କରୋନାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାର ଦେବେ ୧ ଲକ୍ଷ ଟଙ୍କା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋରୋନାର ଦିତୀୟ ଲହରରେ ପୁରା ବିଶ୍ବରେ ଭୟର ଆତଙ୍କ ଦେଖା ଯାଉଛି । ପ୍ରତି ଦିନ କୋରୋନାରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକଙ୍କର ପ୍ରା-ଣ ହା-ନି ହେଉଛି ।

ମୃ-ତ ଲୋକଙ୍କ ଅପେକ୍ଷା ଅଧିକାଂଶ ଲୋକ ମାନେ କୋରୋନାରେ ସଂକ୍ରମଣ ହୋଇ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଯାହା ଫଳରେ ସେମାନଙ୍କ ପରିବାର ଲୋକ ମାନେ ମଧ୍ୟ ହଇରାଣ ହରକତ ହେଉଛନ୍ତି । କିନ୍ତୁ ଯେଉଁ ବ୍ୟକ୍ତି କୋରୋନାରେ ପୀଡିତ ହୋଇ ମୃ-ତ୍ୟୁ-ବ-ର-ଣ କରୁଛନ୍ତି ସେମାନଙ୍କ ପରିବାରରେ ଅଭାବ ଦେଖାଯିବା ସହ ପରିବାର ଓ ବନ୍ଧୁବର୍ଗ ମାନେ ଦୁଖରେ ମର୍ମାହତ ହେଉଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ମୁଖ୍ୟମନ୍ତ୍ରୀ ଏମିତି କିଛି ନୂଆ କଥାର ଘୋଷଣା କରିଛନ୍ତି ଯାହା ହୁଏ ତ ସମସ୍ତଙ୍କୁ ଆଶ୍ଵସ୍ତି ଆଣି ଦେଇ ପାରିବ । ଏହଭଳି କିଛି ଅନୋଖା ଘଟଣା ମଧ୍ୟ ପ୍ରଦେଶରେ ଘଟିଛି ଯେଉଁଠାରେ ସେଠିକାର ମୁଖୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ କଥାର ଘୋଷଣା କରିଛନ୍ତି ।

ତାଙ୍କ ଘୋଷଣା ଅନୁଯାୟୀ ଯେଉଁ ବ୍ୟକ୍ତି ମାନେ କୋରୋନାରେ ଆକ୍ରାନ୍ତ ହୋଇ ପ୍ରା-ଣ ହରାଇଛନ୍ତି ସେମାନଙ୍କ ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ । ଆମ ଦେଶରେ ଚାଲିଥିବା କୋରୋନା ଭଳି ମହା ସଙ୍କଟ ସମୟରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଭଳି ଘୋଷଣା କରିଛନ୍ତି ।

ଗତ ଗୁରୁବାର ଦିନ ବିଜେପି ବିଧାୟକଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ କୋରୋନାରେ ମୃ-ତ୍ୟୁ ହୋଇଥିବା ବ୍ୟକ୍ତିଙ୍କର ପରିବାର ଲୋକ ମାନଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ବ୍ୟବସ୍ଥା ସେ ତାଙ୍କ ବିଧାୟକ ବନ୍ଧୁ ମାନଙ୍କ ସାହାଯ୍ୟରେ କରିଛନ୍ତି । ଯାହା ହୁଏ ତ ଲୋକ ମାନଙ୍କ ମନରେ କିଛି ଭରସା ବା ବିଶ୍ବାସ ଆଣି ଦେଇ ପାରିବ ।

କୋରୋନାରେ ସଂକ୍ରମଣ ହୋଇ କାହାର ବାପା ତ ଆଉ କାହାର ମା ତ ଆଉ କାହାର ସ୍ଵାମୀ ତ ଆଉ କାହାର ପୁଅ ନିଜର ଜୀବନ ହାରୁଛନ୍ତି । ବୋଧ ହୁଏ ମୁଖ୍ୟମନ୍ତ୍ରୀଙ୍କର ଏହି ଭଳି ଗୁରୁତ୍ଵ ପୂର୍ଣ୍ଣ ନିସ୍ପତି ବା ଘୋଷଣା ସେମାନଙ୍କ ପାଇଁ ଆଗକୁ ବହୁତ ଦରକାରୀ ହୋଇପାରେ । ମଧ୍ୟ ପ୍ରଦେଶର ମୁଖମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କର ଏହି ଭଳି ମହାନ କାମ ପାଇଁ ସେ ପ୍ରଶଂସାର ଯୋଗ୍ୟ ଅଟନ୍ତି । ତେବେ ଆପଣଙ୍କୁ କଣ ଲାଗୁଛି ଏହିଇ ନିୟମ ଓଡିଶାରେ ଲାଗୁ ହେବା ଦରକାର କି ନୁହେଁ ? ଆପଣଙ୍କ ମତାମତ କମେଣ୍ଟ କରନ୍ତୁ ।

ଏହା ସହିତ ଆମ ସମସ୍ତଙ୍କୁ କୋରୋନାର ସବୁ ନିୟମ ମାନି ରହିବା ଉଚିତ । ଏହା ବ୍ଯତୀତ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ମଧ୍ୟ ରକ୍ଷା କରିବା ଉଚିତ । ଯାହା ଫଳରେ ଆପଣ ମାନେ ସୁସ୍ଥ ରହିବା ସହ ଆପଣଙ୍କ ଆଖ ପାଖରେ ଥିବା ଲୋକ ମାନେ ମଧ୍ୟ ସୁସ୍ଥ ଓ ସୁରକ୍ଷିତ ରହିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।