଯାହା ଆପଣଙ୍କୁ ୟୁଟ୍ୟୁବରେ ଏହାର ଭିଡିଓ ମିଳିଯିବ।

ଏହା ସହିତ ଅନୁଲୋମ ବିଲୋମ ଏବଂ କପାଳଭାତି ପ୍ରାଣାୟମ କରନ୍ତୁ ଯାହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଏତେ ମାତ୍ରାରେ ବଢାଇ ଦିଏ ଯେ ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ। ଆପଣ ଅଧିକରୁ ଅଧିକ ମାତ୍ରାରେ ପାଣି ପିଅନ୍ତୁ ଏବଂ ରାଗିର ଆଟାକୁ ଖାଆନ୍ତୁ। ଏହାପରେ ଶୁଖିଲା ଫଳ ଯେପରି କାଜୁ, କିସମିସ ଏହିପରି ଫଳ ଖାଆନ୍ତୁ। ଫଳ ଖାଆନ୍ତୁ କିମ୍ବା ଫଳ ରସ ପିଅନ୍ତୁ ଓ କଞ୍ଚା ପନିପରିବା ମଧ୍ୟ ଖାଆନ୍ତୁ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ